କ୍ୟାଟିନା କୈଫଙ୍କୁ ବି ଟକ୍କର ଦେଇଥାନ୍ତି ମନୋଜ ତିୱାରୀଙ୍କ ପତ୍ନୀ, ତାଙ୍କ ସୁନ୍ଦରତା ଆଗରେ ଫିକା ପଡି ଯାଆନ୍ତି ବଲିଉଡ ଅଭିନେତ୍ରୀ

ଭାରତୀୟ ଟିମର କ୍ରିକେଟରଙ୍କର ଭଲ ପ୍ରଦର୍ଶନ କାରଣରୁ ପଡ଼ିଆରେ ତ ବହୁତ ଥର ଚର୍ଚା ଉଠିଥିବା ଶୁଣିଥିବେ । କିନ୍ତୁ ଧିରେ ଧିରେ ସେ ତାଙ୍କ ଷ୍ଟାଇଲ କାରଣରୁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି । ନିଜର ଷ୍ଟାଇଲ ଷ୍ଟେଟମେଣ୍ଟ ଉପରେ ଅଧିକ ଧ୍ୟାନ ଦେବା କାରଣରୁ ସେ ଚର୍ଚାରେ ରହିଥାନ୍ତି । ଏବେ ଯେବେ ଏହି କ୍ରିକେଟରମାନେ ଏତେ ଷ୍ଟାଇଲିସ ହେବାକୁ ଲାଗିଛନ୍ତି ତେବେ ତାଙ୍କର ଲାଇଫ ପାର୍ଟନର ତାଙ୍କଠାରୁ କେମିତି ଏହି ମାମଲାରେ ପଛରେ ରହିବେ ।

ଏଠି ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ ଟିମର ଜଣେ ଏମିତି ହିଁ କ୍ରିକେଟର ମନୋଜ ତିୱାରୀଙ୍କ ସ୍ତ୍ରୀଙ୍କ ବିଷୟରେ କଥା ହେଉଛୁ । ଯାହାଙ୍କ ନାମ ସୁସ୍ମିତା ରାୟ ଓ ସେ ସୁନ୍ଦରତା ମାମଲାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରୀନା କେଫଙ୍କୁ ମଧ୍ୟ ଟକର ଦେଉ ପାରିବେ ।

ଛୋଟବେଳୁ ହିଁ ଥିଲେ ପରିଚିତ

ମନୋଜ ତିୱାରୀ ଓ ସୁସ୍ମିତା ରାୟ ଦୁହେଁ ଦୁହିଁଙ୍କୁ କେବଳ ସେବେ ଠୁ ଜାଣି ନଥିଲେ ଯେବେ ତାଙ୍କର ବିବାହ ହେଲା, ଦୁହେଁ ଛୋଟବେଳୁ ହିଁ ଦୁହେଁ ଦୁହିଁଙ୍କୁ ଚିହ୍ନିଛନ୍ତି । ଛୋଟବେଳୁ ହିଁ ଏହି ଦିଜଣ ସାଙ୍ଗଥିଲେ । ସମୟ ସହିତ ଏହି ସାଙ୍ଗସାଥୀ କେତେବେଳେ ପ୍ରେମରେ ବଦଳିଗଲା , ଏମାନଙ୍କୁ ଜଣା ବି ପଡ଼ିଲା ନାହିଁ ।

ମନୋଜ ତିୱାରୀ ଯେମିତି କ୍ରିକେଟ ଖେଳନ୍ତି , ସେମିତି ସୁସ୍ମିତା ମଡେଲିଂ କରୁଥିଲେ । 2013 ରେ ଏହି ଦୁଇ ଜଣ ବିବାହ କରିବା ପାଇଁ ନିର୍ଣ୍ଣୟ ନେଲେ । ଏମାନଙ୍କ ଘରଲୋକଙ୍କୁ ଏମାନଙ୍କ ବିବାହକୁ ନେଇ କିଛି ବି ଆପତ୍ତି ନଥିଲା । ଏହିଭଳି ଭାବେ ଏମାନଙ୍କର ବିବାହ ହୋଇଥିଲା ।

ଆକ୍ଟିଭ ରୁହନ୍ତି ସୋସିଆଲ ମିଡିଆରେ

ସୋସିଆଲ ମିଡିଆରେ ମନୋଜ ତିୱାରୀଙ୍କ ସ୍ତ୍ରୀ ସୁସ୍ମିତା ରାୟ ବହୁତ ହିଁ ଆକ୍ଟୀଭ ରୁହନ୍ତି । ଏହି କିଛିଦିନ ହେବ ସେ ତାଙ୍କ ଫଟୋ ପୋଷ୍ଟ କରିଥିବାର ଦେଖା ଯାଇଛି । ହଜାର ହାଜର ସଂଖ୍ୟାର ସୁସ୍ମିତାଙ୍କର ଫ୍ୟାନ ଫଲୋଇଙ୍ଗ ସୋସିଆଲ ମିଡିଆରେ ଅଛନ୍ତି । ସେ ତାଙ୍କ ଫଟୋକୁ ସବୁବେଳେ ଲାଇକ କରିଥାଆନ୍ତି ଓ କମେଣ୍ଟ କରିଥାନ୍ତି । ନିଜ ସ୍ଵାମୀଙ୍କ ସହ ସୁସ୍ମିତା ରାୟ ସବୁବେଳେ ହଲିଡେ ପାଳନ କରିବାପାଇଁ ବାହାରକୁ ଯାଆନ୍ତି । ଏମିତିରେ ଯେଉଁ ଫଟୋ ସେ ଏହି ସମୟରେ ଉଠାନ୍ତି, ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଭୁଲନ୍ତି ନାହିଁ । ହଲିଡେ଼ରେ ଉଠାଇ ଥିବା ଫଟୋ ଗୁଡିକ ଆପଣଙ୍କୁ ସୋସିଆଲ ମିଡିଆରେ ମିଳିଯିବ ।

କ୍ୟାଟ୍ରୀନା କେଫଙ୍କ ସହ ତୁଳନା

ସୋସିଆଲ ମିଡିଆରେ ସୁସ୍ମିତା ରାୟ ଯେମିତି ହିଁ ନିଜର ଫଟୋ ପୋଷ୍ଟ କରିଥାଆନ୍ତି ତେବେ ତାଙ୍କୁ ଦେଖି ବହୁତ ସାରା ସୋସିଆଲ ମିଡିଆ ୟୁଜର୍ସ ତାଙ୍କର ତୁଳନା ବଲିଉଡ ଅଭିନେତ୍ରୀଙ୍କ ସହ କରିବାକୁ ଲାଗନ୍ତି । କେତେକ ସୋସିଆଲ ମିଡିଆ ୟୁଜର୍ସଙ୍କର କହିବା କଥା କି କ୍ୟାଟ୍ରୀନା କେଫଙ୍କୁ ମଧ୍ୟ ସୁସ୍ମିତା ରାୟ ଟକର ଦେଇ ପାରିବେ ।

କରୁଥିଲେ ମଡେଲିଂ

ସୁସ୍ମିତା ବିବାହ କରିବା ଆଗରୁ ମଡେଲିଂ ସହିତ ଜଡ଼ିତ ଥିଲେ । ଘରର ଦାୟିତ୍ଵ କାରଣରୁ ସେ ତାଙ୍କ କ୍ୟାରିୟରକୁ ଛାଡ଼ି ଦେଇଥିଲେ । 2018 ରେ ତାଙ୍କର ଗୋଟିଏ ପୁଅ ହୋଇଥିଲା । ମନୋଜ ତିୱାରୀ ପଶ୍ଚିମବଙ୍ଗର ଅଟନ୍ତି ଓ ସୁସ୍ମିତା ରାୟ ୟୁପିର ବ୍ରାହ୍ମଣ ପରିବାରର ଅଟନ୍ତି । ପ୍ରଥମେ ତ ବେଙ୍ଗଲୀ ନୀତି ନିୟମରେ ଓ ପୁଣି ୟୁପିର ବ୍ରାହ୍ମଣ ନୀତି ନିୟମରେ ଦୁଇ ଜଣଙ୍କର ବିବାହ ହୋଇଥିଲା । ଆଶାନୁସାରେ ମନୋଜ ତିୱାରୀଙ୍କ କ୍ୟାରିୟର ଭଲ ସେ ଚାଲି ପାରିଲା ନାହିଁ । ଆଇପିଏଲ ରେ ମଧ୍ୟ ତାଙ୍କୁ କେହି କିଣି ନଥିଲେ । ତଥାପି ମନୋଜ ତିୱାରୀଙ୍କ ଆଶା ଅଛି କି ଇଣ୍ଡିଆ ଟିମରେ ତାଙ୍କୁ ପୁଣି ଜାଗା ମିଳିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *