କଥା କମ୍ କହୁଥିବା ଲୋକଙ୍କ ଠାରେ ରହିଥାଏ ଏହି ଖାସ୍ 8 ଟି ଗୁଣ ! ଏମାନେ ସବୁଠୁ ନିଆରା ହୋଇଥାନ୍ତି…

ଦୁନିଆରେ ଅନେକ ପ୍ରକାର ଲୋକ ରହିଥାନ୍ତି । ସେଥିମଧ୍ୟରୁ କେହି କେହି ଅଧିକ କଥା କହିଥାନ୍ତି ତ ! ଅନ୍ୟ କିଛି ଲୋକ ବହୁତ କମ୍ କଥାବାର୍ତ୍ତା କରିବାକୁ ପସନ୍ଦ କରିଥାନ୍ତି । ତେବେ ଆଜି ଆମେ ସେହି କମ କଥା କହୁଥିବା ଲୋକଙ୍କ ବିଷୟରେ ଏଠାରେ କହିବାକୁ ଯାଉଛୁ । କମ୍ କଥା ହେଉଥିବା ଲୋକଙ୍କ ପାଖରେ ଏହି ଖାସ୍ କ୍ଵାଲିଟି ମଧ୍ୟ ରହିଥାଏ । ତେବେ ବନ୍ଧୁଗଣ ଯେଉଁ ବ୍ୟକ୍ତି କମ କଥା କହିଥାଏ । ସେହି ବ୍ୟକ୍ତି ଯେତେବେଳେ କଥା କହିବା ଆରମ୍ଭ କରିଥାଏ । ସେତେବେଳେ ସମସ୍ତେ ସେହି କଥାକୁ ବହୁତ ଧାନ ସହକାରେ ଶୁଣିଥାନ୍ତି । କାରଣ କମ କଥା କହୁଥିବା ଲୋକ ଯେତେବେଳେ ଥରେ କହିବା ଆରମ୍ଭ କରିଦେଇଥାନ୍ତି । ସେମାନଙ୍କର ପ୍ରତ୍ଯେକଟି ଶବ୍ଦର ମୂଲ୍ୟ ଅଧିକ ବଢିଯାଇଥାଏ ।

1- କଥା କମ କହୁଥିବା ଲୋକ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କାରଣ ଏମାନେ କଥା ତ କମ କହିଥାନ୍ତି । ହେଲେ ତାଙ୍କର କାମରେ ବହୁତ ଦମ ରହିଥାଏ । ତେଣୁ କଥା କମ କହୁଥିବା ଅଧିକତର ଲୋକ ନିଜ ଜୀବନରେ ବହୁତ ଅଧିକ ସଫଳତା ପାଇପାରିଥାନ୍ତି ।

2- କଥା କମ କହୁଥିବା ଲୋକ ମାନେ ଅନ୍ୟର କଥାକୁ ଶୁଣିବା ଓ ବୁଝିବା ବହୁତ ଭଲରେ ଜାଣିଥାନ୍ତି । ତେଣୁ ସେମାନେ ଅନ୍ୟ ସମସ୍ତଙ୍କ ନିଜ ନିଜର ମତକୁ ଶୁଣିଥାନ୍ତି । ଏହାପରେ ଯେତିକି ମଧ୍ୟ କହିଥାନ୍ତି ବହୁତ ଭଲ କହିଥାନ୍ତି ।

3- କମ କଥା କହୁଥିବା ଲୋକମାନେ ନିଜର ଏପରି କୌଣସି ମଧ୍ୟ ସିକ୍ରେଟ ଅନ୍ୟକୁ କହିବାକୁ ଚାହାନ୍ତି ନାହିଁ । ଯେଉଁ ସବୁ ସିକ୍ରେଟ କହିଦେବା ଦ୍ଵାରା ପରେ ସେମାନଙ୍କୁ ସେଥିପାଇଁ ପସ୍ତେଇବାକୁ ପଡିବ ।

4- ଯେଉଁ ବ୍ୟକ୍ତି କମ କଥା କହିଥାନ୍ତି । ସେମାନଙ୍କୁ ବହୁତ ଲୋକ ଅଧିକ ସମ୍ମାନ ମଧ୍ୟ କରିଥାନ୍ତି ।

5- ଯେଉଁ ମାନେ ଅଳ୍ପ କଥାବାର୍ତ୍ତା କରିଥାନ୍ତି । ସେମାନେ ଅନ୍ୟ ମାନଙ୍କ ସହ ଅଯଥା କୌଣସି ପ୍ରକାର ଯୁକ୍ତି କି ଝଗଡା କରିବାକୁ ଜମାରୁ ବି ପସନ୍ଦ କରିନଥାନ୍ତି ।

6- କମ କହୁଥିବା ଲୋକ ମାନେ ବହୁତ ଫ୍ରେଣ୍ଡଲି ସ୍ଵଭାବର ହୋଇଥାନ୍ତି । ଏମାନେ କଥା କମ କହୁଥିଲେ ମଧ୍ୟ ଅନ୍ୟର ଭାବନାକୁ ସମ୍ମାନ କରନ୍ତି । ସମସ୍ତଙ୍କ ସହ ଭଲ ବ୍ୟବହାର ମଧ୍ୟ କରିଥାନ୍ତି ।

8- କମ କହୁଥିବା ଲୋକ ଅଧିକ କଥାବାର୍ତ୍ତା କରିନଥାନ୍ତି, ହେଲେ ସେମାନେ ତାଙ୍କ ଚାରିପଟେ ଘଟୁଥିବା ପ୍ରତ୍ଯେକ କଥାକୁ ଭଲ ଭାବେ ଅନୁଧ୍ୟାନ କରିଥାନ୍ତି । ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିବାକୁ ଚେଷ୍ଟା କରିଥାନ୍ତି । ଏମାନେ ଅଯଥା କଥା କହି ସମୟ ନଷ୍ଟ ନକରିକି ନିଜର ଲକ୍ଷ ଉପରେ ଅଧିକ ଫୋକୋଷ କରିଥାନ୍ତି ।

ଏହିଭଳି ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ନିହାତି ଭାବେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *