ଦେଖନ୍ତୁ କର୍ବାଚୌଥରେ Sabya ଓ Archita ଙ୍କ ରୋମାଣ୍ଟିକ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ବ୍ଯତୀତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।

ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଦୁଇଜଣ ଗତ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନିଜ ପର୍ଶନାଲ ଲାଇଫ ପାଇଁ ଏହି ଦୁଇଜଣ ସବୁବେଳେ ଚର୍ଚାରେ ରୁହନ୍ତି । ଆସିବା ଦିନରୁ ଅର୍ଚ୍ଚିତା ଓ ସବ୍ୟ ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଅପଲୋଡ କରନ୍ତି ।

ଗତ କିଛି ସମୟ ହେବ ଏହି ଦୁଇଜଣଙ୍କର କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ କର୍ବାଚୌଥ ଫଟୋ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସବ୍ୟ ଓ ଅର୍ଚ୍ଚିତା କିଭଳି ଭାବେ କର୍ବାଚୌଥ ପାଳନ କରିଲେ । ଗତ କିଛି ସମୟ ହେବ ଏହି ଦୁଇଜଣଙ୍କ କର୍ବାଚୌଥ ଫଟୋ ଭା-ଇ-ରା-ଲ ହେଉଛି ।

କର୍ବାଚୌଥ ପର୍ବକୁ ବହୁତ ଧୁମଧାମର ସହ ସବ୍ୟ ଓ ଅର୍ଚ୍ଚିତା ପାଳନ କରିଛନ୍ତି ଯାହାର ଫଟୋ ଆପଣ ମାନେ ଦେଖିପାରୁ ଥିବେ । ଉଭୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଏହି ଦୁଇଜଣଙ୍କ ଯୋଡିକୁ ଆସିବା ଦିନରୁ ଲୋକମାନେ ବେସ ପସନ୍ଦ କରନ୍ତି ।

ଆଜି ଏହି ଦୁଇଜଣ ବିବାହ ବନ୍ଧନରେ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚ୍ଚିତାଙ୍କ କର୍ବାଚୌଥ ଫଟୋ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *