ବାହାଘର ପୂର୍ବରୁ ସ୍ଵାମୀଙ୍କ ସହ Somalin ଙ୍କ ରୋମାଣ୍ଟିକ ଡ୍ୟାନ୍ସ, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଟିଭି ଅଭିନେତ୍ରୀ ଜାଙ୍କଲିନଙ୍କ ଭଉଣୀ ସୋମାଲିନଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଅଭିନେତ୍ରୀ ଜାଙ୍କଲିନଙ୍କ ସୁନ୍ଦର ଅଭିନୟ ନିଶ୍ଚୟ ଦେଖିଥିବେ ।

ଜାଙ୍କଲିନ ହେଉଛନ୍ତି ଜଣେ ଏଭଳି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଜାଙ୍କଲିନଙ୍କ ପରି ତାଙ୍କ ଭଉଣୀ ସୋମାଲିନ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ତଳେ ସୋମାଲିନଙ୍କ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ପରେ ସୋମାଲିନ ନିଜ ସ୍ଵାମୀଙ୍କ ସହ ଅନେକ ସର୍ଟ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରୁଛନ୍ତି ।

ବନ୍ଧୁଗଣ ସୋମାଲିନଙ୍କ ବିବାହ ନିଶୀଥ ନାୟକଙ୍କ ସହ ହେବାକୁ ଯାଉଛି । ବିବାହ ପୂର୍ବରୁ ସୋମାଲିନ ନିଜ ସ୍ଵାମୀଙ୍କ ସହ ବହୁତ ଜବରଦସ୍ତ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆ-ରେ ଅପଲୋଡ କରୁଛନ୍ତି । ସୋମାଲିନ ଓ ନିଶୀଥଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ଗତ କିଛି ସମୟ ହେବ ସୋମାଲିନ ଓ ତାଙ୍କ ସ୍ଵାମୀଙ୍କର ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓରେ ସୋମାଲିନ ଓ ନିଶୀଥ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ସୋମାଲିନଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନ ଓ ନିଶୀଥଙ୍କ ଏହି ଡ୍ୟାନ୍ସ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *