ଆଭା ମ୍ୟାଡମଙ୍କ ଟାର୍ଗେଟରେ ଭଲ ଛାତ୍ରୀ, ମାର୍କ କାଟି ଗୋବିନ୍ଦ ସହ ସମ୍ପର୍କ ରଖିବାକୁ କରୁଥିଲେ ବାଧ୍ୟ, ଦେଖନ୍ତୁ Video

ବନ୍ଧୁଗଣ ମମିତା ମୃ-ତ୍ୟୁ ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ପୋଲିସ ଗି-ର-ଫ କରି ସତ ଉ-ଗ-ଳା-ଇଛି । ଗୋବିନ୍ଦର କ-ଳା କ-ର୍ଣ୍ଣ-ମା ସମସ୍ତଙ୍କ ସାମ୍ନାକୁ ଆସିଛି । ବନ୍ଧୁଗଣ ଗୋବିନ୍ଦଙ୍କୁ ଓଡିଶାର ଜଲ୍ଲାଦ ନାମରେ ଡକା ଯାଉଛି । ଶିକ୍ଷାନୁଷ୍ଠାନରେ ସେ ବଡ ବଡ ମନ୍ତ୍ରୀଙ୍କୁ ଡକାଇ କଲେଜ ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ଶୋ-ଷ-ଣ କରୁଥିଲା । ଗୋବିନ୍ଦ ଗି-ର-ଫ ହେବା ପରେ କଲେଜରେ ଚାଲୁଥିବା ସେ-କ୍ସ ରା-କେ-ଟ-ର ପ-ର-ଦା-ଫା-ସ ହୋଇଛି ।

ବନ୍ଧୁଗଣ ଏହି ମା-ମ-ଲା-ରେ ଏକ ନୂଆ ଚେହେରା ସାମ୍ନାକୁ ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ନୂଆ ଚେହେରା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଆଭା ସିଂହ ଦେଓ ମହାଲିଙ୍ଗ କଲେଜରେ ଶିକ୍ଷୟତ୍ରୀ ରୂପେ କାମ କରନ୍ତି । ଗୋବିନ୍ଦଙ୍କ ପର୍ଶନାଲ ହ୍ୟାଣ୍ଡ ରୂପେ କାମ କରୁଥିଲେ ଆଭା ମ୍ୟାଡମ । ବନ୍ଧୁଗଣ ଏହି ଅ-ଭି-ଯୋ-ଗ ଆଣିଛନ୍ତି ମହାଲିଙ୍ଗ କଲେଜର ଛାତ୍ର ଛାତ୍ରୀ ।

ଆଭା ମ୍ୟାଡମଙ୍କ କାମ ଥିଲା ପିଲା ମାନଙ୍କୁ ପାଠ ପଢାଇବା । କିନ୍ତୁ ଆଭା ମ୍ୟାଡମ ନିଜ କାମକୁ ଅଧିକ ଗୁରୁତ୍ଵ ଦେଇ ଓଭର ଟାଇମ କରୁଥିଲେ । ଏହି ଓଭର ଟାଇମରେ ସେ କଲେଜର ସୁନ୍ଦରୀ ଝିଅ ମାନଙ୍କୁ ଟ୍ରା-ପ କରୁଥିଲେ । ଆଭା ବାଛୁଥିଲେ କିଏ ତାଙ୍କ ପାଇଁ କାମ କରିପାରିବ ଓ ଗୋବିନ୍ଦ ଇ-ସା-ରା-ରେ ନାଚି ପାରିବ । ଗୋବିନ୍ଦଙ୍କ ବିଶ୍ଵାସ ଜିତିବା ପାଇଁ ଚାହୁଁ ଥିଲେ ଆଭା ମ୍ୟାଡମ ।

ସେ ପ୍ରଥମେ କଲେଜର ସୁନ୍ଦରୀ ଝିଅ ମାନଙ୍କୁ ଟାର୍ଗେଟ କରୁଥିଲେ ଏହା ପରେ ପଢେଇବା ବାହାନାରେ ତାଙ୍କର ମାର୍କ କା-ଟୁ-ଥି-ଲେ । ଜାଣିଶୁଣି କହୁଥିଲେ ଯଦି ତମକୁ ଅଧିକ ମାର୍କ ରଖିବାର ଅଛି ତା ହେଲେ ମୋ ହିସାବରେ କାମ କରିବାକୁ ପଡିବ । ବନ୍ଧୁଗଣ ଆଭା ବୁଲେଇ ବଙ୍କେଇ ଝିଅ ମାନଙ୍କୁ କଥା ମାନିବା ପାଇଁ ରାଜି କରାଉ ଥିଲେ । କେବଳ ମାର୍କ ନୁହେ ମାର୍କ ସହ ଚାକିରିର ପ୍ରଲୋଭନ ଦେଖାଉଥିଲେ ଆଭା ।

ଝିଅ ମାନେ ଭାବୁ ଥିଲେ ଯଦି ଆମେ ମ୍ୟାଡମଙ୍କ କଥା ମାନିବୁ ତା ହେଲେ ଆମ ମାର୍କ ବଢିବା ସହ ଆମକୁ ସରକାରୀ ଚାକିରି ମଧ୍ୟ ମିଳିବ । ତା ହେଲେ ବନ୍ଧୁଗଣ ଆଭା ମ୍ୟାଡମଙ୍କ କ-ଳା କ-ର୍ଣ୍ଣ-ମା ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସି ସାରିଛି ଓ ପୋଲିସ ଏବେ ଏହି ମାମଲା ଉପରେ ତ-ଦ-ନ୍ତ କରୁଛି ।

Leave a Reply

Your email address will not be published. Required fields are marked *