Saif Ali Khan ଙ୍କ ବିରୁଦ୍ଧରେ ଯାଇ Kareena Kapoor କରିଥିଲେ ଏହି 4 ଟି ବହୁତ ଅଶ୍ଳୀଳ ଫିଲ୍ମ

ବନ୍ଧୁଗଣ ସାଧାରଣତଃ ବଲିଉଡର ବହୁତ କଳାକାର ପରସ୍ପର ସହ ବିବାହ କରିଛନ୍ତି । ବିବାହ କରିବା ପରେ ବଲିଉଡର ଅଧିକାଂଶ ଅଭିନେତ୍ରୀ ବଲିଉଡକୁ ଛାଡି ଦେଇଛନ୍ତି । ହେଲେ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବିବାହ କରିବା ପରେ ମଧ୍ୟ ବଲିଉଡରେ ଫିଲ୍ମ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ କରିନା କପୁର ଖାନ । କରିନା କପୁର ବଲିଉଡ ଅଭିନେତା ସେଫ ଅଲି ଖାନଙ୍କୁ ବିବାହ କରିଛନ୍ତି ଓ ବର୍ତ୍ତମାନ ଏକ ଛୁଆର ମା ମଧ୍ୟ ହୋଇ ସାରିଛନ୍ତି । ହେଲେ ସେ ବଲିଉଡକୁ ଛାଡି ନାହାନ୍ତି ।

ଏକ ଇଣ୍ଟରଭ୍ୟୁରେ ସେଫ କହିଥିଲେ ଯେ, କରିନାଙ୍କର ଏମିତି କିଛି ଫିଲ୍ମ ଅଛି ଯାହାକୁ ସେଫ କଦାପି ପସନ୍ଦ କରନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ କରିନାଙ୍କର ସେହି ସମସ୍ତ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯାହାକୁ ତାଙ୍କ ସ୍ଵାମୀ ସେଫ ଅଲି ଖାନ ପସନ୍ଦ କରିନଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଫିଲ୍ମ ‘ଗୁଡ ନ୍ୟୁଜ’ । ବନ୍ଧୁଗଣ ଗତ ବର୍ଷ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ଦର୍ଶକ ମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ । ହେଲେ ଏହି ଫିଲ୍ମରେ ହୋଇଥିବା ଅଧିକ ବଲଗର କଥା ବାର୍ତ୍ତା ଓ ସିନ୍ସ ସେଫଙ୍କୁ ପସନ୍ଦ ଆସିନଥିଲା । ଏହା ବ୍ଯତୀତ ବନ୍ଧୁଗଣ ସେଫ ଓ ଅକ୍ଷୟ କୁମାରଙ୍କର ଶତ୍ରୁତା ରହିଛି, ଯାହା କାରଣରୁ ସେଫ ଏହି ଫିଲ୍ମକୁ ପସନ୍ଦ କରି ନଥିଲେ ।


୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଫିଲ୍ମ ‘ଅଶୋକା’ । ଏହି ଫିଲ୍ମ ରିଲିଜ ହୋଇଥିଲା ୨୦୦୧ ମସିହାରେ ଓ ଦର୍ଶକ ମାନଙ୍କୁ ଏହି ଫିଲ୍ମଟି ବହୁତ ପସନ୍ଦ ମଧ୍ୟ ଆସିଥିଲା । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ ବଲିଉଡ ଅଭିନେତା ଶାହରୁଖ ଖାନ ଓ ଅଭିନେତ୍ରୀ ଥିଲେ କରିନା କପୁର ଖାନ । ହେଲେ ଏହି ଫିଲ୍ମରେ ଥିବା ବୋଲ୍ଟ ଓ ଇଣ୍ଟିମେଣ୍ଟ ସିନ୍ସ ପାଇଁ ସେଫଙ୍କୁ ଏହି ଫିଲ୍ମ ପସନ୍ଦ ଆସିନଥିଲା ।

୩. ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଫିଲ୍ମ ‘ଡନ୍’ । ଏହି ଫିଲ୍ମରେ ମଧ୍ୟ କରିନା କପୁର ଅଭିନେତା ଶାହରୁଖ ଖାନଙ୍କ ସହ ଏକ ଗୀତରେ ବହୁତ ବୋଲ୍ଟ ଓ ଇଣ୍ଟିମେଣ୍ଟ ସିନ୍ସ କରୁଥିବାର ନଜର ଆସିଥିଲେ । ଏହାକୁ ଦେଖି ସେଫ ଏହି ଫିଲ୍ମକୁ ପସନ୍ଦ କରିନଥିଲେ ।

୪. ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ୨୦୧୨ରେ ଆସିଥିବା ଫିଲ୍ମ ‘ହିରୋଇନ’ । ବନ୍ଧୁଗଣ ଏହି ଫିଲ୍ମଟି ଅଧିକାଂଶ ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା । ସର୍ବପ୍ରଥମେ ଏହି ଫିଲ୍ମଟି ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚନଙ୍କୁ ଅଫର ହୋଇଥିଲା ହେଲେ ଏହା ପରେ କରିନା କପୁରଙ୍କୁ ଅଫର ହୋଇଥିଲା । ଏହି ଫିଲ୍ମରେ ଅତ୍ୟଧିକ ବୋଲ୍ଟ ଓ ଇଣ୍ଟିମେଣ୍ଟ ସିନ୍ସ ରହିଥିଲା । ଯାହାଫଳରେ ସେଫ ଏହି ଫିଲ୍ମକୁ ଦେଖିବା ପାଇଁ ଚାହିଁନଥାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *