ସ୍ୱାମୀ ସ୍ତ୍ରୀ ଏହି ସମୟରେ ଶାରୀରିକ ସଂପର୍କ ରଖିଲେ ଆସିଥାଏ ମହାବିପତ୍ତି

ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଫ୍ରେଣ୍ଡ୍ସ ସ୍ଵାମୀ ସ୍ତ୍ରୀ ଜଡିତ କିଛି କାମ ରହିଛି ଯାହାକୁ ରାତିରେ କରିବା ହିଁ ଭଲ ହୋଇଥାଏ । କିନ୍ତୁ କିଛି ଏପରି କାମ ଅଛି ଯାହାକୁ ଦିନରେ କରିବା ଦ୍ଵାରା ଆପଣ କୌଣସି ସମସ୍ୟାରେ ପଡି ପାରନ୍ତି । ବାହାଘର ପରେ ପ୍ରତ୍ଯେକ ପୁରୁଷ ଓ ସ୍ତ୍ରୀ ଙ୍କର କାମ ବଢିଯାଇଥାଏ । କାରଣ ବିବାହ ଦ୍ଵାରା ଅନେକ ନୂତନ ସମ୍ପର୍କ ଗଢି ଉଠିଥାଏ । ବିବାହ ନୂଆ ସମ୍ପର୍କ ନୂଆ କର୍ତ୍ତବ୍ୟ ନେଇ ଆସିଥାଏ ।

ଫ୍ରେଣ୍ଡ୍ସ ନିଜ ସ୍ତ୍ରୀ ଙ୍କୁ ନେଇ ପ୍ରତ୍ଯେକ ପୁରୁଷଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ । ଏମିତି ରେ ସେ ଭାବିଥାନ୍ତି କି କେଉଁ କାମ କରିବା ଦ୍ଵାରା ତାଙ୍କ ଜୀବନ ସୁଖମୟ ହେବ । ତେବେ ଚାଲନ୍ତୁ ଜାଣିବା ସେହି କାମ ବିଷୟରେ ଯାହାକୁ ସ୍ଵାମୀ ସ୍ତ୍ରୀ କେବଳ ରାତିରେ କରିବା ଉଚିତ । ଚାଲନ୍ତୁ ଜାଣିବା ସେହି ବିଷୟରେ ।

୧. ଶାରୀରିକ ସମ୍ପର୍କ ବନାଇବା – କିଛି ଥର ଏମିତି ହୋଇଥାଏ କି ଆମ ଘରକୁ କେହି ନା କେହି ଅତିଥି ଆସିଥାନ୍ତି । ଏହି କାରଣରୁ ଘରେ ଗହଳ ଚହଳ ଲାଗି ରହିଥାଏ । କିନ୍ତୁ ଏହି ସମୟରେ ଏହିପରି ଭୁଲ କରନ୍ତୁ ନାହିଁ ।

ଦିନରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ଆପଣଙ୍କ ଅତିଥି ଏହାକୁ ଅନୁଭବ କରି ପାରନ୍ତି । ସେଥିପାଇଁ ଶାସ୍ତ୍ରରେ ବି କୁହାଯାଇଛି କି ଦିନରେ ଶାରୀରିକ ସମ୍ପର୍କ ବନାଇବା ପାପ ହୋଇଥାଏ । ଏହା ଦ୍ଵାରା ଅତିଥି ମାନଙ୍କର ବି ଅପମାନ ହୋଇଥାଏ । ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ ।

୨. ସିକ୍ରେଟ କଥା – ଏ କଥା ମନେ ରଖନ୍ତୁ କି ପ୍ରତ୍ଯେକ ସ୍ଵାମୀ ସ୍ତ୍ରୀ ଙ୍କୁ ସମସ୍ତଙ୍କ ସାମ୍ନା ରେ ସିକ୍ରେଟ କଥା ହେବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଆପଣଙ୍କ ଲାଇଫ ବରବାଦ ହୋଇପାରେ । ଆପଣ ସବୁ ଗୁପ୍ତ କଥା ରାତିରେ ଏକାନ୍ତରେ କରିବା ଉଚିତ ।

ଏହା ଦ୍ଵାରା ଭଲ ପାଇବା ମଧ୍ୟ ବଢିଥାଏ । ସେଥିପାଇଁ ପ୍ରତ୍ଯେକ ସ୍ଵାମୀ ସ୍ତ୍ରୀ ଏହି କଥାର ଧ୍ୟାନ ରଖିବା ଆବଶ୍ୟକ । ଯାହା ଦ୍ଵାରା ସେମାନଙ୍କ ବୈବାହିକ ଜୀବନ ସୁଖମୟ ରହିବ । ତେଣୁ ସମସ୍ତ ମ୍ୟାରେଡ କପଲ ଏହି କଥାର ଧ୍ୟାନ ରଖିବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *