କଣ କରିବେ ? ଯଦି ହୋଇଯାନ୍ତି କାରୋନା ସଂକ୍ରମିତ- Dr Rahil Chaudhary

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଯେତେବେଳେ ପୃଥିବୀ ରେ ପାପ ର ମାତ୍ରା ବହୁତ ବଢିଯାଏ ସେତେବେଳେ ଅନେକ ପ୍ରକାର ଅଘଟଣ ଘଟିବାର ଦେଖିବାକୁ ମିଳିଥାଏ । ପା-ପ ର ମାତ୍ରା ବହୁତ ବଢିଯିବା ଦ୍ୱାରା ଭୂକମ୍ପ, ବାତ୍ୟା,ବନ୍ୟା,ସୁନାମି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ । ସେହି ପରି ଭାବରେ ଅନେକ ସମୟ ରେ କେତେକ ମ-ହା-ମା-ରୀ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ମ-ହା-ମା-ରୀ ରୋଗ ରେ ଅନେକ ଲୋକଙ୍କ ଜୀବନ ଯାଇଥାଏ ।

ସେହି ପରି ଏକ ମ-ହା-ମା-ରୀ ରୋଗ ଦେଖା ଦେଇଛି ଯାହାର ନାମ ହେଉଛି କରୋନା । କରୋନା ପାଇଁ ସମଗ୍ର ବିଶ୍ୱ ବହୁତ ଚିନ୍ତିତ ଅଛନ୍ତି । ଏହା ସମଗ୍ର ବିଶ୍ୱ କୁ ବହୁତ ମାତ୍ରା ରେ ପ୍ରଭାବିତ କରିଛି । ଦୀର୍ଘ ଏକ ବର୍ଷ ଧରି ସମଗ୍ର ବିଶ୍ୱ ଏହି ମ-ହା-ମା-ରୀ ପାଇଁ ଘରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ରହିଥିଲେ ।

ପୁନର୍ବାର ଦୀର୍ଘ ଏକ ବର୍ଷ ପରେ କରୋନା ର ଏକ ନୂଆ ରୂପ ଦେଖିବାକୁ ମିଳୁଛି । କରୋନା ରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନାହିଁ । କିନ୍ତୁ ଆପଣ କଣ ଜାଣିଛନ୍ତି କି ଯଦି ଆପଣଙ୍କୁ କରୋନା ହେଇଯାଉଛି ତେବେ ଆପଣ କଣ କରିବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ବିଷୟ ରେ ଅନେକ କିଛି ଜଣାଇବାକୁ ଯାଉଛୁ ତେବେ ଆସନ୍ତୁ ଏହି ବିଷୟ ରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ।

ବନ୍ଧୁଗଣ ଯଦି ଆପଣଙ୍କୁ ଦୁଇ ରୁ ତିନି ଦିନ ଧରି ଥଣ୍ଡା ଜ୍ଵର ଲାଗି ରହୁଛି ତେବେ ଆପଣ ନିଶ୍ଚିତ ଭାବରେ କରୋନା ପରୀକ୍ଷା କରି ନିଅନ୍ତୁ ଏବଂ କରୋନା ପରୀକ୍ଷା ପାଇଁ ସବୁଠାରୁ ଭଲ ଉପାୟ ଟି ହେଉଛି ଆର.ଟି.ପିସିଆର ଟେଷ୍ଟ । ତେଣୁ ଯଦି ଆପଣଙ୍କୁ ଜ୍ଵର ହେଉଛି ତେବେ ଆପଣ ଏହି ଆର.ଟି.ପିସିଆର ପରୀକ୍ଷା ନିଶ୍ଚିତ କରନ୍ତୁ । କିନ୍ତୁ ବେଳେବେଳେ ଏଥିରେ ମଧ୍ୟ ଭୁଲ ରିପୋର୍ଟ ଆସିଥାଏ । ଆପଣଙ୍କ ଶରୀର ରେ ଭୁତାଣୁ ଥିଲେ ମଧ୍ୟ ଏହା ନେଗେଟିଭ ଦେଖାଇ ଥାଏ ।

ତେଣୁ ଆପଣ ଯଦି ଥରେ କରୋନା ସଂକ୍ରମିତ ହେଉଛନ୍ତି ତେବେ ସବୁବେଳେ କରୋନା ର ସମସ୍ତ ନିୟମ ମାନି କରି ଚଳନ୍ତୁ । ବର୍ତ୍ତମାନ ସମୟ ରେ ଅନେକ ଲୋକ ଭାବୁଛନ୍ତି କି ସେମାନଂକୁ କରୋନା ଟୀକା ନେବା ଉଚିତ କି ନାହିଁ । ତେବେ ବନ୍ଧୁଗଣ ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ବିଶେଷଜ୍ଞ ମାନଙ୍କ ମତ ରେ ଆପଣ ମାନେ କରୋନା ଟୀକା ନେଇଯିବା ଉଚିତ । କାରଣ କରୋନା ଟୀକା ନେବା ଦ୍ଵାରା ଆପଣଙ୍କ ଉପରେ କରୋନା ର ପ୍ରଭାବ ଅଧିକ ମାତ୍ରା ରେ ପଡିବ ନାହିଁ ।

ବନ୍ଧୁଗଣ ଯଦି ଆପଣଙ୍କୁ କରୋନା ହୋଇଯାଉଛି ତେବେ ଆପଣ ତୁରନ୍ତ ଏକ ଘରେ ଆଇସୋଲେସନ ରେ ରହିଯାଅନ୍ତୁ । ଯଦି ବାହାରକୁ ଆସିବାକୁ ଚାହୁଁଛନ୍ତି ତେବେ ଦୁଇଟି ମାସ୍କ ପିନ୍ଧି କରି ବାହାରକୁ ଆସନ୍ତୁ ଏବଂ ଘରେ ରହୁଥିବା ସମସ୍ତ ସଦସ୍ୟ ଙ୍କ ର କରୋନା ପରୀକ୍ଷା କରାନ୍ତୁ । ଯଦି ଆପଣଙ୍କୁ କରୋନା ହୋଇଛି ତେବେ ଆପଣ ପ୍ରତିଦିନ ଚାରି ଥର ଏକ ଥର୍ମମିଟର ସାହାଯ୍ୟ ରେ ନିଜର ଜ୍ଵର ପରୀକ୍ଷା କରନ୍ତୁ । ଯଦି ଏହା ୧୦୦ ଉପରକୁ ଆସେ ତେବେ ଗୋଟିଏ ପାରାସିଟାମୋଲ ଖାଆନ୍ତୁ ।

ଏହା ସହିତ ଆପଣ ଘରେ ଗୋଟିଏ ପଳ୍ସ ଅକ୍ସୀମିଟର ରଖନ୍ତୁ ଏବଂ ଏହା ସାହାଯ୍ୟ ରେ ଦିନକୁ ଚାରିଥର ଆପଣଙ୍କ ଶରୀର ରେ ଥିବା ଅମ୍ଳଜାନ ର ମାତ୍ରା ପରୀକ୍ଷା କରନ୍ତୁ । ଯଦି ଏହା ୯୪ ରୁ ଉପରକୁ ରୁହେ ତେବେ ଆପଣଙ୍କୁ ଚିନ୍ତା କରିବା ର କୌଣସି ଆବଶ୍ୟକତା ନାହିଁ । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ କରୋନା ହେଉଛି ତେବେ ଆପଣ ଏହି ସବୁ ସାବଧାନତା ଅବଲମ୍ବନ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *