‘ମୋତେ ବାହା ହେବୁନାହିଁ ? ମୋ ପେଟରେ ଯେଉଁ କିଳା ଦେଇଛୁ…’ ଦେଖନ୍ତୁ କହୁ କହୁ ଏ କଣ କହିଦେଲେ ଯାତ୍ରା ଅଭିନେତ୍ରୀ Mama, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା କଳାକାର ମାମା କହିଛନ୍ତି ଯେ ସେ ଧଉଳି ଗଣନାଟ୍ୟ ରେ ପ୍ରଥମେ ଏଣ୍ଟ୍ରି କରିଥିଲେ । ଏହାପରେ ତ୍ରିନାଥପାର୍ଟି, ଇଷ୍ଟନ, ସ୍ଵର୍ଣ୍ଣ ମନ୍ଦିର, କୋଣାର୍କ । ଧଉଳି ଯେତେବେଳେ ସେ ଏଣ୍ଟ୍ରି କରିଥିଲେ ସେତେବେଳେ ସେ ଜଣେ ଡ୍ୟାନ୍ସର ହିସାବରେ ଏଣ୍ଟ୍ରି କରିଥିଲେ । କମେଡି ପାର୍ଟ ତାଙ୍କୁ ମିଳେ ଏବଂ ସେ ଅଭିନୟ କରନ୍ତି । ଜଣେ ସାଇଟ ହିରୋଇନ ର ପାର୍ଟ ମଧ୍ୟ ମିଳିଥିଲା ବୋଲି ମାମା କହିଛନ୍ତି ।

ମାତ୍ର ବର୍ତ୍ତମାନ ଏଭଳି କିଛି ମିଳିନାହିଁ । ହିରୋଇନ ହେବାର ଆଶା ଅଛି । ତେବେ ଭଗବାନ ଙ୍କ କୃପା ରୁ ଆଗକୁ କଣ ହେବା ତାହା ଜଣାନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ମାମା । ଇଷ୍ଟନ ପାର୍ଟି ର ଗୋରିଆ ଭାଇ ସାଙ୍ଗରେ ସେ ଉତ୍ତମ କମେଡି ସିନ ର ଅଭିନୟ କରନ୍ତି ବୋଲି କହିଛନ୍ତି ଯାତ୍ରା ଅଭିନେତ୍ରୀ ମାମା । ମାମା ଏକ ଡାଇଲୋଗ କହିଥିଲେ ତାହା ହେଉଛି “ମୋତେ ବାହା ହେବୁନାହିଁ ?

ଆଉ ଆଠ ନଅ ବର୍ଷ ଭିତରେ ମୋ ପେଟରେ ଯେଉଁ କିଳା ଭର୍ତ୍ତି କରିଛୁ ତାକୁ ଦେଖିବ କିଏ” ? ସେ ବିବାହ କରିଛନ୍ତି ଏବଂ ତାଙ୍କ ସ୍ଵାମୀ ଜଣେ ଗାୟକ ଅଟନ୍ତି । ପ୍ରେମ ବିବାହ କରିଥିବା କହିଛନ୍ତି ମାମା । ଭଉଣୀ ଙ୍କ ଥ୍ରୁ ରୁ ସେ ନିଜ ମନପସନ୍ଦ ର ମଣିଷ କୁ ବିବାହ କରିଛନ୍ତି ବୋଲି କହିଛନ୍ତି । ପ୍ରେମ ଥିଲା ଅବଶ୍ୟ କିନ୍ତୁ ଆରେଞ୍ଜ ମ୍ୟାରେଜ ଯେମିତି ହେବା କଥା ସେହିଭଳି ଉଭୟ ବିବାହ କରିଛନ୍ତି ।

ଯାତ୍ରା କରିବା ସମୟରେ ସ୍ଟେଜ ଉପରେ ନାଚିବା ବେଳେ ଦର୍ଶକେ ନାନା ପ୍ରକାରର କଥା କହିଥାନ୍ତି ମାତ୍ର ମାମା ସେ ସବୁ କୁ ଖାତିର ନ କରି ଡ୍ୟାନ୍ସ ନିମନ୍ତେ ଯାଇଛନ୍ତି କେବଳ ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତି ସେ । ମାତ୍ର ଏଭଳି ସମସ୍ୟା କେତେଥର ଆସିଛି ଯେଉଁଥିରେ ମୁଁ ଚିନ୍ତା କରିଥିଲି ଯେ ଆଉ ଯାତ୍ରା କରିବିନି ।

ପୁଣି ନିଜ ମନ ବଦଳାଇ ଯାତ୍ରା ଜଗତକୁ ଆସିଲି ଏବଂ ଆଗକୁ ଇଛା ଅଛି ଯେ ନାୟିକା ହେବି ତେବେ ଏହିଭଳି କହିଛନ୍ତି ଯାତ୍ରା ଜଗତର ଅଭିନେତ୍ରୀ ମାମା । ସେ ଏହା ମଧ୍ୟ କହିଛନ୍ତି ଯେ ଦର୍ଶକେ ଆସି ଯାତ୍ରା ଦେଖି ସବୁ କଳାକାର ମାନଙ୍କୁ ଆଶୀର୍ବାଦ କରନ୍ତୁ ଯେମିତି ଆମ୍ଭେ ଆଗକୁ ଯାତ୍ରା ଜଗତରେ ପ୍ରସିଦ୍ଧ ହୋଇ ଆଗକୁ ବଢିବା । ତେବେ ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *