ଶିକ୍ଷକ ମାନଙ୍କ ପାଇଁ ବଡ ଖୁସି ଖବର ଦେଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, ଯେଉଁଠାରେ ହାଇସ୍କୁଲ ଗୁଡିକ ଅଛି ସେଠାରେ ସମୁଦାୟ ୧୧ ହଜାର ସ୍କୁଲ ଶିକ୍ଷକ ଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ଅଛି । ଏବଂ ଖୁବ ଶୀଘ୍ର ସେମାନଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ଏବଂ ଆଶା କରୁଛନ୍ତି ଯେ ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ସେହି ପ୍ରକ୍ରିୟା ନିଶ୍ଚିନ୍ତ ଭାବରେ ସରିବ । ଓଏବି ର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଅଛି । ବାକି ପ୍ରାଇମେରୀ ରେ ଯେଉଁ କଥା ଟି ଅଛି ତାଙ୍କୁ ରାଷ୍ଟ୍ରନାଲେସନ କରିବା ନିମନ୍ତେ ଆମ୍ଭେ ବର୍ତ୍ତମାନ ନିର୍ଦ୍ଧେଶ ଦେଇଛୁ ।

ଯେଉଁ ଯେଉଁ ସ୍କୁଲ ରେ ଅଧିକ ଅଛନ୍ତି, ସେ ସ୍କୁଲ କୁ ଯାଇଥିଲେ ଗଣଶିକ୍ଷା ମନ୍ତ୍ରୀ ଏବଂ ସେଠାରେ ୧୧୪ ପିଲା ସେଠାରେ ସମୁଦାୟ ୧୧ ଜଣ ଶିକ୍ଷକ ଅଛନ୍ତି । ଏହାପରେ ସେ ଦେଖିଲେ ଯେ ସେଠାରେ ୧୧ ଜଣ ଶିକ୍ଷକ ର ଆବଶ୍ୟକତା ହିଁ ରହିନାହିଁ । ୧୧୪ ପିଲା ନିମନ୍ତେ ମୋଟ ୪ ଟି ଶିକ୍ଷକ ରହିବା କଥା ।

ଏହା ବ୍ୟତୀତ ସେ କହିଛନ୍ତି ଯେ ସେ ଡିଓ ବାଲେଶ୍ଵରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି, ସେହିଭଳି ଭାବରେ ଯେଉଁଠାରେ ଯେଉଁଠାରେ ଅଧିକ ଶିକ୍ଷକ ଅଛନ୍ତି ତଥା ଯେଉଁଠି ଶିକ୍ଷା ଆବଶ୍ୟକ ତାଙ୍କୁ ନିୟୋଜିତ କରିବେ । ମାତ୍ର ସେମାନେ ପାର୍ଟ ଟାଇମ ଟିଚର ଅଛନ୍ତି, ସଙ୍ଗେତ ନିମନ୍ତେ ଅଛନ୍ତି, ଖେଳ ନିମନ୍ତେ ଅଛନ୍ତି, ମାତ୍ର ସେମାନେ ଆଗ୍ରହ ସହକରେ କିଏ କେଉଁଠାରେ ପାଠ ପଢାଉଛନ୍ତି ।

ସେମିତି ଗୋଟେ ବାଧ୍ୟତାମୂଳକ ଭାବରେ କରାଯାଉଛି ସେଭଳି କିଛି ଅନୁଭବ ହେଉନାହିଁ ବୋଲି କହିଛନ୍ତି ସମୀର ରଞ୍ଜନ ଦାସ । ସେ କହିଛନ୍ତି ଯେ ସକାଳୁ ସେ ବିଭିନ୍ନ ସ୍କୁଲ ପରିଦର୍ଶନ ରେ ଯାଇଥିଲେ, ଅଚାନକ ଭାବରେ ଡିଓ ହାଇସ୍କୁଲ ଏବଂ ଆଉ ଗୋଟିଏ ମୁସ୍ଲିମ ସ୍କୁଲଟି ଅଛି, ସେଟାକୁ ଯାଇଥିଲୁ ଏବଂ ସେଠାରେ ପଣିକିଆ ପଢିବା ଲାଗି ସେମାନେ ସମର୍ଥ ହୋଇନାହାଁନ୍ତି । ଏଣୁ ପ୍ରଧାନ ଶିକ୍ଷକଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି ।

ଏହା ସହିତ ସେ ମଧ୍ୟାନ ଭୋଜନ ର ମଧ୍ୟ ସେ ତଦାରଖ କରିଥିଲେ ଏବଂ ଶନିବାର ଯେହେତୁ ଅଣ୍ଡା ର ବାରି ଅଛି । ଏଥିପାଇଁ ମଧ୍ୟ ସେମାନେ ପ୍ରସ୍ତୁତ ହୋଇଛନ୍ତି ଏବଂ ସମସ୍ତ କାର୍ଯ୍ୟ ସଠିକ ଭାବରେ ଚାଲିଛି । ଆଜିର ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯେଉଁ ଗୁଣାସମ୍ପୂର୍ଣ୍ଣ ଶିକ୍ଷା କୁ ହାତକୁ ନେଇଛନ୍ତି ଏଥିପ୍ରତି ଶିକ୍ଷକ ମାନେ ମଧ୍ୟ ସଜାଗ ଅଛନ୍ତି ବୋଲି କହିଛନ୍ତି ସମୀର ରଞ୍ଜନ ଦାସ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *