ମଝି ଦରିଆରେ ଚାଲିଥିଲା ଡ୍ର-ଗ-ସ୍ ପାର୍ଟି । ଏଥିରେ ମସଗୁଲ ଥିଲେ କିଙ୍ଗ୍ ଖାନଙ୍କ ପୁଅ ଆରିୟାନ ସହ ଅନ୍ୟ ୮ ଜଣ ଯାହାଙ୍କୁ ଧରିଛି ଏନସିବି । ଏନସିବି ଆରିୟାନଙ୍କ ସହ ମୁନମୁନ ଧମେଚା, ନୁପୁର ସାରିକା, ଇସ୍ମିତ ସିଂହ, ମୋହକ ଯଶ୍ବାଲ, ବିକ୍ରାନ୍ତ ଛୋକ୍ର, ଗୋମୀତ ଚୋପରା ଓ ଅରବାଜ ମର୍ଚାନ୍ଟ । ତେବେ କିଏ ଏହି ମୁନମୁନ ଧମେଚା ତାକୁ ନେଇ ଚର୍ଚା ଜୋରସୋର ଧରିଛି । ବନ୍ଧୁଗଣ ମୁନମୁନ ଧମେଜା ଏହି ହାଇ ପ୍ରୋଫାଇଲ ସେଲିବ୍ରେଟି ପାର୍ଟିରେ ସାମିଲ ଥିଲେ ।
ଅରବାଜ ମର୍ଚାନ୍ଟ ଆରିୟାନଙ୍କ ଘନିଷ୍ଟ ବନ୍ଧୁ ହୋଇଥିବା ବେଳେ ମୁନମୁନ ଧମେଜା ଜଣେ ବିଶିଷ୍ଟ ବ୍ୟବସାୟୀକଙ୍କ ଝିଅ ବୋଲି ଜଣା ପଡିଛି । ମୁନମୁନ ହେଉଛନ୍ତି ଜଣେ ଫ୍ୟାସନ ମଡେଲ । ୩୯ ବର୍ଷୀୟ ମୁନମୁନଙ୍କୁ ଏନସିବି ଗତ ୩ ଅକ୍ଟୋବରରେ ଗି-ର-ଫ କରିଥିଲା । ମୁନମୁନଙ୍କ ଘର ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ହେଲେ ଏବେ ତାଙ୍କ ପରିବାରର କେହି ମଧ୍ୟ ପ୍ରଦେଶରେ ରହୁ ନାହାନ୍ତି ।
ଗତ ବର୍ଷ ମୁନମୁନଙ୍କ ମାଙ୍କ ଦେ-ହା-ନ୍ତ ହୋଇଥିବା ବେଳେ ଆଗରୁ ସେ ବାପା ଅମିତ କୁମାର ଧମେଚାଙ୍କୁ ହରାଇ ଛନ୍ତି । ମୁନମୁନଙ୍କର ଜଣେ ଭାଇ ପ୍ରିନ୍ସ ଧମେଚା ଅଛନ୍ତି ଯିଏ ଦିଲ୍ଲୀରେ କାମ କରନ୍ତି । ସାଗର ଜିଲ୍ଲାରେ ପାଠ ପଢା ଶେଷ କରି ମୁନମୁନ ଦିଲ୍ଲୀ ଆସିବା ପୂର୍ବରୁ କିଛି ଦିନ ଭୋପାଳରେ ରହୁଥିଲେ । ସୋ-ସି-ଆ-ଲ ମି-ଡି-ଆରେ ମୁନମୁନଙ୍କର 10 K ଫଲୋଅର୍ସ ଅଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ମୁନମୁନ ନିଜ ହଟ୍ ଲୁକ ପାଇଁ ବହୁତ ଚର୍ଚାରେ ରୁହନ୍ତି ।
ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ମୁନମୁନ ସେପ୍ଟେମ୍ବର ୨୨ରେ ଶେଷ ପୋ-ଷ୍ଟ କରିଥିଲେ । ବଲିଉଡ ସେଲିବ୍ରେଟି ମାନେ ତାଙ୍କୁ ଫଲୋ କରିବା ପାଇଁ ସେ ଅନୁରୋଧ କରିଥିଲେ ସେହି ପୋ-ଷ୍ଟ-ରେ । ବିଶେଷ କରି ଅକ୍ଷୟ କୁମାର ଓ ବିକି କୌଶଲ ପରି ଷ୍ଟାର ମାନେ ଯେମିତି ତାଙ୍କୁ ଫଲୋ କରିବେ ସେଥିପାଇଁ ସେ ଅନୁରୋଧ କରିଥିଲେ ।
ସେହି ପରି ଧରା ପଡିଥିବା ଅରବାଜ ମର୍ଚାନ୍ଟ ଜଣେ ଅଭିନେତା ହୋଇଥିବା ବେଳେ ସେ ଆରିୟାନ ଖାନଙ୍କ ଘନିଷ୍ଟ ବନ୍ଧୁ ବୋଲି ଜଣା ପଡିଛି । ଅନେକ ସମୟରେ ଶାହରୁଖଙ୍କ ପାରିବାରିକ ପାର୍ଟିରେ ସାମିଲ ହୁଅନ୍ତି ଅରବାଜ । ମୁନମୁନ ଧମେଚାଙ୍କୁ ନେଇ ବର୍ତ୍ତମାନ ଅନେକ ଖବର ସାମ୍ନାକୁ ଆସୁଛି । କିଛି ରିପୋର୍ଟସ ଅନୁସାରେ ମୁନମୁନ ଆରିୟାନଙ୍କ ଗାର୍ଲଫ୍ରେଣ୍ଡ ବୋଲି କୁହାଯାଉଛି । ହେଲେ ବନ୍ଧୁଗଣ ପ୍ରକୃତ ସତ୍ୟ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ ।