ସୁଟିଂ ସେଟ ରୁ ପରସ୍ପରକୁ ଭଲ ପାଇ ବିବାହ କରିଥିବା ଓଡ଼ିଆ ସେଲିବ୍ରିଟି, 8 ନମ୍ବର ଯୋଡି ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଓଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି କଳାକାର ଅଛନ୍ତି ଯେଉଁ ମାନଙ୍କୁ ନିଜର ବାସ୍ତବ ଜୀବନସାଥି ସୁ-ଟିଂ ସେଟ ରୁ ହିଁ ମିଳିଛି । ଅର୍ଥାତ ସେହି କଳାକାର ମାନେ ସୁ-ଟିଂ ସେଟ ରୁ ହିଁ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଓଡ଼ିଆ କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସୁ-ଟିଂ ସେଟ ରୁ ହିଁ ଭଲ ପାଇ ନିଜ ଜୀବନସାଥୀ ଙ୍କ ଖୋଜ କରିଛନ୍ତି ଏବଂ ତାଙ୍କୁ ରିଅଲ ଲାଇଫ ରେ ବିବାହ କରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ମାହି ଓ ଚନ୍ଦନ । ଆପଣ ମାନେ ଏହି ଯୋଡ଼ି ଙ୍କୁ ନିଶ୍ଚିତ ଭାବରେ ଅନେକ ଟିଭି ସିରିଆଲ ରେ ଦେଖିଥିବେ । ତେବେ ଏହି ଯୋଡ଼ି ବିଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ରିଲ ଲାଇଫ ରୁ ରିଅଲ ଲାଇଫ ର ଜୀବନସାଥି ହୋଇଛନ୍ତି ଏହି ଯୋଡ଼ି ।

୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଦେବାଶିଷ ଓ ମୋନାଲିସା । ତେବେ ଏହି ଯୋଡ଼ି ଙ୍କୁ ଆପଣ ମାନେ ଓଡ଼ିଆ ଆଲବମ୍ ରେ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଯୋଡ଼ି ଅନେକ ଆଲବମ୍ ରେ ଏକାଠି ଅଭିନୟ କରିଛନ୍ତି ଏବଂ ସୁ-ଟିଂ ସେଟ ରୁ ହିଁ ପରସ୍ପରକୁ ଭଲ ପାଇ ଏହି ଯୋଡ଼ି ରିଅଲ ଲାଇଫ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ଏହି ଯୋଡ଼ି ଜଣେ ପୁଅ ଓ ଜଣେ ଝିଅ ଙ୍କ ମାତାପିତା ଅଟନ୍ତି ।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବବି ମିଶ୍ର ଓ କୋଏଲ । ଏହି ଯୋଡ଼ି ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ବବି ମିଶ୍ର ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଆଲବମ୍ ରେ ଦେଖିଥିବେ । କୋଏଲ ଜଣେ ବଙ୍ଗାଳୀ ଅଭିନେତ୍ରୀ ହେବା ସତ୍ତ୍ୱେ ସୁ-ଟିଂ ସେଟ ରେ ବବି ମିଶ୍ର ଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ଉଭୟ ପରସ୍ପର କୁ ଭଲ ପାଇଥିଲେ ଓ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୪. ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଜିନା ଓ ରୁଦ୍ର । ଏହି ଯୋଡ଼ି ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଏହି ଯୋଡ଼ି ଏକ ରିଆଲିଟି ସୋ ମାଧ୍ୟମରେ ପରସ୍ପର କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ଏହି ଯୋଡ଼ି ବହୁତ ଖୁସି ରେ ଅଛନ୍ତି ।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଶ୍ୱିନ ଓ ପ୍ରେରଣା । ଏହି ଯୋଡ଼ି କୁ ଆପଣ ମାନେ ଅନେକ ରିଆଲିଟି ସୋ ରେ ଆଂକରିଙ୍ଗ କରିଥିବାର ଦେଖିବାକୁ ପାଇଥିବେ । ତେବେ ଏହି ଯୋଡ଼ି ଆସନ୍ତା ସମୟରେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୬. ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର । ଏହି ଯୋଡ଼ି ନବେ ଦଶକ ର ପ୍ରସିଦ୍ଧ ଯୋଡ଼ି ଅଟନ୍ତି । ଏହି ଯୋଡ଼ି ମଧ୍ୟ ଫିଲ୍ମ ର ସୁ-ଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇଥିଲେ ଏବଂ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

୭. ବନ୍ଧୁଗଣ ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅନୁଭବ ଓ ବର୍ଷା । ଏହି ସୁପରହିଟ ଯୋଡ଼ି ରିଲ ଲାଇଫ ରୁ ରିଅଲ ଲାଇଫ ରେ ଜୀବନସାଥି ହୋଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଯେ ଏହି ଯୋଡ଼ି ଙ୍କ ସଂପର୍କ ରେ ଫାଟକ ସୃଷ୍ଟି ହୋଇଛି ଏବଂ ଦୁହେଁ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହି ସ୍ଥିତି ରେ ଏହି ଯୋଡ଼ି ଙ୍କ ଫାନ୍ସ ମାନେ ଚାହୁଁଛନ୍ତି ଯେ ବହୁତ ଶୀଘ୍ର ଏମାନଙ୍କ ସମ୍ପର୍କ ରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯାଉ ।

୮. ବନ୍ଧୁଗଣ ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ଏହି ଯୋଡ଼ି ଏକାଠି ଅନେକ ଫିଲ୍ମ ରେ କାମ କରିଛନ୍ତି । ଏହି ଯୋଡ଼ି ସୁ-ଟିଂ ସେଟ୍ ରୁ ହିଁ ପରସ୍ପର କୁ ଭଲ ପାଇଥିଲେ ଏବଂ ଗତ କିଛି ଦିନ ହେବ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ରିଲ ଲାଇଫ ରୁ ରିଅଲ ଲାଇଫ ର ଜୀବନସାଥି ସାଜିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *