ଓଠକୁ ପୁରାପୁରି ଗୋଲାପୀ କରିବା ପାଇଁ ସହଜ ଘରୋଇ ଉପାୟ, ଝିଅମାନେ ନିହାତି ଦେଖନ୍ତୁ

ଓଠ ମନୁଷ୍ୟ ତଥା ଅନ୍ୟ ଜୀବ ଶରୀରର ବାହାରକୁ ଦେଖାଯାଇଥାଏ । ଓଠ କୋମଳ ଓ ଚଳନଶୀଳ ହୋଇଥାଏ ଓ ଆହାର ଗ୍ରହଣ କରିବା ମଧ୍ୟ ଓଠର ଛିଦ୍ର ଅର୍ଥାତ୍ ମୁହଁ ଦ୍ଵାରା ହୋଇଥାଏ । ଏହା ବ୍ୟତୀତ ଓଠ ଦ୍ଵାରା ଧ୍ଵନି ମଧ୍ୟ ଉଚ୍ଚାରଣ କରାଯାଇଥାଏ । ଯାହା ପାଇଁ ମଣିଷ ଗଳାରୁ ନିଃସୃତ ଧ୍ଵନି ବାର୍ତ୍ତାଳାପ ରେ ପରିଣତ କରିବାରେ ସକ୍ଷମ ହୁଏ । ମନୁଷ୍ୟ ଶରୀରର ଓଠ ହେଉଛି ସ୍ପର୍ଶ ସମ୍ବନ୍ଧୀୟ ଅଙ୍ଗ । ଯାହାକି ପୁରୁଷ ଓ ନାରୀ ମଧ୍ୟରେ ଥିବା ସମ୍ପର୍କରେ କାମୁକତା ବଢାଇଥାଏ ।

ଗୋଲାପ ପାଖୁଡା ପରି ଫିକା ଗୋଲାପୀ ଓଠ କାହାର ବା ପସନ୍ଦ ନୁହେଁ । କିନ୍ତୁ କିଛି ଖରାପ ଅଭ୍ୟାସ ଯେପରି ସ୍ମୋକିଙ୍ଗ, ଓଠକୁ କାମୁଡିବା ଓ ପ୍ରତିଦିନ ଲିପଷ୍ଟିକ୍ ଲଗାଇବା ଦ୍ଵାରା ଓଠ ମଧ୍ୟ କଳା ପଡ଼ିଥାଏ । ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଇଁ କଳା ଓଠ ଚିନ୍ତାର ବିଷୟ ପାଲଟି ଯାଇଛି । ଏହି ଓଠ ସାହାଯ୍ୟରେ ମଣିଷ ପରକୁ ନିଜର କରିପାରେ । ଯାହାକୁ ଦେଖିକି ଅନ୍ୟ କେହି ଆପଣଙ୍କ ଆଡକୁ ଆକର୍ଷିତ ହୁଅନ୍ତି । ଏହି ପରି ସୁନ୍ଦର୍ ଗୋଲାପୀ ଓଠ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେଥିପାଇଁ କିଏ କେତେ ଉପାୟରେ ନିଜ ଓଠକୁ ଗୋଲାପୀ କରିବାକୁ ଚେଷ୍ଟା କରୁଥିବେ ।

ତେବେ ଆସନ୍ତୁ ଜାଣିବା ଓଠକୁ ଗୋଲାପୀ କରିବାର କିଛି ଘରୋଇ ଉପାୟ

୧: ଗ୍ଲିସେରିନ ପ୍ରୟୋଗ କରିବା ଦ୍ୱାରା ଏହା ବହୁତ୍ କମ୍ ସମୟରେ କଳା ଓଠକୁ ଗୋଲାପୀ ରେ ପରିଣତ କରିଦିଏ । ଏକ କାଚ ବୋତଲରେ ଗ୍ଲିସେରୀନ ସହ ଲେମ୍ବୁ ରସ ମିଶାଇ ରଖନ୍ତୁ । ଏହାକୁ ପ୍ରତିଦିନ ପ୍ରାୟ ୧ରୁ୨ ସପ୍ତାହ ପର୍ଯ୍ୟନ୍ତ ନିଜ ଓଠରେ ଲଗାନ୍ତୁ ଫରକ୍ ଆପଣ ନିଜେ ବ୍ୟବହାର କଲେ ଜାଣି ପାରିବେ । ବହୁତ୍ ଜଲ୍ଦୀ ଏହି ମିଶ୍ରଣ ଆପଣଙ୍କ ଓଠର କଳାପଣ କୁ ଦୂର କରି ସୁନ୍ଦର୍ ଓ ଗୋଲାପୀ ରଙ୍ଗରେ ପରିଣତ କରିବ ।

୨: ଅଲିଭ ଅଏଲ ଆପଣଙ୍କ ଓଠକୁ ନରମ କରିବାରେ ବହୁତ୍ ସାହାଯ୍ୟ କରିବ । ଦିନକୁ ୧ ଥର ନିଜ ଆଙ୍ଗୁଠି ସାହାଯ୍ୟରେ ଆପଣଙ୍କ ଓଠରେ ମାଲିଶ୍ କଲାଭଳି ବ୍ୟବହାର କରନ୍ତୁ ଦେଖିବେ ଏହା ଆପଣଙ୍କ ଓଠକୁ ନରମ କରିଦେବ ଓ ଆପଣଙ୍କ ଓଠ ବହୁତ୍ ସୁନ୍ଦର୍ ଦେଖା ଯିବାକୁ ଆରମ୍ଭ କରିଦେବ । ଯଦି ଏହି ତଥ୍ୟ ଆପଣଙ୍କୁ ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *