ହ୍ୟାଣ୍ଡସମ ଓ ଷ୍ଟାଇଲିସ ହୀରୋଙ୍କ ଅଫର କୁ ଠୋକର ମାରି କାଜୋଲ ଅଗ୍ରୱାଲ କଲେ ଏହି ଧନୀ ବିଜିନେସ ମ୍ୟାନଙ୍କୁ ବିବାହ, ଯାହାଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ସାଉଥ ଇଣ୍ଡଷ୍ଟ୍ରି ସହିତ ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଜାଦୁ ଦେଖାଇ ସାରିସାରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ଦିନ ହେବ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ । କିଛି ଦିନ ପୂର୍ବରୁ ଖବର ଆସିଥିଲା କି କାଜୋଲ ଅଗ୍ରୱାଲ ନିର୍ବନ୍ଧ କରି ନେଇଛନ୍ତି ଓ ସେଇଠି ଏବେ ଖବର ଆସିଛି କି କାଜୋଲ ଅଗ୍ରୱାଲ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହାର ଅଫିସିଆଲ ଆନାଉନ୍ସମେଣ୍ଟ ବି ହେଇ ସାରିଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି କାଜୋଲ ଅଗ୍ରୱାଲ ଙ୍କ ହଜବେନ୍ଡ ବଲିଉଡ ଇଣ୍ଡଷ୍ଟ୍ରି ର ହାଇଏଷ୍ଟ ପେଡ ଆକ୍ଟ୍ରେସ ପ୍ରିୟଙ୍କା ଚୋପ୍ରା ଙ୍କ ହଜବ୍ୟାଣ୍ଡ ଙ୍କ ଠାରୁ ବି ଅଧିକ ଧନୀ ଅଟନ୍ତି ।

ଆଜ୍ଞା ହଁ କାଜୋଲ ଅଗ୍ରୱାଲ ଙ୍କ ହେବାକୁ ଥିବା ହଜବ୍ୟାଣ୍ଡ ନିକ ଜୋନସଙ୍କୁ ବି ସମ୍ପତି ମାମଲାରେ ପଛରେ ପକାଇ ଦେଇଛନ୍ତି । ଆଜି ଆମେ ଆପଣଙ୍କୁ କାଜୋଲ ଅଗ୍ରୱାଲଙ୍କ ହାଜବ୍ୟାଣ୍ଡ ଙ୍କ ଲାଇଫ ଷ୍ଟାଇଲ ଓ ପ୍ରପର୍ଟି ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ସାଉଥ ଇଣ୍ଡଷ୍ଟ୍ରି ସହିତ ବଲିଉଡ ରେ ଫେମସ ହୋଇ ସାରିଥିବା ଅଭିନେତ୍ରୀ କାଜୋଲ ଅଗ୍ରୱାଲ ୧୨ ଅକ୍ଟୋବର ଦିନ ନିଜ ଇନଷ୍ଟାଗ୍ରାମ ରେ ଏକ ପୋସ୍ଟ ଶେୟାର କରି କହିଲେ କି ସେ ଜଲ୍ଦି ହିଁ ୩୦ ଅକ୍ଟୋବର ୨୦୨୦ ରେ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ସେହି ଭାଗ୍ଯବାନ ଆଉ କେହି ନୁହନ୍ତି ବରଂ ବିଜିନେସ ମ୍ୟାନ ଓ ଇଣ୍ଟିରିଅର ଡିଜାଇନର ଗୌତମ କିଚ୍ଲୁ ଅଟନ୍ତି ।

ଆଜ୍ଞା ହଁ ଅଭିନେତ୍ରୀ କାଜୋଲ ଅଗ୍ରୱାଲ ଆକଟିଂ ଦୁନିଆରୁ ଦୂରରେ ରହୁଥିବା ଗୌତମ କିଚ୍ଲୁ ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଯିଏ ଜଣେ ସଫଳ ବିଜିନେସମ୍ୟାନ ଓ ଇଣ୍ଟିରିଅର ଡିଜାଇନର ରୂପରେ ଜଣା ଯାଆନ୍ତି । କହି ଦେଉଛୁ କି ଗୌତମ କିଚ୍ଲୁ ମୁମ୍ବାଇ ର ଜଣେ ସଫଳ ବିଜିନେସ ମ୍ୟାନ ଅଟନ୍ତି ଯାହାଙ୍କର ଇଂଷ୍ଟାଗ୍ରାମ ଫ୍ୟାନ୍ସ ଫଲୋଇଙ୍ଗ ବି କିଛି କମ ନୁହେଁ ।

କହି ଦେଉଛୁ କି ତାଙ୍କର ଗଣନା ଭାରତର ଟପ ବିଜିନେସ ମ୍ୟାନ ଙ୍କ ଲିଷ୍ଟ ରେ କରା ଯାଇଥାଏ । ଯିଏ ରୋଜଗାର ମାମଲାରେ ପ୍ରିୟଙ୍କା ଚୋପ୍ରା ଙ୍କ ହଜବ୍ୟାଣ୍ଡ ଙ୍କୁ ବି ପଛରେ ଛାଡି ଦେଇଛନ୍ତି ଯେଉଁଠି ବଲିଉଡ ଫିଲ୍ମ ଷ୍ଟାର, ସିଂଗର ଓ ସଙ୍ଗ ରାଇଟର ଫେଲ ଅଟନ୍ତି । ନିକ ଜୋନସ ୧୭୧ କୋଟି ଟଙ୍କାର ମାଲିକ ଅଟନ୍ତି ସେଇଠି ଗୌତମ କିଚ୍ଲୁ ଙ୍କ ମୋଟ ସମ୍ପତି ୨୦୦ କୋଟି ଟଙ୍କାରୁ ବି ଅଧିକ ଅଟେ । ସେ ମୁମ୍ବାଇ ରେ ଏକ ବଡ ଆଲିସାନ ଘରେ ରୁହନ୍ତି ।

ଏହା ସହିତ ଗୌତମ ବହୁତ ଏକ୍ସପେନସିଭ ଲାଇଫ ଷ୍ଟାଇଲ ମେଣ୍ଟେନ କରନ୍ତି । ଯାହାଙ୍କ ଆଲମୀରାରେ ଢେର ସାରା ଷ୍ଟାଇଲିସ ଡ୍ରେସ ଦେଖିବାକୁ ତ ମିଳିଥାଏ ଏହା ସହିତ ବଡ ବଡ ବ୍ରାଣ୍ଡ ର ଜୋତା ର କଲେକ୍ସନ ମଧ୍ୟ ରହିଛି । ଗୌତମ କିଚ୍ଲୁ ବହୁତ ମହଙ୍ଗା ଓ ଆଟ୍ରାକ୍ଟିଭ ଗାଡିରେ ଯାତ୍ରା କରନ୍ତି । ଯାହାଙ୍କ କାର କଲେକ୍ସନ ରେ ଅଡି A6 କାର ଯାହାର ଦାମ ପାଖା ପାଖି 48 ଲକ୍ଷ ଟଙ୍କା ଅଟେ ।

ଏହା ସହିତ ଜାଗୁଆର ଏକ୍ସ ଭଳି ଅନେକ ଆଟ୍ରାକ୍ଟିଭ ଗାଡି ମଧ୍ୟ ରହିଛି । ଯାହାର ଦାମ ପାଖା ପାଖି 1 କୋଟି ଠାରୁ ମଧ୍ୟ ଅଧିକ ଅଟେ । ଏହା ସହିତ ଗୌତମ କିଚ୍ଲୁ ପ୍ରପର୍ଟି ସହିତ ଲାଇଫ ଷ୍ଟାଇଲ ମାମଲାରେ ବି ନିକ ଜୋନସ ଙ୍କୁ ପଛରେ ଛାଡି ଦିଅନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *