କାହିଁକି ପ୍ରଥମ ସ୍ତ୍ରୀ ସୀମା ଙ୍କୁ ଛାଡପତ୍ର ଦେଇଥିଲେ ଲୋକପ୍ରିୟ ଓଡିଆ ଅଭିନେତା ସବ୍ୟସାଚୀ, ଜାଣନ୍ତୁ ଲୁଚି ଥିବା କାରଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଅଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସବ୍ୟସାଚୀ ମିଶ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ ସବ୍ୟସାଚୀଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ ।

ବନ୍ଧୁଗଣ ସବ୍ୟ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି କିଛି ସମୟ ହେବ ସବ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି କାରଣ ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ସବ୍ୟ ଓ ଅର୍ଚିତା ନିଜ ବିବାହ ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଆଜି ହେଉଛି ସେହି ଦୁଇ ଜଣଙ୍କର ବିବାହ ଓ ସେମାନେ ସୋସିଆଲ ମିଡିଆରେ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି ଯାହା ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଏହି ବିବାହ ଖବର ବିଷୟରେ ଜାଣି ସବ୍ୟଙ୍କ ଫ୍ୟାନ୍ସ ମାନେ ଭାବବହୁଳ ହୋଇଯାଇଛନ୍ତି ଓ ବହୁତ ଖୁସି ମଧ୍ୟ ହୋଇଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ସବ୍ୟ ପ୍ରଥମେ ଅନ୍ୟ ଏକ ମହିଳାଙ୍କ ସହ ବିବାହ କରିଥିଲେ । ତା ହେଲେ ଆସନ୍ତୁ ଜାଣିବା ଏହି ମହିଳା ଜଣକ କିଏ ।

ବନ୍ଧୁଗଣ ସବ୍ୟ ଇଞ୍ଜିନିୟରିଙ୍ଗ କରୁଥିବା ସମୟରେ ସୀମା ମିଶ୍ର ନାମକ ଝିଅଙ୍କ ସହ ବିବାହ କରିଥିଲେ । ସୀମା ଓ ସବ୍ୟ ଗୋଟିଏ କଲେଜରେ ପାଠ ପଢୁଥିଲେ ଓ ପରସ୍ପରକୁ ପ୍ରେମ କରି ବସିଥିଲେ । ଏହି ଦୁଇଜଣଙ୍କ ବିବାହ ଦୁଇ ବର୍ଷ ପର୍ଯ୍ୟନ୍ତ ଭଲରେ ଯାଇଥିଲା ହେଲେ କିଛି ଆପଶ ବୁଝାବଣା ହେତୁ ଦୁଇ ବର୍ଷ ପରେ ୨୦୧୫ ମସିହାରେ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ଏହି ଦୁଇଜଣ ପରସ୍ପର ସହ ବୁଝାବଣା କରି ତଲାକ ନେଇଥିଲେ ।

ତଲାକ ହେବା ପରେ ସବ୍ୟ ଇଞ୍ଜିନିୟରିଙ୍ଗ ଛାଡି ଅଲିଉଡ ଇଣ୍ଡଷ୍ଟ୍ରିକୁ ପାଦ ଦେଇଥିଲେ ଓ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ଅଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ । ଅର୍ଚିତା ଓ ସବ୍ୟ ସେହି ସମୟରେ ବହୁତ ଗୁଡିଏ ଫିଲ୍ମରେ ଏକା ସହ କାମ କରିଥିଲେ । ଲୋକମାନେ ମଧ୍ୟ ଏହି ଦୁଇଜଣଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିଲେ ।


ସେହି ସମଯରୁ ଅର୍ଚିତା ଓ ସବ୍ୟଙ୍କ ଲଭ ଅଫେୟାରର ଖବର ମଧ୍ୟ ବହୁ ଚର୍ଚାରେ ରହି ଆସିଛି ହେଲେ ଏହି ଦୁଇଜଣ ନିଜ ସମ୍ପର୍କ ବିଷୟରେ କାହାକୁ ଜଣାଇ ନଥିଲେ । କିନ୍ତୁ ବନ୍ଧୁଗଣ ଆଜି ରାଜସ୍ଥାନର ଏକ ପ୍ୟାଲେସରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବର କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *