ଦେଖନ୍ତୁ ବିବାହ ପୂର୍ବରୁ କିପରି ହଳଦୀ ଲଗାଇଲେ ସବ୍ୟସାଚୀ ଓ ଅର୍ଚ୍ଚିତା, ଫଟୋ ହେଉଛି ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଅଲିଉଡ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସବ୍ୟସାଚୀ ମିଶ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ ସବ୍ୟସାଚୀଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ ।

ବନ୍ଧୁଗଣ ସବ୍ୟ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି କିଛି ସମୟ ହେବ ସବ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି କାରଣ ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ସବ୍ୟ ଓ ଅର୍ଚିତା ନିଜ ବିବାହ ଖବର ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଆଜି ହେଉଛି ସେହି ଦୁଇ ଜଣଙ୍କର ବିବାହ ଓ ସେମାନେ ସୋସିଆଲ ମିଡିଆରେ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି ଯାହା ବହୁତ ଭାଇରାଲ ହେଉଛି । ଏହି କିଛି ସମୟ ହେବ ସବ୍ୟ ଓ ଅର୍ଚିତାଙ୍କ ହାତ ଗଣ୍ଠି ପଡିବା ପୂର୍ବରୁ ସେମାନଙ୍କର ହଳଦୀ ବେଦି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ବିବାହଟି ରାଜସ୍ଥାନରେ ହୋଇଥିଲେ ମଧ୍ୟ ସମସ୍ତ ଓଡିଆ ରୀତିନୀତି ସହ ଏହି ବିବାହ କରା ଯାଉଛି । ବନ୍ଧୁଗଣ ସୋସିଆଲ ମିଡିଆରେ ସବ୍ୟ ଓ ଅର୍ଚିତାଙ୍କର ଏହି ହାତ ଗଣ୍ଠି ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋକୁ ଦେଖି ସବ୍ୟ ଓ ଅର୍ଚିତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି । ବନ୍ଧୁଗଣ ଆପଣ ମାନେ ମଧ୍ୟ ଆମ ଫଟୋ ଜରିଆରେ ଏହି ଦୁଇଜଣଙ୍କୁ ଦେଖି ପାରୁଥିବେ ।

ବନ୍ଧୁଗଣ ସବ୍ୟ ଓ ଅର୍ଚିତା ଏକା ସହ ବହୁତ ଫିଲ୍ମରେ କାମ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଦର୍ଶକ ମାନେ ବେସ ପସନ୍ଦ କରନ୍ତି । ହେଲେ ଏହି ଦୁଇଜଣଙ୍କ ଲଭ ଅଫେୟାର ବିଷୟରେ କୌଣସି ଲୋକ ଜାଣିନଥିଲେ ଓ ଏମାନେ ମଧ୍ୟ ଏହି ସମ୍ପର୍କ ବିଷୟରେ କୌଣସି ସୂଚନା ଦେଇ ନଥିଲେ ।

କିନ୍ତୁ ବନ୍ଧୁଗଣ ସବ୍ୟ ଓ ଅର୍ଚିତାଙ୍କ ପାଇଁ ଆଜିର ଦିନ ବହୁତ ବଡ ଦିନ ଅଟେ । କାରଣ ଆଉ କିଛି ସମୟ ପରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମରେ ସାଥି ହୋଇଯିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କର ହଳଦୀ ବେଦି ଫଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଓ ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଶେୟାର ନିଶ୍ଚୟ କରିଦେବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *