Interesting Gk Questions- ଏମିତି କେଉଁ ସଂଖ୍ୟା ଅଛି ଯାହାଙ୍କୁ ଗୁଣନ କଲେ 300 ହେବ ଓ ମିଶାଇଲେ 30 ହେବ, ବୁଦ୍ଧିମାନ ଯିଏ ଉତ୍ତର ଦିଅନ୍ତୁ …

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତା ହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତେବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତା ହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତା ହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

୧.ଏମିତି କେଉଁ ପ୍ରାଣୀ ଅଛି ଯିଏ କେବେ ମଧ୍ୟ ମରି ନ ଥାଏ ସବୁବେଳେ ବଂଚିକରି ରହିଥାଏ?

ଉତ୍ତର-ଜେଲି ଫିସ।

୨.ଏମିତି କେଉଁ ପକ୍ଷୀ ଅଛି ଜିର ଗଛ ଉପରେ ଆଦୌ ବସିନଥାଏ?

ଉତ୍ତର-ଟିଟୋନି ନାମକ ପକ୍ଷୀ।

୩.ଉଡାଯାହାଜ ଟାୟାର ରେ କେଉଁ ଗ୍ୟାସ ଭରାଯାଇଥାଏ?

ଉତ୍ତର-ନାଇଟ୍ରୋଜେନ।

୪.ନୀଳ ତିମି ମାଛର ହୃଦୟର ଓଜନ କେତେ ହୋଇଥାଏ?

ଉତ୍ତର-୬୦୦ କିଲୋଗ୍ରାମ।

୫.ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ହେଲେ ମଧ୍ୟ ମାଛ ନାହିଁ?

ଉତ୍ତର-ଫିନଲ୍ୟାଣ୍ଡ ଦେଶରେ।

୬.ଏମିତି କେଉଁ ଜୀଵ ଅଛି ଯିଏ ନିଜ ଶ୍ବାସ କୁ ୬ ଦିନ ପର୍ଯ୍ୟନ୍ତ ଅଟକାଇ ରଖିପାରେ?

ଉତ୍ତର-ବିଛା।

୭.କେଉଁ ଦେଶ ରେ ଲୋକ ମାନେ ଘଣ୍ଟା ପିନ୍ଧି ନ ଥାନ୍ତି?

ଉତ୍ତର-କ୍ୟୁବା ଦେଶ ରେ।

୮.ଗୋଟିଏ ହାତୀର ବୟସ କେତେ ହୋଇଥାଏ?

ଉତ୍ତର-୮୦ ରୁ ୧୦୦ ବର୍ଷ।

୯.କେଉଁ ଜୀଵ ଆଘାତ ପାଇବା ପରେ ମନୁଷ୍ୟ ଙ୍କ ଭଳି କାନ୍ଦିଥାଏ?

ଉତ୍ତର-ଭାଲୁ।

୧୦.ଭାରତ ର ସବୁଠାରୁ ଟପ ୟୁଟ୍ୟୁବର ନମ୍ବର ରେ କିଏ ଅଛି?

ଉତ୍ତର-କ୍ୟାରି ମିନତୀ।

୧୧.ସବୁଠାରୁ ଅଧିକ ଦାନ୍ତ କେଉଁ ଜୀଵ ର ପାଟିରେ ଥାଏ?

ଉତ୍ତର-କୁମ୍ଭୀର।

୧୨.ଦୁନିଆ ରେ ସବୁଠାରୁ ମହଙ୍ଗା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ?

ଉତ୍ତର-ଆଇସଲ୍ୟାଣ୍ଡ ଦେଶରେ।

୧୩.ଭାରତ ରେ ସବୁଠାରୁ ଅଧିକ ଜଙ୍ଗଲ କେଉଁ ରାଜ୍ୟରେ ଅଛି?

ଉତ୍ତର-ମଧ୍ୟ ପ୍ରଦେଶ।

୧୪.ଏମିତି କେଉଁ ଦେଶ ଅଛି ଯେଉଁଠି ଧଳା ଜ

କାଉ ଦେଖିବାକୁ ମିଳିଥାଏ?

ଉତ୍ତର-ଇଜିପ୍ଟ ଦେଶରେ।

୧୫.ମନୁଷ୍ୟର ସବୁଠାରୁ ଅଧିକ ଡିଏନଏ କେଉଁ ପ୍ରାଣୀଠାରେ ଅଧିକ ମିଳିଥାଏ?

ଉତ୍ତର-ମାଙ୍କଡ଼ ଠାରେ।

୧୬.ଦୁନିଆ ର ସବୁଠାରୁ ବଡ଼ ସ୍କୁଲ କେଉଁଠାରେ ଅବସ୍ଥିତ?

ଉତ୍ତର-ଲକ୍ଷନୌ।

୧୭.ଭାରତ ରେ ମୋଟ କେତୋଟି ଟିଭି ଚ୍ୟାନେଲ ରହିଛି?

ଉତ୍ତର-୮୯୨ ଟି।

୧୮.କିଡନୀ କୁ ଓଡ଼ିଆ ରେ କଣ କୁହାଯାଏ?

ଉତ୍ତର-ବୃକକ।

୧୯.ଭାରତୀୟ ମୁଦ୍ରା ର ନାମ ଟଙ୍କା କିଏ ରଖିଥିଲେ?

ଉତ୍ତର-ଶେର ଶାହା ସୁରି।

୨୦.କେଉଁ ଫଳ କୁ ଅମୃତ ଫଳ କୁହାଯାଏ?

ଉତ୍ତର-ପିଜୁଳି କୁ।

୨୧.କେଉଁ ଦେଶ ର ଲୋକ ମାନେ ଗଛ ଉପରେ ଘର କରି ରହିଥାନ୍ତି?

ଉତ୍ତର-କଙ୍ଗୋ ବେସିନ ଦେଶର ଲୋକମାନେ।

୨୨.ଭାରତ ର ପ୍ରଥମ ରଙ୍ଗୀନ ଚଳଚିତ୍ର ର ନାମ କଣ ଅଟେ?

ଉତ୍ତର-କିଶନ କନହେୟା।

୨୩.ପାକିସ୍ତାନ ରେ ମୋଟ କେତୋଟି ଜିଲ୍ଲା ଅଛି?

ଉତ୍ତର-୧୩୫ ଟି।

୨୪.ସଲମାନ ଖାନ ଙ୍କର ପ୍ରଥମ ଫିଲ୍ମ ର ନାମ କଣ ଥିଲା?

ଉତ୍ତର-ବିବି ହୋ ତୋ ଏସି।

୨୫.ଏମିତି କେଉଁ ସଂଖ୍ୟା ଅଛି ଯାହାଙ୍କୁ ଗୁଣନ କଲେ ୩୦୦ ମିଳିଥାଏ ଓ ମିଶାଇଲେ ୩୫ ଆସିଥାଏ ?

ଉତ୍ତର-୧୫ ଓ ୨୦।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *