ଦେଖନ୍ତୁ କେମିତି Viral Song ‘କାଚ୍ଚା ବାଦାମ’ ରେ ଜବରଦସ୍ତ ଡ୍ୟାନ୍ସ Allu Arjun ଙ୍କ କୁନି ଝିଅ… ଯାହାକୁ 8 ଲକ୍ଷରୁ ବି ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆର ବ୍ୟବହାର ଦ୍ଵାରା ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ଅନେକ ଲୋକ ଫେମସ ହେବା ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରିଥାନ୍ତି ଏହି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଥାନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ଗୋଟିଏ ଗୀତର କ୍ରେଜ ଦେଖିବାକୁ ମିଳୁଛି ତାହା ହେଉଛି ‘କାଚା ବାଦାମ’ । ଆପଣ ମାନେ ସମସ୍ତେ ବି କାଚା ବାଦାମ ଗୀତଟି ନିଶ୍ଚୟ ଶୁଣିଥିବେ ଓ ଅନେକ ରିଲ୍ସ ଭିଡିଓ ମଧ୍ୟ ଦେଖିଥିବେ ।

ତେବେ ବନ୍ଧୁଗଣ ଏହି ଗୀତଟି ଗାଇଛନ୍ତି ଜଣେ ସାଧାରଣ ଲୋକ ଓ ତାଙ୍କ ନାମ ହେଉଛି ଭୁବନ ବାଦ୍ୟକର । ଭୁବନ ହେଉଛନ୍ତି ଜଣେ ବାଦାମ ବିକାଳି ସେ ଗାଁ ଗାଁ ବୁଲି ସାଇକେଲରେ ବାଦାମ ବିକ୍ରି କରନ୍ତି । ଲୋକ ମାନଙ୍କୁ ବାଦାମ ପ୍ରତି ଆକର୍ଷିତ କରିବା ପାଇଁ ସେ ଏହି ଗୀତଟି ଗାନ୍ତି । ହେଲେ ଥରେ ଭୁବନ ବାଦାମ ବିକିବା ବେଳେ ଜଣେ ଯୁବକ ତାଙ୍କ ଗୀତର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହା ପରେ ଭୁବନ ସମସ୍ତଙ୍କ ମନରେ ରହିଗଲେ । ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ କାଚା ବାଦାମ ଗୀତର ଏକ ରିଲ୍ସ ଭିଡିଓ ଭାଇରାଲ ହେଉଛି । ଏହି ରିଲ୍ସ ଭିଡିଓଟି ହେଉଛି ସାଉଥର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଝିଅର । ଅଲ୍ଲୁ ଅର୍ଜୁନଙ୍କ ଝିଅ ଅଲ୍ଲୁ ଆରହ ଏହି ଭିଡିଓରେ କାଚା ବାଦାମ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଅଲ୍ଲୁ ଅର୍ଜୁନଙ୍କ ସୁପର ହିଟ ଫିଲ୍ମ ପୁଷ୍ପା ରିଲିଜ ହେବା ସମୟରେ କାଚା ବାଦାମ ଗୀତଟି ଭାଇରାଲ ହୋଇଥିଲା । ଏ ପର୍ଯ୍ୟନ୍ତ ମଧ୍ୟ ପୁଷ୍ପା ଆଉ କାଚା ବାଦାମ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି । ତେବେ ଅଲ୍ଲୁ ଅର୍ଜୁନଙ୍କ ଝିଅ କାଚା ବାଦାମ ଗୀତଟିକୁ ବେସ ପସନ୍ଦ କରି ଏହି ଗୀତରେ ଡ୍ୟାନ୍ସ କରିଛନ୍ତି । ଏହି ଭିଡିଓଟିକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *