Jyoti Prakash ଙ୍କୁ ଝୁରୁଛି ସ୍କୁଲ, ସମସ୍ତଙ୍କ ଆଖିରେ ଲୁହ, ଦେଖନ୍ତୁ କାନ୍ଦି କାନ୍ଦି ତାଙ୍କ ଗୁରୁ ମା’ ଜ୍ୟୋତିଙ୍କ ବିଷୟରେ କଣ କହୁଛନ୍ତି, ଆପଣଙ୍କ ଆଖି ବି ଭରିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ଆପଣ ମାନେ ସମସ୍ତେ ଜ୍ଯୋତି ପ୍ରକାଶ ବେହେରାଙ୍କ ଘଟଣା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଜ୍ୟୋତି ଥିଲେ ବାପା ମାଙ୍କର ଗୋଟିଏ ବୋଲି ପୁଅ । ସେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ଗତ 2 ଦିନ ତଳେ ପ୍ରବଳ ବର୍ଷା ହୋଇଥିଲା ଯାହା ଫଳରେ ଓଡିଶାର ଅନେକ ରାଜ୍ୟରେ ପାଣି ଜମା ହୋଇଯାଇଥିଲା ।

ସେହି ସମୟରେ ଜ୍ୟୋତି ତାଙ୍କ ଟ୍ୟୁସନରୁ ଫେରୁ ଥିଲେ ଦୁର୍ଭାଗ୍ୟ ବଶତଃ ଜ୍ୟୋତି ଏକ ବଡ ନଳା ଭିତରେ ଖସି ପଡିଥିଲେ । ବନ୍ଧୁଗଣ ଏହା ପରେ ଜ୍ୟୋତି ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକ ମାନେ ସେହି ସ୍ଥାନରେ ଭିଡ ହୋଇ ଜ୍ୟୋତିଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଲେ ଜ୍ୟୋତିଙ୍କ ସନ୍ଧାନ ମିଳି ପାରି ନଥିଲା । ଅଗ୍ନିସମ ବିଭାଗ ଓ ପୋଲିସ ବିଭାଗ ଆସି ମଧ୍ୟ ଆପ୍ରାଣ ଚେଷ୍ଟା କରିଥିଲେ ।

ନିଖୋଜ ହେବାର ପର ଦିନ ସକାଳୁ ଜ୍ୟୋତିଙ୍କ ମୃ-ତ ଶରୀରକୁ ପୋଲିସ ଉଧାର କରିଥିଲା । ଜ୍ୟୋତିଙ୍କ ମୃ-ତ ଖବର ଜାଣିବା ପରେ ତାଙ୍କ ବାପା ମା ଭାଙ୍ଗି ପଡିଛନ୍ତି । ସାହି ପଡିଶାର ସମସ୍ତ ଲୋକ ମ-ର୍ମା-ହ-ତ ହୋଇପଡିଛନ୍ତି ଏପରି କି ତାଙ୍କ ସ୍କୁଲରେ ମଧ୍ୟ ଶୋକର ଛାୟା ଖେଳି ଗଲା । ବନ୍ଧୁଗଣ ଗତ କାଲି ଜ୍ୟୋତିଙ୍କ ଶ-ବ-କୁ ତାଙ୍କ ଘର ଲୋକଙ୍କୁ ଦିଆଗଲା । ଏବେ ଜ୍ୟୋତିଙ୍କୁ ତାଙ୍କ ସ୍କୁଲ ଝୁରୁଛି । ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓରେ ଜ୍ୟୋତିଙ୍କ ସ୍କୁଲରେ ପଢୁଥିବା କିଛି ଛାତ୍ର ଓ ପଢାଉ ଥିବା କିଛି ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ନିଆଯାଇଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସ୍କୁଲର ସମସ୍ତ ଛାତ୍ର ଓ ଟିଚର ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଗୁରୁମାଙ୍କ ମତରେ, ଜ୍ୟୋତି ଏକ ଶାନ୍ତ ଶିଷ୍ଟ ପିଲା ଥିଲେ । ଏତେ କମ ବର୍ଷରେ ଜ୍ୟୋତି ବହୁତ କଷ୍ଟ ପାଇଁ ଚାଲିଗଲେ ଓ ଏହାକୁ ତାଙ୍କ ଗୁରୁମା ଗ୍ରହଣ କରିପାରୁ ନାହାନ୍ତି ।


ଜ୍ୟୋତି କେବେ ଦୁ-ଷ୍ଟ ହୁଅନ୍ତି ନାହିଁ ସେ ଜଣେ ମେଧାବୀ ଛାତ୍ର ଥିଲେ । ଯେତେବେଳେ ତାଙ୍କ ଗୁରୁମା ଟିଭିରେ ଜ୍ୟୋତିଙ୍କ ବିଷୟରେ ଜାଣିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ସେ ବିଶ୍ଵାସ କରିପାରିଲେ ନାହିଁ । ଜ୍ୟୋତି ଭଲ ଛାତ୍ର ହେବା ସହ ଭଲ ସାଙ୍ଗ ମଧ୍ୟ ଥିଲେ । ତାଙ୍କ ସାଙ୍ଗ ମାନେ ମଧ୍ୟ ଜ୍ୟୋତିଙ୍କ ପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଗତ ଶନିବାର ଦିନ ଶେଷ ଥର ପାଇଁ ଜ୍ୟୋତିଙ୍କୁ ତାଙ୍କ ସାଙ୍ଗ ମାନେ ଦେଖିଥିଲେ । ବନ୍ଧୁଗଣ ଜ୍ୟୋତିଙ୍କ ଆତ୍ମାକୁ ଶାନ୍ତି ମିଳୁ ଏହା ହିଁ ଆମେ ପ୍ରାର୍ଥନା କରୁଛି, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *