ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଟିଭି କିମ୍ବା ମୋବାଇଲ ରେ ଅନେକ ଗୁଡିଏ ନ୍ୟୁଜ କିମ୍ବା ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ସବୁ ଦେଖୁଥିବେ । ଅନେକ ଘ-ଟ-ଣା ଏବଂ ଦୁ-ର୍ଘ-ଟ-ଣା ସମ୍ପର୍କରେ ଅବଗତ ମଧ୍ୟ ହେଉଥିବେ ।
ତେବେ ଆପଣ ଯୌ-ତୁ-କ ନି-ର୍ଯ୍ୟା-ତ-ନା ର ଅନେକ ଖବର ଶୁଣି ଥିବେ । ବ-ଧୂ ହ-ତ-ୟା ,ସ୍ୱାମୀ ର ପ୍ର-ତା-ର-ଣା ଏବଂ ଧୋ-କା ଅ-ତ୍ୟା-ଚା-ର ଆଦି ବିଷୟରେ ଆଲୋଚନା କରିଥିବେ । ତେବେ ସେହି ଭଳି ଏକ ଘ-ଟ-ଣା ବର୍ତ୍ତମାନ ନଜର କୁ ଆସିଛି । କିନ୍ତୁ ଏଠାରେ କଥା ଓଲଟି ଯାଇଛି ଝିଆ ଘର ଵାଲା ସବୁ ମିଶି କି ଘରକୁ ଆସିଥିବା ଜ୍ବାଇଁ କୁ ବା-ନ୍ଧି ଠେ-ଙ୍ଗା ଏବଂ ଚା-ପୁ-ଡ଼ା ପା-ହା-ର ଆ-ର-ମ୍ଭ କରିଥିଲେ । ତେବେ ସମ୍ପୂର୍ଣ୍ଣ ଖବର ଟି କଣ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।
ଘଟଣା ଟି ଘଟିଛି ସୋର ବ୍ଲକ ବାଳଙ୍ଗ ଗ୍ରାମ ରେ । ସୂଚନା ଅନୁସାରେ ବାଳଙ୍ଗ ଗାଁ ର ଦିପୁ ଧଳ ସୋର ପୌର ପାଳିକା ଅଡ଼ଙ୍ଗ ବଜାର ଅଞ୍ଚଳ ରୁ ଜଣେ ଯୁବତୀ ଙ୍କୁ ବର୍ଷେ ତଳେ ମନ୍ଦିର ରେ ପ୍ରେମ ବିବାହ କରିଥିଲେ ।
ବିବାହ ପରେ ଦିପୁ ସବୁବେଳେ ମ-ଦ ପି-ଇ ସ୍ତ୍ରୀ -କୁ ମା-ଡ଼ ମା-ରୁ-ଥା-ଏ ଏବଂ ନି-ର୍ଯ୍ୟା-ତ-ନା ଦେ-ଉ-ଥା-ଏ ତେବେ ଏହା ସେ ନ ସ-ହି ପା-ରି ସ୍ତ୍ରୀ- ନିଜ ବାପ ଘରକୁ ଚାଲି ଆସିଥିଲେ । ଏହାର ସୁଯୋଗ ନେଇ ଦିପୁ ଦ୍ଵିତୀୟ ବିବାହ କରିବାର ଯୋଜନା ଚଳାଉଥିଲା ।
ତେବେ ମଙ୍ଗଳବାର ଦିନ ଅଡ଼ଙ୍ଗ ନିଜ ଶଶୁର ଘର କୁ ଆସିଥିଲେ । କିନ୍ତୁ ସେଠାରେ ତାଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ସ୍ତ୍ରୀ, ଶାଶୂ ଏବଂ ଶଶୁର । ଦିପୁ ଆସିବା ପରେ ଏବଂ କୌଣସି କଥା ରେ ଯୁ-କ୍ତି -ତର୍କ ହେବା ପରେ । ଶଶୁର ଘର ସମସ୍ତେ ମିଶି ତାଙ୍କୁ ବା-ନ୍ଧି ନି-ସ୍ତୁ-କ ମା-ଡ଼ ମା-ରି-ଥି-ଲେ । ଠେ-ଙ୍ଗା ଏବଂ ଚା-ପୁ-ଡ଼ା ପ୍ର-ହା-ର ଆରମ୍ଭ ହୋଇ ଯାଇଥିଲା ।
ଏହା ପରେ ଦି-ପୁ କା-ନ୍ଦି ଛାଡି ଦେବା ପାଇଁ ନେହୁରା ହେଉଥିଲେ କିନ୍ତୁ କେହି କିଛି ଶୁଣିଲେ ନାହିଁ ବାସ ଖା-ଲି ମା-ଡ଼ ଉ-ପ-ରେ ମା-ଡ଼ ମା-ରି ଚା-ଲିଲେ । ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେବାରେ ମଧ୍ୟ ଲାଗିଲାଣି । ତେବେ ଏହି ସମ୍ପର୍କ ରେ କୌଣସି ଅ-ଭି-ଯୋ-ଗ ପୋ-ଲି-ସ ପା-ଖ-ରେ ଏପର୍ଯ୍ୟନ୍ତ ହୋଇ ନାହିଁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।