ଦେଖନ୍ତୁ Video: ଭିଡିଓ କଲ କରି ଯୁବତୀ ଦେଖେଇଲେ ନିଜ ଉ-ଲ-ଗ୍ନ ଶରୀର ଓ କହିଲେ କିଛି ଏମିତି…ଶୁଣନ୍ତୁ ବ୍ୟକ୍ତି ଜଣକ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ଲୋକ ମାନଙ୍କ ପାଇଁ ଯେତିକି ଭଲ ସେତିକି ମନ୍ଦ ମଧ୍ୟ ସାଜିଛି ।

ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣିବାକୁ ପାଉଛନ୍ତି । ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ଅନେକ ଲୋକ ସା-ଇ-ବ-ର ଠ-କେ-ଇ-ର ମଧ୍ୟ ଶି-କା-ର ହେଉଛି ।

ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଏହି କରୋନା କାଳ ସମୟରେ ମଧ୍ୟ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ପୂର୍ବରୁ କିଛି ଠକ ଲୋକ ଫୋନ ପେ ଓ ଗୁଗଲ ପେ ଆଦି ମାଧ୍ୟମରେ ଜନସାଧାରଣ ମାନଙ୍କୁ ଠ-କୁ ଥିଲେ ହେଲେ ବର୍ତ୍ତମାନ ଫେସବୁକ୍ ଦ୍ଵାରା ଲୋକ ମାନଙ୍କୁ ଠ-କା ଯାଉଛି । ବନ୍ଧୁଗଣ ମାନସ ସାହୁ ନାମ ଏକ ବ୍ୟକ୍ତି ଏକ ବଡ ଠ-କା-ମି-ର ଶି-କା-ର ହେବାକୁ ଯାଉଥିଲେ ହେଲେ ଠିକ ସମୟରେ ବଞ୍ଚି ଯାଇଛନ୍ତି ।

ସୋସିଆଲ ମିଡିଆରେ ତାଙ୍କ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟ ଅନୁସାରେ ଡୁମଡୁମାରେ ରହୁଥିବା ମାନସ ସାହୁ ଫେସବୁକ୍ ଓ ୟୁଟ୍ୟୁବରେ ବ୍ଲଗିଙ୍ଗ ଆଦି କରନ୍ତି । ସେ ଫେସବୁକ୍ ରେ ନିଜ ନମ୍ବର ମଧ୍ୟ ଦେଇଛନ୍ତି ।

ତାଙ୍କ ଅଡିଏନ୍ସ ମାନେ ତାଙ୍କୁ ଫ୍ରେଣ୍ଡ ଋକ୍ଵେଷ୍ଟ କରିଲେ ସେ ଆକସେପ୍ଟ କରନ୍ତି । ଗତ କାଲି ମାନସଙ୍କୁ ଫେସବୁକ୍ ରେ ରିୟା ଜେନ ନାମକ ଏକ ଯୁବତୀ ଫ୍ରେଣ୍ଡ ରିକ୍ଵେଷ୍ଟ ପଠେଇ ଥିଲେ । ରିକ୍ଵେଷ୍ଟ ପଠେଇବା ପରେ ପାଖା ପାଖି ସନ୍ଧ୍ୟା ବେଳେ ରିୟା ମାନସଙ୍କୁ ଏକ ହାଏ ମେସେଜ ପଠେଇ ଥିଲେ । ସେତେବେଳେ ମାନସ ଟିକେ ବ୍ୟସ୍ତରେ ଥିବାରୁ ସେହି ମେସେଜକୁ ଇଗନୋର କରିଲେ । କିଛି ସମୟ ପରେ ମାନସ ସେହି ଯୁବତୀଙ୍କ ସହ ଫେସବୁକ୍ ରେ କଥାବାର୍ତ୍ତା ହୋଇଥିଲେ ।

କିଛି ସମୟ ମେସେଜ କରିବା ପରେ ଯୁବତୀ ମାନସଙ୍କୁ ଭିଡିଓ ସେ-କ୍ସ କରିବା ପାଇଁ କହିଥିଲେ । ଏହା ପରେ ମାନସ ସେହି ଆକାଉଣ୍ଟକୁ ଚେ-କ୍ କରିଥିଲେ ଓ ତାଙ୍କୁ ଜଣା ପଡିଯାଇଥିଲା ଯେ, ସେହି ଆକାଉଣ୍ଟଟା ଫେ-କ୍ ଅଛି । ସେହି ସମୟରେ ଯୁବତୀ ମାନସଙ୍କୁ ଭିଡିଓ କଲ୍ କରି ୧୫ ସେକେଣ୍ଡ ପାଇଁ ନିଜ ଉ-ଲ-ଗ୍ନ ଶ-ରୀ-ର-କୁ ଦେଖାଇ ଥିଲେ ଓ ଗୋଟେ ସ୍କ୍ରି-ନ ସ-ଟ ମଧ୍ୟ ନେଇଥିଲେ । ଏହାପରେ ସେ ମାନସଙ୍କୁ ଉ-ଲ-ଗ୍ନ ହେବା ପାଇଁ କହିଥିଲେ ।

ମାନସ ଏହାକୁ ଇ-ଗ-ନୋ-ର କରିଥିଲେ । ଏହା ପରେ ସଖାଳ ସମୟରେ ଯୁବତୀ ମାନସଙ୍କ ସେହି ସ୍କ୍ରିନ ସଟ ଫଟୋକୁ ଆଧାର କରି ତାଙ୍କୁ ବ୍ଲା-କ- ମେ-ଲ କରିବ ବୋଲି କହିଥିଲା । ସେହି ସମୟରେ ମାନସ ସା-ଇ-ବ-ର କ୍ରା-ଇ-ମ-ରେ ଫୋନ କରି ଜଣାଇ ଥିଲେ ଓ ସେହି ଆକାଉଣ୍ଟରେ ଏକ ଭିଡିଓ କରି ଫେସବୁକ୍ ରେ ପୋଷ୍ଟ କରିଲେ ଯେମିତି ସେହି ଯୁବତୀ ଆଉ କାହାକୁ ଠକି ନ ପାରିବ ।

ବନ୍ଧୁଗଣ ଠ-କା-ମି-ର ଶିକାର ହେଉ ହେଉ ମାନସ ବଞ୍ଚି ଯାଇଛନ୍ତି । ତେଣୁ ଆପଣ ମାନେ ମଧ୍ୟ ଏହି ପରିକା ଠ-କା-ମି-ରୁ ବଞ୍ଚିକି ରୁହନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ସାଙ୍ଗ ମାନଙ୍କ ସହ ଏହାକୁ ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *