ଜୀବନରେ କେବେ ବି ଅଲଗା ହୁଅନ୍ତି ନାହିଁ ଏହି 2 ଟି ରାଶିର ଯୋଡି – Jyotish Shastra

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୨ଟି ଏଭଳି ରାଶି ଥିବା ଯୋଡିଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ କେବେବି ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ । ଏମାନଙ୍କ ଯୋଡ଼ି ସ୍ୱର୍ଗ ରୁ ତିଆରି ହୋଇ ଆସିଥାଏ । ବନ୍ଧୁଗଣ ପ୍ରତ୍ୟେକ ସମ୍ପର୍କରେ ଯେଉଁ ଜିନିଷ ସର୍ଵ ପ୍ରଥମେ ଆବଶ୍ୟକ ହୋଇଥାଏ ତାହା ହେଉଛି, ପରସ୍ପର କୁ ସଠିକ ଭାବରେ ବୁଝିବା ଏବଂ ସମ୍ପର୍କରେ ଭୁଲ ବୁଝାମଣା ରହିବା ଦ୍ଵାରା ସେହି ସମ୍ପର୍କ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ । ବୈବାହିକ ଜୀବନ ରେ ପ୍ରତ୍ୟେକ ଯୋଡ଼ି ଙ୍କୁ ପରସ୍ପର ଙ୍କ କଥା ବୁଝିବା ନିହାତି ଜରୁରୀ ହୋଇଥାଏ । ସମ୍ପର୍କରେ ଭୁଲ ବୁଝାମଣା ହେବା ଦ୍ଵାରା ସେହି ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ ।

ଏହି ସବୁ କଥା ଜଣେ ବ୍ୟକ୍ତି ର ରାଶି ସହିତ ଜଡ଼ିତ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ୨ଟି ରାଶି ଥିବା ଯୋଡ଼ି ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନେ ସର୍ବଦା ପରସ୍ପର କୁ ବୁଝିଥାନ୍ତି ଏବଂ ସେମାନଙ୍କ ସମ୍ପର୍କ ରେ କେବେବି ତିକ୍ତତା ସୃଷ୍ଟି ହୋଇନଥାଏ ଏବଂ ଏମାନେ କେବେବି ଅଲଗା ହୁଅନ୍ତି ନାହିଁ । ସଂକ୍ଷେପରେ କହିବାକୁ ଗଲେ ଏହି ଯୋଡି ସ୍ଵର୍ଗ ରୁ ତିଆରି ହୋଇ ଆସିଥାନ୍ତି । ତେବେ ଆସନ୍ତୁ ସେହି ଯୋଡ଼ି ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରାଶିର ଯୋଡ଼ି ହେଉଛି, ‘ସିଂହ ରାଶି’ ଏବଂ ‘ତୁଳା ରାଶି’ । ସିଂହ ରାଶି ଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ କୁହାଯାଏ ଯେ, ସେମାନେ ବହୁତ ଅଭିମାନୀ ହୋଇଥାନ୍ତି ଏବଂ କେବେବି ହାର ମାନି ନଥାନ୍ତି । କିନ୍ତୁ ତୁଳା ରାଶି ଙ୍କ ସହିତ ଜଣେ ପାର୍ଟନର ହିସାବରେ ତାଙ୍କୁ ସମ୍ପୂର୍ଣ୍ଣ ଅଲଗା ରୂପରେ ଦେଖିବାକୁ ମିଳିଥାଏ । ତୁଳା ରାଶି ଥିବା ବ୍ୟକ୍ତି ଙ୍କ ପାର୍ଟନର ଯଦି ସିଂହ ରାଶି ଅଟେ ତେବେ ତାଙ୍କୁ ଏକ ଭଲ ବନ୍ଧୁ ଏବଂ ରକ୍ଷକ ପ୍ରାପ୍ତ ହୋଇଥାଏ ।

ଏହା ସହିତ ସିଂହ ରାଶି ମଧ୍ୟ ନିଜର ସମସ୍ତ ଆବଶ୍ୟକତା କୁ ଭୁଲି ତୁଳା ରାଶି ଙ୍କ ସହିତ ନିଜର ଭଲ ପାଇବା ଏବଂ ସହଯୋଗ ବଜାୟ ରଖିବେ । ଯଦି ଆପଣଙ୍କ ଯୋଡ଼ି ମଧ୍ୟ ଏହି ରାଶି ସହିତ ମେଳ ଖାଉଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ରାଶି ଯୋଡ଼ି ହେଉଛି, ‘କନ୍ୟା ରାଶି’ ଏବଂ ‘କୁମ୍ଭ ରାଶି’ । ଏହି ରାଶିର ମେଳ ଥିବା ପାର୍ଟନର ପରସ୍ପର ଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି । କନ୍ୟା ରାଶିର ବ୍ୟକ୍ତି ସମସ୍ତ କ୍ଷେତ୍ରରେ ନିଜ ପାର୍ଟନର ଙ୍କ ଠାରୁ ଦୁଇ ଗୁଣ ଅଧିକ ଆଶା ରଖିଥାନ୍ତି । କିନ୍ତୁ କୁମ୍ଭ ରାଶିର ବ୍ୟକ୍ତି ସିକ୍ରେଟ କୁ ବଜାୟ ରଖିବାରେ ବିଶ୍ୱାସ ରଖନ୍ତି ।

ଏହି ସବୁ କଥା ପରେ ମଧ୍ୟ ଏହି ରାଶିର ଯୋଡ଼ି ପ୍ରଫେକ୍ଟ ଅଟନ୍ତି । ସ୍ୱଭାବ ରୁ ପରସ୍ପର ଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବା ପରେ ମଧ୍ୟ ଏହି ଯୋଡି ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି ଏବଂ କେବେବି ଅଲଗା ହୁଅନ୍ତି ନାହିଁ । ଯଦି ଆପଣ ଏବଂ ଆପଣଙ୍କ ପାର୍ଟନର ଙ୍କ ରାଶି ଏହି ରାଶି ସହିତ ମେଳ ଖାଉଛି ତେବେ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *