ଜୀବନରେ କେବେ ବି ଅଲଗା ହୁଅନ୍ତି ନାହିଁ ଏହି 5 ଟି ନାମର ଯୋଡି- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୫ ଟି ନାମ ଥିବା ଯୋଡିଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ କେବେବି ନିଜ ଜୀବନସାଥୀ ଙ୍କ ଠାରୁ ଅଲଗା ହୁଅନ୍ତି ନାହିଁ। ବନ୍ଧୁଗଣ ସମସ୍ତଙ୍କ ଜୀବନ ରେ ଭଲ ପାଇବା ର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ସାଥୀଙ୍କୁ ନେଇ ବହୁତ କିଛି ସ୍ବପ୍ନ ଦେଖିଥାଏ। ଭଲ ପାଇବା ମିଳିବା ତ ସହଜ କିନ୍ତୁ ଏହାକୁ ଦାୟିତ୍ବର ସହ ପୂର୍ଣ କରିବା କଷ୍ଟକର ହୋଇଥାଏ। ଜୀବନରେ ଏମିତି ବହୁତ ସମ୍ପର୍କ ରହିଥାଏ କିନ୍ତୁ ନିଜ ଜୀବନ ସାଥି ଙ୍କ ସହ ଥିବା ସମ୍ପର୍କ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ।

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ଏଭଳି ଏକ ଜୀବନ ସାଥି କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ ଏବଂ କେବେବି କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କ ଠାରୁ ଅଲଗା ହେବ ନାହିଁ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୫ଟି ନାମ ଥିବା ଯୋଡି ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ପରସ୍ପର ଠାରୁ କେବେବି ଅଲଗା ହୁଅନ୍ତି ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଯୋଡି ଗୁଡ଼ିକ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଯୋଡି ଟି ହେଉଛି ‘A’ ଏବଂ ‘S’ ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଯୋଡି। ବନ୍ଧୁଗଣ କୁହାଯାଏ ଯେ, ଏହି ଯୋଡି ସ୍ୱର୍ଗରୁ ତିଆରି ହୋଇ ଆସିଥାଏ ଏବଂ ଏହି ଯୋଡି ପରସ୍ପର କୁ ବହୁତ ଭଲ ପାଆନ୍ତି। ଏମାନଙ୍କ ବନ୍ଧନ ଅତୁଟ ହୋଇଥାଏ। ଏମାନେ ପରସ୍ପରକୁ ନିଃସ୍ୱାର୍ଥ ଭାବରେ ଭଲ ପାଇଥାନ୍ତି ଏବଂ ଯେତେବି କଠିନ ପରିସ୍ଥିତି ଆସିଲେ ମଧ୍ୟ ଏମାନେ ପରସ୍ପର ଏକାଠି ସାମ୍ନା କରିଥାନ୍ତି। ଏହି କାରଣ ରୁ ଏହି ଯୋଡି କେବେବି ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ।

୨. ବନ୍ଧୁଗଣ ଦ୍ଵିତୀୟ ଯୋଡି ଟି ହେଉଛି, ‘B’ ଏବଂ ‘M’ ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଯୋଡି। ବନ୍ଧୁଗଣ ଏହି ଯୋଡି ପରସ୍ପରକୁ ବହୁତ ଭଲ ପାଇଥାନ୍ତି ଏବଂ ଏହି ଯୋଡି ଙ୍କ ବିଚାର, ସ୍ଵଭାବ ପ୍ରାୟତଃ ମିଶିଥାଏ। ଯେଉଁ କାରଣ ରୁ ଏହି ଯୋଡି ସର୍ବଦା ଖୁସି ରେ ରୁହନ୍ତି ଏବଂ ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ।

୩. ବନ୍ଧୁଗଣ ଯେଉଁ ଯୋଡି ଙ୍କ ନାମ ର ପ୍ରଥମ ଅକ୍ଷର ‘P’ ଏବଂ ‘R’ ରୁ ଆରମ୍ଭ ହୋଇଥାଏ ସେହି ଯୋଡି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ପରସ୍ପର କୁ ଆଖି ବନ୍ଦ କରି ବିଶ୍ୱାସ କରିଥାନ୍ତି। ସମୟ ସହିତ ଏହି ଯୋଡି ଙ୍କ ଭଲ ପାଇବା ମଧ୍ୟ ଅଧିକ ଗଭୀର ହୋଇଥାଏ ଏବଂ ଏହି ଯୋଡି କେବେବି ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ।

୪. ବନ୍ଧୁଗଣ ‘K’ ଏବଂ ‘T’ ଅକ୍ଷରରୁ ଯେଉଁ ଯୋଡି ଙ୍କ ନାମ ଆରମ୍ଭ ହୋଇଥାଏ, ସେହି ଯୋଡି ପରସ୍ପର ପାଇଁ ହିଁ ତିଆରି ହୋଇଥାନ୍ତି। ଏହି ଯୋଡି ପରସ୍ପରକୁ ଇମାନଦାରୀ ସହ ଭଲ ପାଇଥାନ୍ତି ଏବଂ କେବେବି ନିଜ ଜୀବନସାଥୀ ଙ୍କୁ କମଜୋର ହେବାକୁ ଦେଇ ନଥାନ୍ତି ଏବଂ ଏହି କାରଣରୁ ଏମାନେ କେବେବି ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ।

୫. ବନ୍ଧୁଗଣ ଶେଷ ଯୋଡି ଟି ହେଉଛି ‘H’ ଏବଂ ‘J’ ଅକ୍ଷରରୁ ଆରମ୍ଭ ହେଉଥିବା ଯୋଡି। ବନ୍ଧୁଗଣ ଏହି ଯୋଡି ପରସ୍ପରକୁ ବହୁତ ସମ୍ମାନ ପ୍ରଦାନ କରିଥାନ୍ତି ଏବଂ ନିଜ ଜୀବନ ସାଥୀଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଇବା ଦେଇଥାନ୍ତି। ଏମାନେ କେବେବି ପରସ୍ପର ମଧ୍ୟରେ ଭୁଲ ବୁଝାମଣା ରଖନ୍ତି ନାହିଁ ଯେଉଁ କାରଣ ରୁ ଏହି ଯୋଡି ସର୍ବଦା ଏକାଠି ରୁହନ୍ତି ଏବଂ ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଜ୍ଯୋତିଷ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *