ଶାଶୂଘରେ କିପରି ଗଣେଶ ପୂଜା ପାଳନ କଲେ ନୂଆ ବାହା ହୋଇଥିବା ହିରୋଇନ Jhilik Bhatajrajee, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଓଲିଉଡ ର ଅନେକ ଫିଲ୍ମ ରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ତାଙ୍କ ଦ୍ୱାରା ଅଭିନିତ ସମସ୍ତ ଫିଲ୍ମ ସୁପରହିଟ ମଧ୍ୟ ସାବ୍ୟସ୍ତ ହୋଇଛି । ଏହି ଅଭିନେତ୍ରୀ ବଙ୍ଗୀୟ ପରିବାର ର ଅଟନ୍ତି । କିନ୍ତୁ ଓଡ଼ିଆ ଫିଲ୍ମ ରେ ସେ ନିଜର ଅଭିନୟ ପ୍ରଦର୍ଶନ ଦ୍ଵାରା ସମସ୍ତ ଦର୍ଶକ ଙ୍କ ହୃଦୟ କୁ କିଣି ନେଇ ପାରିଛନ୍ତି ।

ଦର୍ଶକ ମାନେ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଙ୍କୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଙ୍କ ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଛି । ଯେଉଁଥିରେ ସେ ଗଣେଶ ପୂଜା ପାଳନ କରୁଥିବାର ନଜର ଆସୁଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ ।

ପ୍ରତ୍ୟେକ ଓଡ଼ିଆ ଙ୍କ ଘରେ ଘରେ ଏହି ପୂଜା ପାଳନ କରାଯାଇଥାଏ । କାରଣ ପ୍ରଭୁ ଗଣେଶ ହେଉଛନ୍ତି ବିଘ୍ନ ହର୍ତା । ତେବେ ସେହିପରି ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ମଧ୍ୟ ନିଜ ଶାଶୂଘରେ ଏହି ପବିତ୍ର ପର୍ବ ପାଳନ କରୁଛନ୍ତି । ନିଜ ଶାଶୂଘର ପରିବାର ଵର୍ଗ ଙ୍କ ସହିତ ସେ ଏହି ଉତ୍ସବ କୁ ଧୁମଧାମରେ ପାଳନ କରୁଛନ୍ତି । ଝିଲ୍ଲୀକ ଙ୍କ ଭା-ଇ-ରା-ଲ ହୋଇଥିବା ଏହି ଭି-ଡି-ଓ ରେ ଦେଖିବାକୁ ମିଳିଛି ସେ ପ୍ରଭୁ ଗଣେଶ ଙ୍କ ପୂଜାର୍ଚ୍ଚନା କରୁଛନ୍ତି ଏବଂ ବିଘ୍ନ ହର୍ତା ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରୁଛନ୍ତି । ନିଜ ଶାଶୂଘରେ ସେ ଖୁବ ଉତ୍ସାହ ର ସହିତ ଏହି ପବିତ୍ର ଦିବସ କୁ ପାଳନ କରୁଛନ୍ତି ।

 

ଏହି ଭିଡିଓ ରେ ଖୁବ ଖୁସି ଥିବାର ମଧ୍ୟ ନଜର ରେ ଆସିଛନ୍ତି । ଦର୍ଶକ ମାନେ ମଧ୍ୟ ଏହି ଭି-ଡି-ଓ କୁ ଖୁବ ପସନ୍ଦ କରିଛନ୍ତି । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *