ତାଲିବାନ୍ ବିରୁଦ୍ଧରେ ଆଫଗାନିସ୍ତାନ ରେ ପଞ୍ଜଶିର୍ ସିଂହ ମାସୁଦଙ୍କ ଭୟଙ୍କର ରଣ ହୁଙ୍କାର, ପୁରା ଷ୍ଟାଡିୟମ୍ ଗୁଳିଗୋଳା

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ବଡ଼ ଖବର ପଞ୍ଜଶିର ର ସିଂହ ର ବଡ଼ ବୟାନ କହିଲେ ଏବେ ବି ଆମେ ବଂଚିଛୁ ଏବଂ କେତେବେଳେ ବି ତାଲିବାନ ବି-ରୁ-ଦ୍ଧ-ରେ ଫେରି ପାରିବୁ ଏବଂ ଆ-କ୍ର-ମ-ଣ କରି ପାରିବୁ । ତେବେ ବର୍ତ୍ତମାନ ସମୟରେ ଲ-ଢେ-ଇ ମୂଡ଼ ରେ ରହିଛନ୍ତି ପଞ୍ଜଶିର ର ସଂଗ୍ରାମୀ । ଷ୍ଟାଡିୟମରେ ପୁରା ଗୁ-ଳି ଭର୍ତ୍ତି କରି ରଖିଛନ୍ତି ପଞ୍ଜଶିର ର ଯୋ-ଦ୍ଧା । ତେବେ ତାଲିବାନ ବି-ରୁ-ଦ୍ଧ ଲ-ଢେ-ଇ ରେ ନେତୃତ୍ବ ନେଉଥିବା କମାଣ୍ଡର ଆହମ୍ମଦ ମାସୁଦ ଙ୍କ ଦାଦା ବଡ଼ ବୟାନ ଦେଇଛନ୍ତି ତାଙ୍କ ମତରେ ତାଲିବାନ ବି-ରୋ-ଧୀ ହଜାର ହଜାର ଯୋ-ଦ୍ଧା ପଞ୍ଜଶିର ଘାଟୀ କୁ କୌଣସି ସମୟରେ ବି ଆସି ପାରନ୍ତି ।

ଏହି ସବୁ ଯୋ-ଦ୍ଧା- ଙ୍କ ପାଇଁ ଆନ୍ତର୍ଜାତିୟ ସମର୍ଥନ ଲୋଡ଼ା ଯାଇଥିବା ସେ କହିଛନ୍ତି । ଆଫଗାନିସ୍ତାନ କୁ ସମ୍ପୂର୍ଣ୍ଣ କବ୍ଜା ନେଇ ତାଲିବାନ କରିଥିବା ଘୋଷଣା ର ଗୋଟିଏ ଦିନ ପରେ ମାସୁଦ ସୁଇଜର ଲ୍ୟାଣ୍ଡ ରେ ଏହି ଘୋ-ଷ-ଣା କରିଛନ୍ତି । ମାସୁଦ ଜେନିଭା ରେ କହିଛନ୍ତି ଘାଟି ରେ ଏବେ ବି ଆମ ପାଖରେ ହଜାର ହଜାର ଯୋ-ଦ୍ଧା ଅଛନ୍ତି ଏବଂ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଅ-ସ୍ତ୍ର ମଧ୍ୟ ରହିଛି ଏବଂ ସେମାନେ କୌଣସି ବି ସମୟରେ ଘା-ଟି କୁ ଫେରି ପାରନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି ଆମେ ପ୍ରକୃତ ରେ ଆ-ହ-ତ ହୋଇଛୁ କିନ୍ତୁ ମ-ରି ନାହୁଁ । ଆମେ ଏବେବି ଜୀବିତ ଅଛୁ । ଏହା ଛଡା କହିଛନ୍ତି କି ପଞ୍ଜଶିର ର ଏହା ଗତିରୋଧ ନୁହେଁ ଏହା ଏକ ପ୍ରସଙ୍ଗ । ଆମେ ସ୍ୱାଧୀନତା ପାଇଁ ମାନବ ଅଧିକାର ପାଇଁ ଲ-ଢେ଼-ଇ କରୁଛୁ । ଆଫଗାନିସ୍ତାନ ରେ ଆ-ତ-ଙ୍କ-ବା-ଦୀ ଙ୍କ ବି-ରୁ-ଦ୍ଧ-ରେ ଲ-ଢେ-ଇ ପାଇଁ ବୋଧ ହୁଏ ଏହା ଶେଷ ସୁଯୋଗ ତେଣୁ ଆମେ ଅବରୋଧ କରିବା ଛାଡ଼ିବୁ ନାହିଁ ।

ମସୁଦ ସୋଭିଏତ ବି-ରୋ-ଧୀ ଏବଂ ତାଲି-ବା-ନ ବି-ରୋ-ଧୀ କମାଣ୍ଡର ଥିବା ଦିବଙ୍ଗତ ଅହମ୍ମଦ ଶାହା ମାସୁଦ ଙ୍କ ଭାଇ ୧୧ ସେପ୍ଟେମ୍ବର ୨୦୦୧ ରେ ଆମେରିକା ଉପରେ ହୋଇଥିବା ଆ-କ୍ର-ମ-ଣ ର କିଛି ଦିନ ପୂର୍ବରୁ ହ-ତ୍ୟା କରାଯାଇଥିଲା ଏବଂ ତାଙ୍କ ପୁଅ ଅହମ୍ମଦ ମାସୁଦ ପଞ୍ଜଶିର ଘାଟି ର ତାଲିବାନ ବି-ରୋ-ଧୀ ଲ-ଢେ-ଇ ର ନେତୃତ୍ୱ ନେଇଛନ୍ତି । ତେବେ ତାଲିବାନ ବି-ରୁ-ଦ୍ଧ-ରେ ର-କ୍ତା-କ୍ତ ଯୁ-ଦ୍ଧ ପାଇଁ ପଞ୍ଜଶିର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଚଳାଇଛି । ସେମାନେ ଷ୍ଟାଡିୟମରେ ଗୁ-ଳି କୁ ଭର୍ତ୍ତି କରି ରଖିଛନ୍ତି ଏବଂ ଦୁଇଟି ହେଲିକପ୍ଟର ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *