ଗର୍ଭବତୀ ଥାଇ ବି ଏମିତି ଅଭିନୟ କରୁଛନ୍ତି ଝିଲିକ (Jhilik Bhatacharjee) ଦେଖିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ ଏହି Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଝିଲିକ ଭଟ୍ଟାଚାର୍ଜ୍ୟ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଝିଲିକଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଝିଲିକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଝିଲିକ ।

ଆସିବା ଦିନରୁ ଝିଲିକ ନିଜର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରନ୍ତି ଏବଂ ତାଙ୍କର ସମସ୍ତ ଭିଡିଓ ଗୁଡିକ ଭାଇରାଲ ମଧ୍ୟ ହୋଇଯାଏ । ଝିଲିକ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଝିଲିକଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଆଉ ଏହି ଭିଡିଓଟି ହେଉଛି ଝିଲିକଙ୍କ ସୁଟିଙ୍ଗ ସେଟର ଭିଡିଓ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଝିଲିକ ଏବେ ଗର୍ଭବତୀ ଅଛନ୍ତି । ଗତ କିଛି ଦିନ ତଳେ ଝିଲିକ ଏହି ଖୁସି ଖବରଟି ନିଜ ଫ୍ୟାନ୍ସ ମାନଙ୍କୁ ଦେଇଥିଲେ । ତେବେ ବନ୍ଧୁଗଣ ଗର୍ଭାବସ୍ଥାରେ ସାଧାରଣତଃ ମହିଳା ମାନେ ନିଜ ଘରେ ଆରମ କରିଥାନ୍ତି କୌଣସି କାମ ସେମାନେ କରିନଥାନ୍ତି ।

ହେଲେ ବନ୍ଧୁଗଣ ଝିଲିକ ଗର୍ଭବତୀ ଥାଇ ମଧ୍ୟ ନିଜ କାମକୁ ଗୁରୁତ୍ଵ ଦେଉଛନ୍ତି । ଝିଲିକଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ହେଉଛି ‘ରୁଦ୍ରାଣୀ’ । ଝିଲିକ ନିଜ ନୂଆ ଫିଲ୍ମର ସୁଟିଙ୍ଗରେ ଏବେ ଲାଗିଛନ୍ତି । ସେ ଶୁଟିଙ୍ଗ ସେଟରେ କାମ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଝିଲିକଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *