ମା’ ହେଲା ପରେ ଯାଁଆଳା ଛୁଆଙ୍କ ସହ କିପରି ଅଛନ୍ତି ଓଡିଆ ଆକ୍ଟ୍ରେସ Jhilik Bhattacharya, ଦେଖନ୍ତୁ…

ଗତ କାଲୀ କନ୍ୟା ସନ୍ତାନ ଙ୍କ ମା ହୋଇଛନ୍ତି ଝିଲିକ । ସେ ଏକ ବେଙ୍ଗୋଲି ପରିବାର ରୁ ଆସି ଛନ୍ତି ମାତ୍ର ସେ ଓଡିଆ ଘରର ବୋହୁ ଏବେ । ଝିଲିକ ସାଧାରଣ ଭାବେ ଚଳଚିତ୍ର ଦୁନିଆରା ଅଟନ୍ତି । ନିଜକୁ ଚଳଚିତ୍ର ଦୁନିଆରେ ଖୁବ କମ ଦିନରେ ସେ ବହୁତ ଆଗକୁ ନେଇ ଥିଲେ । ତାଙ୍କ ଅଭିନୀତ ଚଳଚିତ୍ର ମଧ୍ୟ ସବୁଙ୍କ ମନକୁ ଛୁଇଁ ଯାଇ ଥିଲା । ଝିଲିକ ସବୁ ବେଳେ ଏକ କଥା ମନେ ରଖୀ ଥାନ୍ତି କି ସେ ଯେଉଁ କାମ କରନ୍ତି ତାକୁ ଭଲ ଭାବେ କରିବା ପାଇଁ ଚେଷ୍ଟା କରି ଥାନ୍ତି ।

ସେ ପ୍ରଥମ ଦେଖାରେ ଏମଏଲଏ ଙ୍କୁ ଭଲ ପାଇ ବସିଥିଲେ ଏହା ପରେ ଆଉ କଣ ବିବାହ ହୋଇ ଥିଲା ଦୁଇ ଜଣଙ୍କ ର ମାତ୍ର ଝିଲିକ ନିଜ ବିବାହ ରେ କେବଳ ନିଜ ପରିବାର ଲୋକଙ୍କୁ ସାମିଲ କରିବା ପାଇଁ ଭଲ ପାଇ ଥିଲେ । ସେ ଏବେ ନିଜ ଜନ୍ମ ଦିନରେ ଦୁଇ କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇ କି ସେ ବହୁତ ଖୁଶି ଅଛନ୍ତି ସେ କହିଛନ୍ତି କି ତାଙ୍କୁ ତାଙ୍କ ଜନ୍ମ ଦିନର ଏକ ସୁନ୍ଦର ଉପହାର ମିଳିଛି । ଯାହାକାଉ ସେ ଭଗବାନ ଙ୍କ ଆଶୀର୍ବାଦ ଭାବେ ଗ୍ରହଣ କରି ଛନ୍ତି ।

ଆମେ ଆଜି କହିବା  କି ଯେଉଁ ମାନେ ନିଜ ପିଲାଙ୍କୁ ଭଗବାନ ଙ୍କ ରୂପ ଭାବି ଥାନ୍ତି ସେହି ମାତା ପିତା ଖୁବ କମ ଅଛନ୍ତି ଏହି ଦୁନିଆରେ । ଏହା ଆସେହି ଲୋକଙ୍କ ଚିନ୍ତା ଧାରା ହୋଇ ପାରିବ ଯେଉଁ ମାନେ ନିଜ ସନ୍ତାନ କୁ ପ୍ରକୃତ ରେ ଭଲ ପାଉ ଥିବେ ।

ଝିଲିକ ଖୁବ ଉଚ୍ଚ ଶିକ୍ଷିତା ସେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯାଇକି ନିଷ୍ପତ୍ତି ନିଅନ୍ତି । ସେ ବହୁତ ମିଶାଣିଆ ସ୍ଵଭାବର ଅଟନ୍ତି ଯାହା ପାଇଁ ତାଙ୍କୁ ଚଳଚିତ୍ର ଜଗତର ଅନ୍ୟ ତାରକା ମାନେ ମଧ୍ୟ ବହୁତ ବହୁତ ଶୁଭକାମନା ଦେଇ ଛନ୍ତି । ସଭିଏଁ ତାଙ୍କ ଜନ୍ମ ଦିନରେ ହୋଇ ଥିବା କନ୍ୟା ସନ୍ତାନ ଙ୍କୁ ମଧ୍ୟ  ଆଶୀର୍ବାଦ କରି ଛନ୍ତି । ତେବେ ଝିଲିକ ଓ ତାଙ୍କ କନ୍ୟା ମାନେ ଭଲ ଅଛନ୍ତି ସେ ଗତ କାଲୀ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲ  ରେ ଦୁଇ କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇ ଥିଲେ । ଯାହା ଦ୍ଵାରା ଘଡାଇ ପରିବାର ମଧ୍ୟ ବହୁତ ଖୁଶି ଅଛନ୍ତି ।

ଉଭୟ ମା ଓ ପିଲା ଙ୍କ ଶୁଭକାମନା କରିଛନ୍ତି ସାରା ଓଡିଶାବାଶି । ସଭିଙ୍କ ଆଶୀର୍ବାଦ ପାଇ ଝିଲିକ ମଧ୍ୟ ବହୁତ ଖୁଶି ଅଛନ୍ତି । ତେବେ ତାଙ୍କ ଆଗାମୀ ଜୀବନରେ ଏହି ଭଳି ଖୁଶି ରହୁ ଓ ସେ ସବୁ ବେଳେ ନିଜ ଦୁଇ ସନ୍ତାନ ଓ ପରିବାର ସହ ଭଲରେ ରୁହନ୍ତୁ ଆମେ ଏହା କାମନା କରିବା ଭଗବାନ ଙ୍କ ପାଖରେ ।

Leave a Reply

Your email address will not be published. Required fields are marked *