1 ଡର୍ଜନ ପୁରୁଷଙ୍କ ସହିତ ସମ୍ପର୍କ ରଖିବା ପରେ ବି ଆଜି 50 ବର୍ଷ ବୟସରେ ଏକୁଟିଆ ଅଛନ୍ତି Bollywood ର ଏହି ହିରୋଇନ, 2 ବର୍ଷ ବି ତିଷ୍ଟିଲା ନାହିଁ ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ୯୦ ଦଶକର ବଲିଉଡ ଅଭିନେତ୍ରୀ ମନୀଷା କୋରେଇଲାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମନୀଷା ଗୋଟେ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ମନୀଷାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ମନୀଷା ୨୦୧୦ ମସିହାରେ ସମ୍ରାଟ ଦହଲଙ୍କ ସହ ହୋଇଥିଲା । ହେଲେ ବିବାହର ଦୁଇ ବର୍ଷ ପରେ ଏହି ଦୁଇଜଣଙ୍କ ତଲାକ ହୋଇଗଲା ।

ଆଜି ମନୀଷା ୫୦ ବର୍ଷର ହୋଇ ସାରିଛନ୍ତି ହେଲେ ସେ ଏକା ରହୁଛନ୍ତି । ବନ୍ଧୁଗଣ ମନୀଷା ନିଜ ଜୀବନରେ ଅନେକ ପୁରୁଷଙ୍କ ସହ ଲଭ ଅଫେୟାର ରଖିଥିଲେ ଓ ଆଜି ଆମେ ଆପଣ ମାନଙ୍କୁ ମନୀଷାଙ୍କ ଅଫେୟାର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବିବେକ ମୁଶରାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ବିବେକ ମୁଶରାନ । ମନୀଷା ଓ ବିବେକ ‘ସଉଦାଗର’ ଫିଲ୍ମରେ ଏକା ସହ କାମ କରିଥିଲେ । ଏହି ଫିଲ୍ମର ସୁଟିଙ୍ଗ ସେଟରେ ଉଭୟ ପ୍ରେମ ସମ୍ବନ୍ଧରେ ରହିଥିଲେ ହେଲେ ବହୁତ ଶୀଘ୍ର ଏହି ଦୁଇଜଣ ଅଲଗା ହୋଇଗଲେ ।

୨. ନାନା ପାଟେକର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ନାନା ପାଟେକର । ବନ୍ଧୁଗଣ ନାନାଙ୍କ ସହ ମନୀଷା ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ଥିଲେ । ଅନେକ ଥର ନାନାଙ୍କ ଘରୁ ଅଧିକ ରାତିରେ ମନୀଷା ଫେରନ୍ତି । ହେଲେ ନାନା ମନୀଷାଙ୍କୁ ଧୋକା ଦେଇଥିଲେ ।


ଡିଜେ ହୁସେନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଡିଜେ ହୁସେନ । ନାନାଙ୍କ ପରେ ମନୀଷା ଡିଜେ ହୁସେନଙ୍କ ସହ ଲଭ ରିଲେସନରେ ରହିଥିଲେ । ଡିଜେ ମନୀଷାଙ୍କ ସହ ବିବାହ କରିବାକୁ ଚାହୁଁ ଥିଲେ ହେଲେ ମନୀଷା ତାଙ୍କର ଏହି ପ୍ରସ୍ତାବକୁ ଅସ୍ଵୀକାର କରିଥିଲେ ଯାହାଫଳରେ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

ସୋସିଲ ଆନ୍ଥନି- ବନ୍ଧୁଗଣ ମନୀଷା ଗୋଟେ ସମୟରେ ସୋସିଲ ଆନ୍ଥନିଙ୍କ ସହ ମଧ୍ୟ ରିଲେସନରେ ଥିଲେ । ସୋସିଲ ଲଣ୍ଡନର ଏକ ବିଜିନେସ ମ୍ୟାନ ଥିଲେ । କିଛି ସମୟ ରିଲେସନରେ ରହିବା ପରେ ଏମାନେ ଅଲଗା ହୋଇଯାଇଥିଲେ ।

ଆରିୟନ ବେଦ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଆରିୟନ ବେଦ । ବ୍ରେକ ହେବା ପରେ ମନୀଷା ଯଥା ଶୀଘ୍ର ଅଲଗା ପୁରୁଷଙ୍କ ସହ ରିଲେସନ ରଖନ୍ତି । ସେ ଅଭିନେତା ଅରିୟାନ ବେଦଙ୍କ ସହ ମଧ୍ୟ ରିଲେସନରେ ରହିଥିଲେ । ହେଲେ କିଛି ସମୟ ରହିବା ପରେ ଏମାନେ ଅଲଗା ହୋଇଯାଇଥିଲେ ।

ପ୍ରଶାନ୍ତ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ପ୍ରଶାନ୍ତ ଚୌଧୁରୀ । ପ୍ରଶାନ୍ତଙ୍କ ସହ ମଧ୍ୟ ମନୀଷା ବହୁତ ଗଭୀର ସମ୍ପର୍କ ରଖିଥିଲେ । ହେଲେ ପରିବାରର ଚାପ ପାଇଁ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *