ସ୍କୁଲ ଯାଉଥିବା ସମୟରେ ଝିଅତିର ଆରମ୍ଭ ହେଇଗଲା ପିରିୟଡ୍ସ, ଆଉ ତା’ପରେ ପୁଅଟି ଯାହା କଲା ଦେଖିଲେ କାବା ହେଇଯିବେ ଆପଣ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣା ଟି ହେଉଛି ଯେ ସ୍କୁଲ ଯାଉଥିବା ସମୟରେ ବସ ରେ ଜଣେ ଛାତ୍ରୀ ର ପିରିୟଡ ଆରମ୍ଭ ହୋଇଗଲା । ସ୍କୁଲ ଛୁଟି ହେବା ପରେ ବସ ରେ ଛାତ୍ରୀ ଜଣଙ୍କ ଘରକୁ ଫେରୁଥିଲେ ଏବଂ ସେହି ବସ ରେ ପିରିୟଡ ହେବାକୁ ଲାଗିଲା । ଏବଂ ପିରିଅଡ ହେବା ଫଳରେ ବ୍ଲଡ଼ ଆସିବାକୁ ଲାଗିଲା ଏବଂ ସେତେବେଳେ ସେହି ବସ ରେ ଛିଡା ହୋଇଥିବା ପୁଅଟେ ଦେଖିଲା ଯେ ସେହି ଝିଅଟି ବହୁତ ଚିନ୍ତିତ ଅଛି ।

ସେହି ପୁଅ ଜଣକ ଝିଅ ଠାରୁ ବୟସରେ ୧ ବର୍ଷ ବଡ ଥିଲା । ସେହି ପୁଅ ଟି ସେହି ଝିଅ ପାଖକୁ ଯାଇ କହିଲା ମୋ ସୁଇଟର ନିଅ ଏବଂ ତାହାକୁ ନେଇ ଅଣ୍ଟା ର ତଳ ଭାଗ ରେ ବାନ୍ଧିଦିଅ । ଏହାପରେ ସେହି ଝିଅ କୁ ସଙ୍କୋଚ ହେଉଥିଲା । ମାତ୍ର ସେହି ପୁଅ ଜଣକ କହିଲା ଯେ ଆପଣ ଚିନ୍ତା କରନ୍ତୁ ନାହିଁ ମୋ ଘରେ ମୋର ମଧ୍ୟ ନିଜ ଭଉଣୀ ଅଛନ୍ତି । ତାଙ୍କ ସହିତ ମଧ୍ୟ ଏହିଭଳି ସମସ୍ୟା ହୋଇପାରେ ।

ଏହାପରେ ଝିଅଟିର ସାହାସ ଆସିଲା ଏବଂ ସେ ଅଣ୍ଟା ତଳକୁ ସ୍ଵେଟର କୁ ବାନ୍ଧିଦେଲା ଏବଂ ଏହାପରେ ସେହି ଝିଅ ଟି ନିଜ ଘରେ ଭଲରେ ନିଶ୍ଚିନ୍ତ ରେ ପହଞ୍ଚି ପାରିଲା । ଏହାପରେ ଝିଅଟି ଘରେ ପହଞ୍ଚି ସମସ୍ତ ଘଟଣା ସମ୍ବନ୍ଧରେ ନିଜ ମା’ ଙ୍କୁ କହିଲା ଏବଂ ଝିଅ ର ମା’ ଗୁଡଗାଁ ମୋମ୍ସ ଫେସବୁକ ପେଜ ରେ ଲେଖିକି କହିଲେ ଯେ ମୁଁ ସେହି ପିଲାଟିକୁ ଧନ୍ୟବାଦ କରୁଅଛି ।

ଏହା ସହିତ ସେ ଏହା ମଧ୍ୟ କହିଲେ ଯେ ଯିଏ ସଠିକ ସମୟରେ ମୋ ଝିଅ କୁ ସାହାର୍ଯ୍ୟ କରିଲା ମୁଁ ତାଙ୍କ ମା’ ଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି ଯେ କି ଏତେ ଉତ୍ତମ ପୁତ୍ର କୁ ଜନ୍ମ ଦେଲେ ଏବଂ ଏତେ ସୁନ୍ଦର ଶିକ୍ଷା ମଧ୍ୟ ଦେଉଛନ୍ତି ।

ସେହି ଝିଅର ମା’ ଏହା ମଧ୍ୟ କହିଲେ ଯେ ମୁଁ ଏହିଭଳି ପୁଅ ଙ୍କ ମା’ ଙ୍କୁ ଶତବାର ନତମସ୍ତକ କରିବାକୁ ଚାହୁଁଛି ଯିଏ ନିଜ ପୁଅ କୁ ଏତେ ଉତ୍ତମ ସଂସ୍କାର ଶିଖାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *