ଝିଅଙ୍କ ପାଇଁ ନର୍କ ତାଲିବାନର ଆଫଗାନିସ୍ତାନ…ଯେଉଁଠି ସ୍ୱାମୀ କାଟିଦିଏ ନାକ…ପୁରା Video ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ

ନମସ୍କାର ବନ୍ଧୁଗଣ ତାଲିବାନି ଏବେ ଆଫଗାନିସ୍ତାନ କୁ ଶାସନ କରିଛନ୍ତି । ଏହା ସହ ମହିଳା ମାନଙ୍କ ପାଇଁ ସରିଆ ଆଇନ ମଧ୍ୟ ଲାଗୁ କରାଯାଇଛି । ଏହି ନିୟମ ଅଧୀନରେ ରେ ଆଜି ବି ତାଲିବାନ ମହିଳା ମାନଂକୁ କଠୋର ରୁ କଠୋର ଦ-ଣ୍ଡ ରେ ଦ-ଣ୍ଡି-ତ କରୁଛି । ସରିଆ ଆଇନ ର ଚରମ ସୀମା ଟପି ତାଲିବାନ ମାନେ ମହିଳା ମାନଂକୁ ଦ-ଣ୍ଡ ଦେଇଥାନ୍ତି । ତେବେ ଇତିହାସ ରେ ଏଭଳି ସମୟ ଥିଲା ଯେତେବେଳେ ଆଫଗାନିସ୍ତାନ କୁ ଏକ ଉଦାର ବାଦୀ ରାଷ୍ଟ୍ର କୁହା ଯାଉଥିଲା ।

ଏଠାରେ ମହିଳା ମାନଙ୍କ ପାଇଁ କୌଣସି କ-ଠୋ-ର ଦ-ଣ୍ଡ ନ ଥିଲା । ଆଉ ଏ ଥିଲା ୧୯୨୭ ମସିହାର କଥା । ସେହି ସମୟରେ ଆଫଗାନିସ୍ତାନ ର ରାଣୀ ସୋରେଆ ତାରଜି ବୁର୍ଖା ବର୍ଜନ କରିଥିଲେ ତାଙ୍କ କହିବା କଥା ଥିଲା ମହିଳା ମାନେ ବୁର୍ଖା ପିନ୍ଧିବା କୌଣସି ଆବଶ୍ୟକତା ନାହିଁ ଏବଂ ପୁରୁଷ ମାନେ ବହୁ ବିବାହ କରିବା ଉଚିତ ନୁହେଁ । ଅମାନ ଉଲ୍ଲା ଖାନ ଯେତେବେଳେ ୧୯୧୯ ମସିହାରେ ଆଫଗାନିସ୍ତାନ ର ଶାସନ ଗାଦି ସମ୍ଭାଳି ଲେ ସେତେବେଳେ ତାଙ୍କ ସ୍ତ୍ରୀ ସୋରେଆ ତାରଜି ଙ୍କ ଚିନ୍ତା ଧାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା ।

ଯୁଗ ଯୁଗ ରୁ-ଢ଼ି ବାଦୀ ଏବଂ ପ୍ରାଚୀନ ସଂସ୍କୃତି କୁ ମାନି ରହୁଥିବା ଲୋକ ମାନଙ୍କ ପାଇଁ ଏହି ଚିନ୍ତା ଧାରା ନୂଆ ଥିଲା ଏହା ସହ ଧର୍ମାନ୍ଦ ଙ୍କ ପାଇଁ ଘୃ-ଣା ଥିଲା । ତେବେ ସୋରେଆ କାବୁଲ ରେ ମହିଳା ମାନଙ୍କ ପାଇଁ ଅନେକ ନୂଆ ନୂଆ ପଦକ୍ଷେପ ନେଲେ ଏବଂ ୧୯୨୦ ମସିହାରେ ସେ ପ୍ରଥମ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସ୍ଥାପନ କରିଥିଲେ ତେବେ ଧୀରେ ଧୀରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଦେଶ କୁ ପ୍ରଗତିଶୀଳ କରେଇବାରେ ଲାଗିଥିଲେ ।

କିନ୍ତୁ ଏହା ମଧ୍ୟରେ ଆରମ୍ଭ ହୋଇଥିଲା ଗୃହ ଯୁ-ଦ୍ଧ । ଏହା କାରଣ ଯୋଗୁଁ ସୋରେଆ ଏବଂ ତାଙ୍କ ପରିବାର ଙ୍କୁ ବାଧ୍ୟ ହୋଇ ଆଫଗାନିସ୍ତାନ ଛାଡି ଯିବାକୁ ପଡିଥିଲା ଏବଂ ପରେ ଏହି ଗୃହ ଯୁ-ଦ୍ଧ ବହୁତ ଲମ୍ବା ଚାଲିଥିଲା । ତେବେ ମଝିରେ କିଛି ଶାନ୍ତି ପରେ ୧୯୭୯ ର ସୋଭିଏତ ଆକ୍ରମଣ ସହିତ ଯୁ-ଦ୍ଧ ହୋଇଥିଲା ଆଫଗାନିସ୍ତାନ ର ନିୟତି । ଆଉ ଏ ଯୁ-ଦ୍ଧ ର ସବୁଠାରୁ ବଡ଼ ଶି-କା-ର ହୋଇଥିଲେ ଆଫଗାନିସ୍ତାନ ର ମହିଳା ମାନେ ।

ସେମାନଙ୍କ ଠାରୁ ସେମାନଙ୍କ ସ୍ଵାଧିନତା ଛଡାଇ ଦିଆ ଗଲା । ସେମାନଙ୍କୁ ଗୃ-ହ-ବ-ନ୍ଦୀ କରି ରଖା ଗଲା । ୧୯୯୬ ରେ ଆଫଗାନିସ୍ତାନ ରେ ତାଲିବାନ ଶାସନ ଆରମ୍ଭ ହୋଇଥିଲା ଦେଶରେ ସରିଆ ଆଇନ ଲାଗୁ ହେଲା । ସାର୍ବଜନୀନ ଦ-ଣ୍ଡ ଦେବାର ନିୟମ କରାଗଲା । ତାଲିବାନୀ ଶାସନ ଆରମ୍ଭ ପରେ ମହିଳା ମାନଙ୍କ ଜୀଵନ ନ-ର୍କ ହୋଇଗଲା । ମାମୁଲି କଥା ପାଇଁ କ-ଠୋ-ର ଦ-ଣ୍ଡ ଦେବା ତାଲିବାନ ର ଅଭ୍ୟାସ ହୋଇଗଲା । ତେବେ ଏହିଭଳି କିଛି କାହାଣୀ ରହିଛି ସେଠାକାର ଜଣେ ମହିଳା ଆଏଶା ଙ୍କ ର ।

ପନ୍ଦର ବୟସ ରେ ହିଁ ଆଏଶା ଙ୍କ ବିବାହ କରା ଦିଆଗଲା । ଶା-ରି-ରୀ-କ ଏବଂ ମା-ନ-ସି-କ ନି-ର୍ଯ୍ୟା-ତ-ନା ଯୋଗୁଁ ସେ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ତାଲିବାନ ଝିଅ ମାନଙ୍କ ପଳାଇବା କୁ ସ୍ୱୀକାର କରୁ ନଥିଲା । ଘର ଛାଡ଼ି ପଳାଇଥିବା ଆଏଶା ଙ୍କୁ ଫୁଣି ତାଙ୍କ ସ୍ୱାମୀ ଙ୍କ ପାଖରେ ହସ୍ତାନ୍ତର କରାଗଲା । ଦ-ଣ୍ଡ ସ୍ୱରୂପ ସ୍ୱାମୀ ଆଏଶା ଙ୍କ ଦୁଇ କାନ ଏବଂ ନାକ କାଟିଦେଲେ । ବର୍ତ୍ତମାନ ଫୁଣି ଥରେ ଆଫଗାନିସ୍ତାନ ରେ ତାଲିବାନ ର ଶାସନ ଆରମ୍ଭ ହୋଇ ଯାଇଛି ।

ତେବେ ବର୍ତ୍ତମାନ ଏକ ବହୁତ ବଡ଼ ଆଶ୍ଚର୍ଯ୍ୟ ଜନକ ଏବଂ ଲୋ-ମ ଟା-ଙ୍କୁ-ରା ଖବର ସାମ୍ନା କୁ ଆସିଛି । ଘଟଣା ଟି ହେଉଛି ଜଣେ ମହିଳା ଙ୍କ ଘରେ ପଶି ତାଲିବାନ ର କିଛି ଲୋକ ତାଙ୍କୁ ରାନ୍ଧିବା ପାଇଁ କହିଥିଲେ ତେବେ ସେ ରାନ୍ଧି ମଧ୍ୟଥିଲେ । ତେବେ ତାଙ୍କ ହାତ ରନ୍ଧା ଖାଦ୍ୟ ସେମାନଙ୍କୁ ପସନ୍ଦ ଆସି ନଥିଲା ତେଣୁ ସେମାନେ ଦ-ଣ୍ଡ ସ୍ୱରୂପ ତାଙ୍କୁ ଜି-ଅ-ନ୍ତା ଜା-ଳି ଦେଇଥିଲେ । ତେବେ ବର୍ତ୍ତମାନ ଆଫଗାନିସ୍ତାନ ମହିଳା ମାନଙ୍କ ପାଇଁ ଏକ ନ-ର୍କ ର କ୍ଷେତ୍ର ପାଲଟି ଯାଇଛି ।

Leave a Reply

Your email address will not be published. Required fields are marked *