‘ଝିଅମାନେ ଅଶ୍ଵିନୀଙ୍କ ପାଇଁ ପୁରା ପାଗଳ, ସେଦିନ college ରେ ଷ୍ଟେଜ ଚଢିଲା ବେଳକୁ ତାଙ୍କ ଦେହରେ ଡ୍ରେସ ନାହିଁ, ସତ ଯେତେବେଳେ ମୁଁ ଦେଖିଲି….’

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଯୋଡି ଅଶ୍ଵିନୀ ଏବଂ ପ୍ରେରଣା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଅଶ୍ଵିନୀ ଙ୍କର ଅନେକ ଫ୍ୟାନଫଲୋଇଙ୍ଗ ରହିଥିବା ବେଳେ ପ୍ରେରଣାଙ୍କର ମଧ୍ୟ ରହିଛନ୍ତି । କିନ୍ତୁ ଅଶ୍ଵିନୀ ଙ୍କ ପାଇଁ ଝିଅମାନେ କିଭଳି ଭାବରେ ପାଗଳ ସେ ସମ୍ବନ୍ଧରେ ନିଜର ଅନୁଭୂତି ସେୟାର କରିଛନ୍ତି ପ୍ରେରଣା । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ପ୍ରେରଣା କହିଛନ୍ତି ଯେ ଯେତେବେଳେ ଉଭୟ ଙ୍କର ବନ୍ଧୁତା ହୋଇଥିଲା ସେତେବେଳେ ଅଶ୍ଵିନୀ ପ୍ରେରଣାଙ୍କ ପାଇଁ ଚକୋଲେଟ ନେଇ ଆସନ୍ତି ।

ଯେବେ କି ସେ ଜାଣିଥାନ୍ତି ଯେ ପ୍ରେରଣା ଚକୋଲେଟ ଖାଆନ୍ତି ନାହିଁ କି ତାଙ୍କୁ ଚକୋଲେଟ ପସନ୍ଦ ନୁହେଁ, ତେବେ ଅଶ୍ଵିନୀ ଆଉ କାହା ପାଇଁ ଆଣି ପ୍ରେରଣା ଙ୍କୁ ଦିଅନ୍ତି ନା ପ୍ରେରଣା ଙ୍କୁ ଦିଅନ୍ତି ତାହା ସେ ଜାଣିନଥିଲେ । ମାତ୍ର ସେତେବେଳେ କେବଳ ବନ୍ଧୁତା ଥିଲା ଅନ୍ୟ କିଛି ସମ୍ପର୍କ ନଥିଲା । ଏତେ ପିଲା ଥିଲେ ତେବେ ଅଶ୍ଵିନୀ ଙ୍କୁ କାହିଁ ପସନ୍ଦ କରିଲେ ପ୍ରେରଣା ଏଭଳି ଏକ ପ୍ରଶ୍ନ କୁ ନେଇ ପ୍ରେରଣା କହିଥିଲେ ଯେ ଭଗବାନ ଙ୍କ ହାତ ଯେଉଁଠାରେ ରହିଥାଏ ସେହିଠାରେ ହିଁ ଯୋଡି ବନିଯାଇଥାଏ ।

ଅଶ୍ଵୀନୀଙ୍କର ବହୁତ ଭଲ ଭଲ କ୍ଵାଲିଟି ଅଛି, ଏଥିପାଇଁ ପ୍ରେରଣା କ’ଣ ଅନ୍ୟ ଝିଅ ମଧ୍ୟ ନିଶ୍ଚିତ ଭାବରେ ପସନ୍ଦ କରିବେ । ଏହା ସହିତ ପ୍ରେରଣା କହିଥିଲେ ଯେ ସବୁ ଝିଅମାନେ ଯେମିତି ମନର ମଣିଷ ଖୋଜନ୍ତି ଅଶ୍ଵିନୀ ଙ୍କ ମଧ୍ୟରେ ବହୁତ ଗୁଡାଏ ସେହିଭଳି କ୍ଵାଲିଟି ରହିଅଛି ।

ଯେତେବେଳେ ଉଭୟ ବହୁତ ଗୁଡିଏ ପ୍ରୋଗ୍ରାମ କରୁଥିଲେ ସେତେବେଳେ ବହୁତ ଗୁଡିଏ ଇଭେଣ୍ଟ ଆସିଥାଏ । ପ୍ରେରଣା ସେତେବେଳେ ଦେଖନ୍ତି ଯେ ସେ ଯେତେବେଳେ ଜାଆନ୍ତି ସେ ଦେଖନ୍ତି ତାଙ୍କର ଝିଅ ଫ୍ୟାନ୍ସ ଫଲୋଇଙ୍ଗ ବହୁତ ଅଛନ୍ତି ସେତେବେଳେ ତାଙ୍କର ଲାଇଭ ସୋ ଗୁଡିକ କରନ୍ତି ଟେଲିଭିଜନରେ ଏବଂ ଲଭଗୁରୁ ମଧ୍ୟ କରିଥିଲେ । ଝିଅମାନେ ସେଥିପାଇଁ ପାଗଳ ଥିଲେ ଅଶ୍ଵିନୀ ଙ୍କ ପାଇଁ ।

ବାଲେଶ୍ଵର ଯାଇଥିଲେ ଉଭୟ ଗୋଟିଏ କଲେଜ ପ୍ରୋଗ୍ରାମରେ, ସେତେବେଳେ ଅଶ୍ଵିନୀ ଙ୍କ ଏଣ୍ଟ୍ରି ଥିଲା ଏହାପରେ ପ୍ରେରଣା ଙ୍କ ଏଣ୍ଟ୍ରି ଥିଲା । ପ୍ରଥମେ ଗାଡିରୁ ଅଶ୍ଵିନୀ ଓହ୍ଲାଇ ଷ୍ଟେଜ ଉପରକୁ ଯାଇଥିଲେ । ମାତ୍ର ପ୍ରେରଣା ଦେଖିବାକୁ ପାଇଲେ ଯେ ଅଶ୍ଵିନୀଙ୍କ ଦେହରେ ସାର୍ଟ ନଥିଲା ।

ଝିଅମାନେ ସବୁ ମିଶି ଚିରି ଦେଇଥିଲେ ଅଶ୍ଵିନୀ ଙ୍କ ସାର୍ଟ । ସାର୍ଟରେ ବଟନ ନଥିଲା ସାର୍ଟ କୁ ସଂପୂର୍ଣ୍ଣ ଭାବରେ ଖୋଲିଦେଇଥିଲେ ଝିଅମାନେ ମିଶି । ଅଶ୍ଵିନୀ ଙ୍କ ପାଇଁ ଝିଅମାନଙ୍କ କ୍ରେଜ ସେତେବେଳେ ମଧ୍ୟ ଥିଲା ଆଜି ମଧ୍ୟ ରହିଛି ବୋଲି କହିଲେ ସ୍ତ୍ରୀ ପ୍ରେରଣା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *