ଦେଖନ୍ତୁ କେବେ ଓ କିପରି Prerana ଙ୍କୁ Aswini ଙ୍କ ସହ ହେଲା ପ୍ରେମ, ସବୁ କଥା ଖୋଲି କହିଦେଲେ ପ୍ରେରଣା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ତଥା ଅଙ୍କର ଅଶ୍ଵିନୀ ଏବଂ ଅଭିନେତ୍ରୀ ପ୍ରେରଣା ଙ୍କ ବିବାହ ବୈଦିକ ରୀତି ଅନୁଯାୟୀ ସମାପ୍ତ ହୋଇଛି । ସ୍ଵାମୀ ଅଶ୍ଵିନୀ ଙ୍କୁ ନେଇ କ’ଣ କହିଛନ୍ତି ପ୍ରେରଣା ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅଭିନେତ୍ରୀ ପ୍ରେରଣା କହିଛନ୍ତି ଯେ ସେ ମନର ମଣିଷଙ୍କୁ ପାଇଛନ୍ତି, ତାଙ୍କୁ ଜଣେ ଭଲ ମଣିଷ ବୋଲି ବହୁତ ମାନ୍ୟତା ଦେଇ ଆସିଛନ୍ତି ।

ଅଶ୍ଵିନୀ ଙ୍କ ପର୍ଶନାଲିଟି ପ୍ରେରଣା ଙ୍କୁ ବହୁତ ପସନ୍ଦ ହୋଇଥିଲା ଏଣୁ ସେ ତାଙ୍କ ହାତ ଧରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦର୍ଶକ ମାନଙ୍କ ଭଲ ପାଇବା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ରହିଥିବାରୁ ବହୁତ ଖୁସି ଲାଗୁଛି ବୋଲି ପ୍ରେରଣା କହିଥିଲେ । ଅଶ୍ଵିନୀ ଙ୍କ ପ୍ରୋଫେସନାଲି ଯେଉଁଦିନ ଜାଣିଲେ ପ୍ରେରଣା ସେ ତାଙ୍କ ପାଖରେ ଗୋଟିଏ ସୁଗୁଣ ଦେଖିବାକୁ ପାଇଥିଲେ ତାହା ହେଉଛି ଅଶ୍ଵିନୀ ଯେଉଁ କାମକୁ ନିଅନ୍ତି ସେହି କାମକୁ ସଂପୂର୍ଣ୍ଣ ଭାବରେ ପୁରା କରନ୍ତି ।

ଅଶ୍ଵିନୀ ଙ୍କ ଏହି ଗୁଣଟି ପ୍ରେରଣା କୁ ବହୁତ ଭଲ ଲାଗିଥିଲା । ଓଡିଆ ଇଣ୍ଡଷ୍ଟ୍ରୀରେ ଗୋଟିଏ ସମୟ ଆସିଲା ଯେ ଯେଉଁଥିରେ ଉଭୟ ଉଭୟଙ୍କୁ ଜାଣିଲେ ତଥା ଏକା ସହିତ କାମ କରିଲେ । ଏହାପରେ ଗୋଟିଏ ସମୟ ଆସିଲା ଯେଉଁଠାରେ ଦର୍ଶକ ମାନେ ଉଭୟଙ୍କୁ ଆପଣାଇ ନେଲେ । ଏହା ପରେ ଏକ ସମୟ ଆସିଲା ଯେ ଅଶ୍ଵିନୀ ଏବଂ ପ୍ରେରଣା ଦୁହେଁ ନିଜ ସମ୍ପର୍କ କୁ ଅନୁଭବ କରିବା ଆଗରୁ ଲୋକେ ତାହାକୁ ଅନୁଭବ କରିଲେ ।

ସମସ୍ତେ କହିଲେ ଯେ ଏହି ଯୋଡି ସ୍କ୍ରିନ ଉପରେ ବହୁତ ଭଲ ଲାଗୁଛନ୍ତି ଏହାପରେ ସମସ୍ତଙ୍କ କମେଣ୍ଟ ଆସିବାକୁ ଲାଗିଥିଲା ସୋ-ସି-ଆ-ଲ ମି-ଡି-ଆରେ । ତେବେ ସେଠାରେ କୌଣସି ନା କୌଣସି କଥା ଉଭୟ ମସ୍ତିଷ୍କକୁ ଆସିଥିଲା । ଏହାପରେ ଉଭୟଙ୍କୁ ଲାଗିଥିଲା ଯେ କେଉଁଠି ନା କେଉଁଠି ଉଭୟ ପରସ୍ପର ର ହାତ ଧରି ଦୁଇ ପରିବାର ସହିତ ଆଗକୁ ବଢି ପାରିବେ ତଥା ଜୀବନ ବିତାଇ ପାରିବେ ।

ସେହି ଦିନର କୌଣସି ମୂହୁର୍ତ୍ତ ବା ତାରିଖ ନଥିଲା ସେହି ଦିନଠାରୁ ଅଶ୍ଵିନୀ ଙ୍କ ପ୍ରେମରେ ପ୍ରେରଣା ଏବଂ ପ୍ରେରଣା ଙ୍କ ପ୍ରେମରେ ଅଶ୍ଵିନୀ ପଡିଥିଲେ । ଏହିଭଳି ଭାବରେ ଅଶ୍ଵିନୀ ଙ୍କୁ ନେଇ ନିଜ ମନର କଥା ସେୟାର କରିଛନ୍ତି ପ୍ରେରଣା । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *