Chanakya Niti – ଝିଅ ମାନଙ୍କର ଏହି 4 ଟି ଯଦି ବଡ ଥାଏ ତେବେ ସେମାନେ ହେଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ମହିଳା ମାନଙ୍କୁ ଦେବୀର ରୂପ ଦିଆଯାଇଛି । ସେଥିପାଇଁ ଭାରତରେ ମହିଳା ମାନଙ୍କୁ ବହୁତ ମାନ ସମ୍ମାନ ଦିଆଯାଇଥାଏ । ବନ୍ଧୁଗଣ ଗରୁଡ ପୁରାଣ ଓ ସମୁଦ୍ର ପୁରାଣରେ ମହିଳା ମାନଙ୍କ ଅଙ୍ଗ ବିଷୟରେ ବହୁତ କିଛି ବର୍ଣ୍ଣନା କରାଯାଇଛି । ଏହି ପୁରାଣରେ ମହିଳା ମାନଙ୍କର କେସ ରୁ ନେଇ ସେମାନଙ୍କର ନଖର ସ୍ଥିତି ବିଷୟରେ କୁହାଯାଇଛି । କେଉଁ ମହିଳା କେଉଁ ପୁରୁଷ ପାଇଁ ଉପଯୋଗୀ ବା ଭାଗ୍ୟଶାଳୀ ଅଟେ ଏହା ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ବନ୍ଧୁଗଣ ଏହି ପୁରାଣରେ ମହିଳା ମାନଙ୍କର କିଛି ଅଙ୍ଗ ବିଷୟରେ କୁହାଯାଇଛି ଯାହା ବଡ ହୋଇଥିଲେ ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ସେଥିପାଇଁ ଘର ପରିଜନ ମାନେ ଯେତେବେଳେ ନିଜ ପୁଅ ପାଇଁ ଝିଅ ଦେଖିବା ପାଇଁ ଯାଇଥାନ୍ତି ସେତେବେଳେ ସେହି ଝିଅର ଅଙ୍ଗ ଉପରେ ଧ୍ୟାନ ଦେଇଥାନ୍ତି । ବନ୍ଧୁଗଣ ମହିଳା ମାନଙ୍କର ଏପରି କିଛି ଅଙ୍ଗ ରହିଛି ଯାହା ବଡ ହୋଇଥିଲେ ସେହି ମହିଳା ସ୍ଵାମୀ ଓ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଲମ୍ବା ଓ ବଡ କେଶ- ଶାସ୍ତ୍ର ଅନୁଯାଇ ଯେଉଁ ମହିଳା ମାନଙ୍କର ଲମ୍ବା ଓ ଘନ କେସ ଥାଏ ସେହି ମହିଳା ମାନେ ଉଚକୋଟିର ହୋଇଥାନ୍ତି । ସାଧାରଣତଃ ଏହି ମହିଳା ମାନେ ଶୁଭ୍ରତା ଓ ସୁନ୍ଦରତାର ପ୍ରତୀକ ହୋଇଥାନ୍ତି । ଯଦି ଆପଣଙ୍କ ଭଗବତୀ ଦେବୀଙ୍କର କୌଣସି ଫଟୋ ଦେଖିବେ ତା ହେଲେ ଆପଣ ଜାଣିପାରିବେ ମହିଳା ମାନଙ୍କ ପାଇଁ ଲମ୍ବା କେସ ବହୁତ ଭାଗ୍ୟଶାଳୀ ହୋଇଥାଏ । ଏହି ମହିଳା ମାନେ ଯାହା ଘରକୁ ଯାଇଥାନ୍ତି ସେମାନଙ୍କର ଭାଗ୍ୟ ବଦଳି ଯାଇଥାଏ ।

୨. ଲମ୍ବା ବେକ- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଲମ୍ବା ବେକ ଥିବା ମହିଳା ମାନଙ୍କୁ ମଙ୍ଗଳକାରୀ ମନା ଯାଇଛି । ଏହି ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି, ଏମାନେ ଥିବା ପର୍ଯ୍ୟନ୍ତ ସେମାନଙ୍କ ସ୍ଵାମୀ ମାନଙ୍କ ପାଖରେ କେବେ ହେଲେ ଧନର ଅଭାବ ହୋଇନଥାଏ ।

୩.ବଡ ବକ୍ଷସ୍ଥଳ- ସାମୁଦ୍ରିକ ଶାସ୍ତ୍ର ଓ ଭବିଷ୍ୟ ପୁରାଣରେ ଏହା କୁହାଯାଇଛି ଯେ, ବଡ ବକ୍ଷସ୍ଥଳର ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କର ବଡ ବକ୍ଷସ୍ଥଳ ଧନ ଓ ସମ୍ପତ୍ତିର ପ୍ରତୀକ ଅଟେ । ପ୍ରାଚୀନ ଦେବୀ ସ୍ଥଳରେ ଆପଣ ମାନେ ଦେଖିପାରିବେ ଶିଳ୍ପକାର ମାନେ ବଡ ବକ୍ଷସ୍ଥଳକୁ ସୌଭାଗ୍ୟ ରୂପେ ପ୍ରସ୍ତୁତ କରିଛନ୍ତି । ଏହି ମହିଳା ମାନେ ତାଙ୍କ ସ୍ଵାମୀ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୪. ମୋଟା ଓ ଅଧିକ ଚର୍ବି ଥିବା ଜଙ୍ଘ- ଯେଉଁ ମହିଳା ମାନଙ୍କର ଜଙ୍ଘ ଅଧିକ ମୋଟା ଓ ଚର୍ବି ବାଲା ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ କାରଣରୁ ସ୍ବାମୀଙ୍କୁ ଘର ଓ ବାହନର ସୁଖ ବହୁତ ସହଜରେ ମିଳିଯାଇଥାଏ । ଏହି ମହିଳା ମାନେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି କିଛି ସୁନ୍ଦର ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *