ଦେଖନ୍ତୁ କେମିତି କୁନି ଝିଅ ସହ ମସ୍ତି କରୁଛନ୍ତି ହିରୋଇନ Varsha Priyadarshini, ଦେଖନ୍ତୁ Video

ବନ୍ଧୁଗଣ, ଆମ୍ଭ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ଅନେକ ନାୟକ ନାୟିକା ରହିଛନ୍ତି ଯେଉଁମାନେ ନିଜ ଅଭିନୟ ର ଜାଦୁରେ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି । ନିଜ ମନ ପସନ୍ଦ ର ନାୟିକା ତଥା ନାୟକ ମାନଙ୍କୁ ଟିଭି ପରଦାରେ ଦେଖିବା ପାଇଁ ଚାହିଁ ବସିଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ଆପଣ ମାନେ ବର୍ଷା ଙ୍କୁ ନିଶ୍ଚିତ ଭାବରେ ଅନେକ ପ୍ରସିଦ୍ଧ ଚଳଚିତ୍ର ମାନଙ୍କରେ ଅଭିନୟ କରିଥିବାର ଦେଖିଥିବେ । ବର୍ଷା ନିଜ ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଥିବାର ନଜର ଆସିଛନ୍ତି । କିଛି ସମୟ ପୂର୍ବେ ଅନୁଭବ ଙ୍କ ସହିତ ପ୍ରେମ ବିବାହ କରିଥିଲେ ବର୍ଷା । ମାତ୍ର ଉଭୟଙ୍କ ଦାମ୍ପତ୍ୟ ଜୀବନରେ କୌଣସି କାରଣରୁ ବି-ବା-ଦ ଲାଗି ବର୍ତ୍ତମାନ ସେମାନେ ଅଲଗା ହୋଇଯାଇଛନ୍ତି ।

କିନ୍ତୁ ଦର୍ଶକେ ଉଭୟଙ୍କୁ ଏକା ସହିତ ଦେଖିବାକୁ ବେସ ପସନ୍ଦ କରନ୍ତି । ନିକଟରେ ଏକ ଭି-ଡି-ଓ ରେ ବର୍ଷା ଜଣେ କୁନି ଝିଅ ସହିତ ଖେଳୁଥିବାର ନଜର ଆସିଛନ୍ତି । ଏଥିରେ ତାଙ୍କ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଅଛନ୍ତି । କୁନି ଝିଅଟି ସହିତ ବର୍ଷା ଖଟ ଉପରେ ବସି ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଜେଭଳି ଝିଅଟି ସହିତ ଖେଳି ନିଜେ ଗୋଟିଏ କୁନି ଝିଅ ପାଲଟି ଯାଇଛନ୍ତି ।

ଏହା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ନିଜ ସମ୍ପର୍କୀୟ ଙ୍କ ସହିତ କିଛି ସ୍ମରଣୀୟ ଫଟୋଚିତ୍ର କୁ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ରେ ସେ-ୟା-ର କରିଛନ୍ତି । ଏଥିରେ ସେ ବହୁତ ଖୁସ ଅଛନ୍ତି । ଓଲିଉଡ ରେ ନମ୍ବର ୧ ନାୟିକା ଭାବରେ ବର୍ଷା ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କୁ ଓଲିଉଡ ର କୁଇନ ସହିତ ଚୁଲବୁଲି ନାୟିକା ମଧ୍ୟ କୁହାଯାଏ ।

ଏକ ଆଗ ଧାଡିର ଅଭିନେତ୍ରୀ ହେବା ସହିତ ସେ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । ମହାମାରୀ କରୋନା ସମୟରେ ସେ ଅନେକ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି । ଖାଇବାକୁ ପାଉନଥିବା ଅସହାୟ ଲୋକଙ୍କ ନିମନ୍ତେ ଦେବଦୂତ ସାଜି କିଛି ମାତ୍ରାରେ ତାଙ୍କ କ୍ଷ୍ୟୁଧା କୁ ମେଣ୍ଟାଇ ଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *