ବନ୍ଧୁଗଣ ରାତିରେ ଶୋଇବା ସମୟରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ତକିଆର ଆବଶ୍ୟକତା ପଡିଥାଏ । ବନ୍ଧୁଗଣ ଏହି ମାମୁଲି ତକିଆ ମାମୁଲି ହୋଇଥିଲେ ମଧ୍ୟ ସବୁ ମାମୁଲି ଜିନିଷ ମାମୁଲି ହୋଇନଥାଏ । ଆପଣ ମାନେ ତ ଏହା ନିଶ୍ଚୟ ଶୁଣିଥିବେ ଯେ, ମଣିଷ ଯେତେ ଧନୀ ହୋଇଯାଉ ନା କାହିଁକି ତାକୁ ଶୋଇବା ପାଇଁ ସୁନାର ତକିଆ ନୁହେଁ କେବଳ ଏକ ମାମୁଲି ତକିଆର ଆବଶ୍ୟକତା ରହିଥାଏ ।ବନ୍ଧୁଗଣ ଏହି ତକିଆ ଦେଖିବା ପାଇଁ ମାମୁଲି ହୋଇଥିଲେ ମଧ୍ୟ ଆପଣ ଏହାର ଠିକ ଉପଯୋଗ କରି ରାତିଆ ରାତି ଧନୀ ହୋଇପାରିବେ ।
ବନ୍ଧୁଗଣ ଏମିତି କିଛି ଜିନିଷ ରହିଛି ଯାହାକୁ ତାକିଆ ତଳେ ରଖି ସୋଇଲେ ମଣିଷର ଭାଗ୍ୟ ବଦଳି ଯାଇଥାଏ । ବନ୍ଧୁଗଣ ଏହି ସବୁ ଜିନିଷରେ ସକାରାତ୍ମକ ଊର୍ଜା ଭରପୁର ମାତ୍ରାରେ ରହିଥାଏ ଯାହା ମଣିଷ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ଗୁଡିକ ବିଷୟରେ ।
୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ମୟୂର ପଙ୍ଖ । ମୟୂର ପଙ୍ଖରେ ବହୁତ ସକାରାତ୍ମକ ଊର୍ଜା ରହିଥାଏ । ବନ୍ଧୁଗଣ ନିଜ ଜୀବନରେ ସଫଳତା ହାସଲ କରିବା ପାଇଁ ଆପଣ ନିଜ ତକିଆ ତଳେ ଏକ ମୟୂର ପଙ୍ଖକୁ ନିଶ୍ଚୟ ରଖନ୍ତୁ ।
ଏହା ବହୁତ ଲାଭକାରୀ ସିଦ୍ଧ ହୋଇଥାଏ । ତକିଆ ତଳେ ମୟୂର ପଙ୍ଖ ରଖି ସୋଇଲେ ବ୍ୟକ୍ତିର କୁଣ୍ଡଳୀରେ ଲାଗି ରହିଥିବା ସମସ୍ତ ଦୋଷ ଧୀରେ ଧୀରେ ସମାପ୍ତ ହୋଇଯାଇଥାଏ । ଏହା ସହିତ ବ୍ୟକ୍ତିକୁ ନିଜ ଭାଗ୍ୟର ପୂର୍ଣ୍ଣ ସହାୟତା ମିଳିଥାଏ । ଯେତେବେଳେ ଆପଣ ସଖାଳେ ଉଠିବେ ସେତେବେଳେ ତକିଆ ତଳୁ ଏହି ମୟୂର ପଙ୍ଖର ଦର୍ଶନ ନିଶ୍ଚୟ କରିବେ
୨. ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ତୁଳସୀ ପତ୍ର । ଆପଣ ମାନେ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ଚାରି ରୁ ପାଞ୍ଚଟି ତୁଳସୀ ପତ୍ର ରଖିଦିଅନ୍ତୁ । ବନ୍ଧୁଗାନ ତୁଳସୀ ଗଛକୁ ହିନ୍ଦୁଧର୍ମରେ ଏକ ପବିତ୍ର ଗଛର ମାନ୍ୟତା ଦିଆଯାଇଛି । ତେଣୁ ଯଦି ଆପଣ ଏହାର ପତ୍ରକୁ ନିଜ ତକିଆ ତଳେ ରଖି ସୋଇବେ ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ । ଏହା ସହିତ ଆପଣଙ୍କ ଘରେ ସୁଖ ସମୃଦ୍ଧିର ଆଗମନ ହେବ । ହେଲେ ବନ୍ଧୁଗଣ ତୁଳସୀ ପତ୍ରକୁ ସନ୍ଧ୍ୟା ପରଠାରୁ ଭୁଲ ସେ ମଧ୍ୟ ଛିଡାଇବେ ନାହିଁ ତେଣୁ ଆପଣ ଏହି ପତ୍ରକୁ ଦିନ ସମୟରେ ଛିଡାଇ ନିଜ ତକିଆ ତଳେ ରଖିଦିଅନ୍ତୁ ।
୩. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ସୁନା ଏବଂ ଚାନ୍ଦି ମିଶ୍ରିତ କୌଣସି ଧାତୁ । ସାଧାରଣତଃ ମହିଳା ମାନେ ଶୋଇବା ସମୟରେ ନିଜ ତକିଆ ତଳେ ସୁନା ବା ଚାନ୍ଦି ମିଶ୍ରିତ କୌଣସି ଜିନିଷକୁ ରଖିଦିଅନ୍ତୁ । ବନ୍ଧୁଗଣ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । କାରଣ ଗୋଟେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ ବା ନର୍କରେ ପରିଣତ କରିପାରିବ ।
ତେଣୁ ଯଦି ମହିଳା ମାନେ ଶୋଇବା ସମୟରେ ସୁନା ବା ରୂପା ମିଶ୍ରିତ କୌଣସି ଜିନିଷକୁ ନିଜ ତକିଆ ତଳେ ରଖି ସୋଇବେ ତା ହେଲେ ସେହି ଘରେ ମା ଲକ୍ଷ୍ମୀଙ୍କର ଆଗମନ ନିଶ୍ଚୟ ହେବ । ସେହି ଘରର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ମଝବୁତ ହୋଇଯିବ ଓ ସେହି ଘରର ମୁଖିଆ ସମସ୍ତ କ୍ଷେତ୍ରରୁ ପ୍ରଚୁର ଧନଲାଭ କରିବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ