ଅଣ୍ଟା ଠାରୁ ନେଇ ପୁରା ଗୋଡ ବିନ୍ଧା ପର୍ଯ୍ୟନ୍ତ, 95 % Back Pain, ଅଣ୍ଟା ବିନ୍ଧା ମୂଳରୁ ଗାୟବ ହେଇଯିବ, କେବଳ ଏହି 1 ଉପାୟ- Health Tips

ନମସ୍କାର ବନ୍ଧୁଗଣ ଆମ ମାନଙ୍କ ର ଅଧିକାଂଶ ଲୋକଙ୍କ ର ଅଣ୍ଟା ବିନ୍ଧିବା କିମ୍ବା ଆଣ୍ଠୁ ଗଣ୍ଠି ବିନ୍ଧା ହୋଇ ଥାଏ ଏହା ସାମାନ୍ୟ କିମ୍ବା ସାଧାରଣ ହୋଇ ଥାଏ କିମ୍ବା କୌଣସି ରୋଗ ଯୋଗୁଁ ମଧ୍ୟ ହୋଇ ଥାଏ । ଏହାର ନିର୍ଣ୍ଣୟ ଅଣ୍ଟା ବିନ୍ଧିବାର କାରଣ ଯୋଗୁଁ ହୋଇଥାଏ । ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତି ଯଦି ଛାତ ରୁ ଗଳି ପଡେ ଏବଂ ଯଦି ତାକୁ ଆଘାତ ହୋଇଥାଏ ତେବେ ମାଂସ ପେଶୀୟ ରେ ଆଘାତ ଲାଗିଥିବା ଯୋଗୁଁ ଅଣ୍ଟା ବିନ୍ଧି ଥାଏ । ଏହା ଛଡା ବେଳେ ବେଳେ ପବନ ଅଟକିବା କିମ୍ବା ଶୋଇବା ରେ ଅସୁବିଧା ଆଦିରେ ମଧ୍ୟ ହୋଇଥାଏ ।

ଆଜି ଆମେ ସେହି ବିଷୟରେ ଆଲୋଚନା କରିବୁ ଏବଂ ତାର ଘରୋଇ ଉପଚାର ବିଷୟରେ ମଧ୍ୟ ଆଲୋଚନା କରିବୁ । ସେହି ଉପଚାର ବ୍ୟବହାର ଦ୍ୱାରା ଆପଣ ସେହି ସବୁ ଅସୁବିଧା ରୁ ମୁକ୍ତି ପାଇଁ ପାରିବେ ଏବଂ ସୁବିଧା ରେ ଜୀଵନ ଯାପନ କରିବେ । ତେବେ ଆସନ୍ତୁ ଜାଣିନେବା ସେହି ଉପଚାର ବିଷୟରେ ।

ଅଣ୍ଟା ବିନ୍ଧା ର ମୁଖ୍ୟ କାରଣ ବିଷୟରେ ପ୍ରଥମେ ଆଲୋଚନା କରିନେବା ।

ବେଳେବେଳେ ଆମେ କୌଣସି ଭାରି ଜିନିଷ କୁ ଉଠେଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧିଥାଏ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟିଏ ମୁଦ୍ରା କିମ୍ବା ଗୋଟିଏ ସ୍ଥାନରେ ରହିଲେ ମଧ୍ୟ ଆମ ମାଂସ ପେଶୀୟ କିମ୍ବା ଶିରା ଟାଣି ହୋଇ ଅଣ୍ଟା ବିନ୍ଧା ହୋଇଥାଏ । ଅଧିକ ମାଂସପେଶୀ କୁ ଟାଣିବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଆରମ୍ଭ ହୋଇ ଯାଇଥାଏ । ଏହା ଛଡ଼ା ଯେତେବେଳେ ହାଡ଼ ଦୁର୍ବଳ ହୋଇ ଯାଇଥାଏ ସେତେବେଳେ ମଧ୍ୟ ଏହି ସମସ୍ୟା ହୋଇଥାଏ ।

ଯେବେ କୌଣସି ବ୍ୟକ୍ତି ର ଅଣ୍ଟା ବିନ୍ଧିବା ଆରମ୍ଭ ହୋଇଥାଏ ସେତେବେଳେ ତାର ଗୋଡ଼ ମଧ୍ୟ ବିନ୍ଧିବା ଆରମ୍ଭ ହୋଇଥାଏ । ଏହା ଛଡା ଆଉ କିଛି ଲକ୍ଷଣ ମଧ୍ୟ ଦେଖା ଯାଏ ଯେମିତି କି ଜ୍ଵର ହେବା । ଓଜନ କମିବା ଏବଂ ପେଶାବ କରିବା ସମୟରେ କଷ୍ଟ ଅନୁଭବ ହେବା ଆଦି ଲକ୍ଷଣ ଦେଖାଯାଏ । ତେବେ ଚାଲନ୍ତୁ ଏହାର ଆୟୁର୍ବେଦ ଉପଚାର ଦେଖି ନେବା ।

ପଥମେ ଆପଣ ଖସଖସ ର ସେବନ କରନ୍ତୁ । ଏହାକୁ ଖରା ଦିନେ ଖାଇବା ବହୁତ ଆରାମ ଦାୟକ କାରଣ ଏହା ଥଣ୍ଡା ହୋଇଥାଏ । ଖସଖସ ଖାଇବା ଦ୍ୱାରା ଆମ ଅଣ୍ଟା ଏବଂ ପିଠି ବିନ୍ଧା ରୁ ମୁକ୍ତି ପାଇଁ ପାରିବା । ଖସଖସ୍ ଏବଂ ମିଶ୍ରି ଏହି ଦୁଇ ଵସ୍ତୁ କୁ ଆପଣ ମିଶେଇ ଏହାକୁ ପେଷି ଏବଂ ପ୍ରତିଦିନ ଗରମ ପାଣିରେ ଏହାକୁ ସେବନ କରି ପାରିବେ । ଖସଖସ ଏବଂ ମେଖାନେ କୁ ମଧ୍ୟ ମିଶେଇ ଖାଇ ପାରିବେ । ଏହି ଦୁଇ ଵସ୍ତୁ କୁ ଆପଣ କ୍ଷୀର ସହିତ ସେବନ କଲେ ଏହା ଅଧିକ ଫଳପ୍ରଦ ।

ଏହା ଛଡା ପ୍ରତିଦିନ ତିନୋଟି ରସୁଣ କଲି କୁ ସେବନ କରି ପାରିବେ ଏହା ଦ୍ୱାରା ମଧ୍ୟ ଆପଣ ଏହି ଅସୁବିଧା ରୁ ମୁକ୍ତି ପାଇଁ ପାରିବେ । ଅଣ୍ଟା ବିନ୍ଧିଲେ ଆପଣ ବରଫ ସେକ ମଧ୍ୟ ଦେଇ ପାରିବେ । ଏହା ଦ୍ୱାରା ଆପଣଂକୁ ଜଲ୍ଦି ଆରାମ ମିଳି ପାରିବ । ଏହା ଛଡା ହର୍ବାଲ ତେଲ ର ମାଲିସ ଦ୍ୱାରା ମଧ୍ୟ ଆପଣ ଏହି କଷ୍ଟ ରୁ ମୁକ୍ତ ହୋଇ ପାରିବେ । ଏହି ସବୁ ଉପାୟ ଦ୍ୱାରା ଆମେ ଅଣ୍ଟା ବିନ୍ଧା ରୁ ମୁକ୍ତି ପାଇଁ ପାରି ଥାଉ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *