ଯେଉଁ ଝିଅଙ୍କର ନାମ ଏହି 4 ଅକ୍ଷରରୁ ଗୋଟିଏ ସେ ଅଧିକ କ୍ରୋଧୀ ପ୍ରକୃତିର ହୋଇଥାନ୍ତି…

ବନ୍ଧୁଗଣ ଆଜିକାଲିର ବୀଜୀ ଲାଇଫ ରେ ଲୋକେ ବହୁତ ବ୍ୟସ୍ତ ରହୁଛନ୍ତି । ତେଣୁ ଆମେ ଅନେକ ସମୟରେ ନିଜ ପରିବାର, ବନ୍ଧୁ ବା ଅନ୍ୟ କାହା ସହ ଝଗଡା କରି ଥାଉ । ବେଳେବେଳେ ଆମେ ଏମିତି କିଛି ଶବ୍ଦ କହିଥାଉ ଯାହା ଫଳରେ ପରେ ଅନୁତାପ କରିଲେ ବି କିଛି ଲାଭ ହୁଏ ନାହିଁ । ଅନେକ ସମୟରେ ଥକାପଣ କାରଣରୁ ମଣିଷ ଚିନ୍ତାରେ ରହିଥାଏ ଓ ରାଗି ଯାଇଥାଏ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କିଛି ଏପରି ଅକ୍ଷର ରୁ ଆରମ୍ଭ ହେଉଥିବା ଲୋକ କ୍ରୋଧୀ ସ୍ଵଭାବର ହୋଇଥାନ୍ତି ବୋଲି ବିଚାର କରାଯାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଅକ୍ଷର ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ସ୍ଵଭାବ କ୍ରୋଧୀ ପ୍ରକୃତିର ହୋଇଥାଏ । 1- ଯେଉଁ ମହିଳା ମାନଙ୍କର ନାମ P ରୁ ଆରମ୍ଭ ହୋଇଥାଏ ସେମାନେ ସିଧା ସିଧା କଥା କହିଥାନ୍ତି । ଏମାନଙ୍କୁ କେବେ କେଉଁ କଥାରେ କ୍ରୋଧ ଆସିଥାଏ ତାହା କେହି ଜାଣି ପାରନ୍ତି ନାହିଁ । କ୍ରୋଧରେ ଏମାନେ କାହା ରାଗ କାହା ଉପରେ ସୁଝାଇ ଦେଇଥାନ୍ତି ତାହା ନିଜେ ବି ଜାଣି ନ ଥାନ୍ତି । କିନ୍ତୁ ଯେବେ ଏମାନଙ୍କ କ୍ରୋଧ ଶାନ୍ତ ହୋଇଥାଏ ସେମାନେ କ୍ଷମା ମାଗିବାକୁ ସଙ୍କୋଚ କରନ୍ତି ନାହିଁ ।

2- H ନାମରୁ ଆରମ୍ଭ ହେଉଥିବା ଝିଅ ମାନଙ୍କୁ ବହୁତ ଜଲ୍ଦି କ୍ରୋଧ ଆସିଥାଏ । ଏମାନଙ୍କୁ ପ୍ରାୟତଃ ନିଜ ସମ୍ପର୍କ କୁ ନେଇ ଅଧିକ ସଚ୍ଚା ବା ସଚ୍ଚୋଟ ରହିଥାନ୍ତି । କିନ୍ତୁ ବେଳେବେଳେ ଇଚ୍ଛା ନ ଥିଲେ ବି କ୍ରୋଧରେ ଏପରି କିଛି କଥା କହିଥାନ୍ତି ଯାହା ପାଇଁ ଏମାନଙ୍କ ସମ୍ପର୍କ ଅନ୍ୟ ମାନଙ୍କ ସହ ଦୁର୍ବଳ ହୋଇ ଯାଇଥାଏ । ଯେଉଁ ଲୋକ ଏହାଙ୍କର ରାଗ ସ୍ଵଭାବ ବିଷୟରେ ପୂର୍ବରୁ ଜାଣିଥାନ୍ତି ଓ ଭଲ ପାଇଥାନ୍ତି । ସେମାନେ କେବେ ବି ଏମାନଙ୍କୁ ଛାଡି ଯାଆନ୍ତି ନାହିଁ ।

3- ଯେଉଁ ଝିଅଙ୍କର ନାମ L ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ଅଳ୍ପ କ୍ରୋଧୀ ହୋଇଥାଏ । କିନ୍ତୁ ଏମାନଙ୍କ କ୍ରୋଧ ଅନ୍ୟ କୁ କଷ୍ଟ ଦେଲା ଭଳି ହୋଇ ନ ଥାଏ । ଏମାନଙ୍କୁ ଯେବେ ବି କ୍ରୋଧ ଆସିଥାଏ ଏମାନେ ନିଜକୁ କଷ୍ଟ ଦେଇଥାନ୍ତି । ଯେମିତିକି ରାଗରେ ଖାଇ ନ ଥାନ୍ତି, କାହା ସହ କଥା ହୁଅନ୍ତି ନାହିଁ । ଏକ ବସି କାନ୍ଦିଥାନ୍ତି ଏମାନେ । କିନ୍ତୁ ତାଙ୍କୁ କେହି ସ୍ନେହରେ ବୁଝାଇ ଦେଇଥିଲେ ଏମାନଙ୍କ ରାଗ ସାନ୍ତ ହେବାକୁ ବେସୀ ସମୟ ଲାଗେନି ।

4- B ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନେ ରାଗି ସ୍ଵଭାବର ହୋଇଥାନ୍ତି । ଏପରି ମହିଳା ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି । ସେମାନଙ୍କୁ ନିଜ ଅସୁବିଧା କାହାକୁ କହିବାକୁ ଭଲ ଲାଗେ ନାହିଁ । ଯେଉଁଥି ପାଇଁ ଅତି ସାଧାରଣ କଥାରେ ଏମାନେ ଅଧିକ ରାଗି ଯାଇଥାନ୍ତି । କିନ୍ତୁ ଏମାନେ ହୃଦୟରୁ ଭଲ ହୋଇଥାନ୍ତି । କ୍ରୋଧରେ କାହାକୁ କଷ୍ଟ ଦେବା ଏମାନଙ୍କ ଭଲ ଲାଗେନି ।

 

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *