I’m Sorry ମା’ ଲେଖି ଫାସି ଫନ୍ଦାରେ ଝୁଲି ପଡିଲା 13 ବର୍ଷର ପୁଅ, ଏବେ ଫ୍ରି ଫାୟାର ଗେମର ମାଲିକ ନାମରେ ହେଲା କେସ ଫାଇଲ

ବନ୍ଧୁଗଣ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଭାରତରେ ଲକଡାଉନ ହୋଇଛି । କାରଣ କରୋନା ମହାମାରୀର କୋପ ଏତେ ବଢି ଯାଇଛି ଯେ ଦେଶରେ ସରକାର ଲକଡାଉନ କରିବା ପାଇଁ ବାଧ୍ୟ ହୋଇଛନ୍ତି ।

ଏହି ଲକଡାଉନ କାରଣରୁ ସମସ୍ତ କ୍ଷେତ୍ରର ଲୋକ ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସାଧାରଣତଃ ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନ ପାଠ ପଢିବା ପାଇଁ କୁହାଯାଇଛି । ବନ୍ଧୁଗଣ ଅନଲାଇନ ପାଠ ପଢୁଥିବା କେତେକ ପିଲା ମାନେ ନିଜ ମା ବାପାଙ୍କ ଠାରୁ ଲୁଚି ଗେମ ମଧ୍ୟ ଖେଳୁ ଛନ୍ତି । ଗେମ ପ୍ରତି ଭଲ ପାଇବା ପିଲା ମାନଙ୍କର ଦିନକୁ ଦିନ ବଢିବାରେ ଲାଗିଛି ।

ବର୍ତ୍ତମାନ ଅଧିକାଂଶ ପିଲା ‘ଫ୍ରି ଫାୟାର’ ଗେମ ଖେଳିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ହେଲେ ବନ୍ଧୁଗଣ ଏହି ଗେମ ଖେଳି କେତେକ ପିଲା ଟଙ୍କା ଲଗାଉ ଛନ୍ତି ଓ ହାରି ମଧ୍ୟ ଯାଉଛନ୍ତି କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ପିଲା ବିଷୟରେ କହିବାକୁ ଯାଉଛୁ ଯିଏ ଏହି ଗେମ ପାଇଁ ନିଜ ଜୀବନ ହା-ରି ଦେଇଛି । ଗତ କିଛି ଦିନ ହେବ ଏହି ପିଲାର ଖବର ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଓ ଏହି ଘଟଣା ବିଷୟରେ ଜାଣି ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଗତ କିଛି ଦିନ ତଳେ ମଧ୍ୟ ପ୍ରଦେଶ ଛତରପୁର ଜିଲ୍ଲାରେ ରହୁଥିବା କୃଷ୍ଣା ଗେମ ଖେଳି ନିଜ ପ୍ରାଣ ହାରିଛି । କୃଷ୍ଣା ଥିଲା ମାତ୍ର ୧୩ ବର୍ଷର । ଅନଲାଇନ କ୍ଳାସ ବାହାନାରେ ନିଜ ମା ବାପାଙ୍କ ଠାରୁ ଲୁଚି କୃଷ୍ଣା ‘ଫ୍ରି ଫାୟାର’ ଗେମ ଖେଳୁଥିଲା । ଏହି ଗେମରେ ସେ ଟଙ୍କା ମଧ୍ୟ ଲଗାଉ ଥିଲା । ଗେମରେ ସେ ନିଜ ମାର ଆକାଉଣ୍ଟରୁ ଟଙ୍କା ଲଗାଉ ଥିଲା ହେଲେ ଗୋଟେ ଥର ସେ ୧୫୦୦ ଟଙ୍କା ହା-ରି ଗଲା ।

ଏହା ପରେ ତାର ମା ମୋବାଇଲକୁ ବ୍ଯାଙ୍କରୁ ମେସେଜ ଗଲା ସେତେବେଳେ ତାର ମ ତାକୁ ଫୋନ କରି ବହୁତ କଥା ଶୁଣାଇ ଥିଲେ । କୃଷ୍ଣା ଡିପ୍ରେସନରେ ଆସି ନିଜ ବେକରେ ଫନ୍ଦା ଲଗାଇ ଦେଲା । ବନ୍ଧୁଗଣ ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ କୃଷ୍ଣା ଏକ ସୁ-ସା-ଇ-ଡ ନୋ-ଟ ମଧ୍ୟ ଲେଖିଥିଲା । କୃଷ୍ଣା ର ମୃ-ତ୍ୟୁ ପରେ ପୋଲିସ ‘ଫ୍ରି ଫାୟାର’ ଗେମ ଉପରେ ନାବାଳକ ମାନଙ୍କୁ ଗେମ ଖେଳିବା ପାଇଁ ପ୍ରେରିତ କରିବାର ମା-ମ-ଲା ରୁଜୁ କରିଛି ।

ଛୁଆର ବାପା ମା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯାହା ଫଳରେ ମାମଲା ରୁଜୁ ହୋଇଥିଲା । ବାପା ମାଙ୍କ ବୟାନ ଓ ସୁ-ସା-ଇ-ଡ ନୋଟ ଆଧାରରେ ପୋଲିସ ‘ଫ୍ରି ଫାୟାର’ ଗେମ କମ୍ପାନୀର ସମସ୍ତ କର୍ମଚାରୀ ମାନଙ୍କ ବିରୋଧରେ ମା-ମ-ଲା ରୁଜୁ କରିଛି ।

ମିଡିଆ ରିପୋର୍ଟସ ଅନୁସାରେ ଗେମ ଖେଳିବା ସମୟରେ କଥାବାର୍ତ୍ତା ହୋଇପାରିବେ ପିଲା । ତେଣୁ କୃଷ୍ଣାଙ୍କୁ ଗେମରେ ଟଙ୍କା ଲଗାଇବା ପାଇଁ ବାଧ୍ୟ କରାଯାଇଛି ବୋଲି ଜଣା ପଡୁଛି । ପୋଲିସ ବର୍ତ୍ତମାନ ଏହି ଗେମ କମ୍ପାନୀ ବିରୋଧରେ ୩୦୫ ଧାରା ଅନୁସାରେ ମା-ମ-ଲା ରୁଜୁ କରିଛି । ଏହି ଧାରା ଅନ୍ତର୍ଗତ ଯଦି କୌଣସି ନାବାଳକ ଆ-ତ୍ମ-ହ-ତ୍ୟା କରିଦେବ ଓ ଯିଏ ସେହି ପିଲାର ମୃ-ତ୍ୟୁ କାରଣ ଥିବ ତାକୁ ଆ-ଜୀ-ବନ କା-ରା-ଦ-ଣ୍ଡ ବା ଫା-ଶୀ ଦ-ଣ୍ଡ ମିଳିବ । ହେଲେ ଦଣ୍ଡର ଅବଧି ୧୦ ବର୍ଷରୁ ଅଧିକ ହେବ ନାହିଁ ।

Leave a Reply

Your email address will not be published. Required fields are marked *