ଯେତେବେଳେ Priyanka Chopra ବହୁତ ହିଁ ଅଧିକ ହଟ ଆଉ ଖରାପ ଡ୍ରେସ ପିନ୍ଧି ସମସ୍ତଙ୍କ ସାମ୍ନା କୁ ଆସିଲେ, ସମସ୍ତଙ୍କୁ କରିଦେଲେ ଲଜ୍ଜିତ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ପୂର୍ବରୁ ବଲିଉଡରେ ଅଭିନେତ୍ରୀ ମାନଙ୍କର ଅଭିନୟକୁ ଅଧିକ ଗୁରୁତ୍ଵ ଦିଆଯାଇଥିଲା । ହେଲେ ବର୍ତ୍ତମାନର ସମୟରେ ଅଭିନେତ୍ରୀ ମାନକଙ୍କ ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଚର୍ଚାରେ ରହିବା ପାଇଁ ଅଭିନେତ୍ରୀ ମାନେ ନିଜ ଲୁକ୍ ଓ ନିଜ ଡ୍ରେସିଙ୍ଗ ଷ୍ଟାଇଲ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ହେଲେ ବନ୍ଧୁଗଣ ନିଜ ଡ୍ରେସ ପାଇଁ କିଛି ଅଭିନେତ୍ରୀ ମାନଙ୍କୁ ଲଜ୍ୟାର ଶିକାର ହେବାକୁ ପଡିଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ବଲିଉଡ ଓ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ଆପଣ ମାନେ ସମସ୍ତେ ବହୁତ ଫିଲ୍ମରେ ପ୍ରିୟାଙ୍କାଙ୍କୁ ଦେଖିଥିବେ ।

ପ୍ରିୟାଙ୍କା ନିଜ ଲୁକ୍ ଓ ନିଜ ହଟ୍ ନେସ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ କେତେକ ସମୟରେ ପ୍ରିୟାଙ୍କା ନିଜ ଡ୍ରେସ ପାଇଁ ଲଜ୍ଜିତ ଓ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପ୍ରିୟାଙ୍କାଙ୍କର ସେହି ସମସ୍ତ ଲୁକ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥି ପାଇଁ ସେ ଲଜ୍ଜିତ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ ୨୬ ଜାନୁୟାରୀ ୨୦୨୦ରେ ହୋଇଥିବା ଗ୍ରାମୀ ଆୱାର୍ଡରେ ପ୍ରିୟଙ୍କା ନିଜର ଧଳା ରଙ୍ଗର ଗାଉନ ପାଇଁ ବହୁତ ଅଧିକ ଟ୍ରୋଲ ହୋଇଥିଲେ  । ଏହି ଆୱାର୍ଡ ଫଙ୍କସନରେ ପ୍ରିୟଙ୍କା ବହୁତ ଅଧିକ ବୋଲ୍ଡ ଓ ଖରାପ ଡ୍ରେସରେ ନଜର ଆସିଥିଲେ । ଏହି ଡ୍ରେସରେ ପ୍ରିୟଙ୍କା ବହୁତ ଅଧିକ ହଟ୍ ଓ ସେକସି ନଜର ଆସୁଥିଲେ ହେଲେ ନିଜ ଡ୍ରେସ ପାଇଁ ପ୍ରିୟଙ୍କାଙ୍କୁ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥିଲା ।


୨. ମେଡଗାଲା ନାମକ ଏକ ଇଭେଣ୍ଟରେ ପ୍ରିୟଙ୍କା ଓ ନିକ ଜୋନଶ ପହଞ୍ଚି ଥିଲେ । ଏହି ଇଭେଣ୍ଟରେ ପ୍ରିୟାଙ୍କା ବହୁତ ଅଲଗା ନଜର ଆସିଥିଲେ । ସେ ନିଜ ଲୁକ୍ କୁ ସଂପୂର୍ଣ୍ଣ ରୂପେ ବଦଳାଇ ଥିଲେ । ଏହି ଇଭେଣ୍ଟରେ ପ୍ରିୟାଙ୍କା ବହୁତ ଅଧିକ ଓଭର ମେକଅପ୍ ସହ ବହୁତ ଅଲଗା ନଜର ଆସୁଥିଲେ ଓ ତାଙ୍କ ବାଳ ପକ୍ଷୀର ବସା ପରି ଲାଗୁଥିଲା । ପ୍ରିୟଙ୍କା ନିଜର ଏହି ଲୁକ୍ ପାଇଁ ସବୁଠାରୁ ଅଧିକ ଟ୍ରୋଲ ହୋଇଛନ୍ତି ।

୩. ୨୦୧୮ରେ ହୋଇଥିବା ମିଡଗାଲା ଇଭେଣ୍ଟରେ ପ୍ରିୟଙ୍କା ଏକ ମେରୁନ ରଙ୍ଗର ଡ୍ରେସରେ ନଜର ଆସିଥିଲେ । ଏହି ଡ୍ରେସ ସହ ପ୍ରିୟାଙ୍କା ଏକ ଗୋଲ୍ଡେନ ରଙ୍ଗର ହୁଡ ପିନ୍ଧିଥିଲେ । ଏହି ଲୁକ୍ ରେ ପ୍ରିୟାଙ୍କା ବହୁତ ସୁନ୍ଦର ନଜର ଆସିଥିଲେ ହେଲେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଏହି ଲୁକ୍ ପସନ୍ଦ ଆସିନଥିଲା । ଯାହାଫଳରେ ପ୍ରିୟାଙ୍କାଙ୍କୁ ଟ୍ରୋଲ ହେବାକୁ ପଡିଥିଲା ।

ଯେତେବେଳେ ସେ ଏପରି କିଛି ପୋଷାକ ପିନ୍ଧିଥାନ୍ତି ସେତେବେଳେ ସେ ସୋସିଆଲ ମିଡ଼ିଆ ରେ ବହୁତ ହଟହଟା ହୋଇଥାନ୍ତି।ସୁନ୍ଦରତା ମାମଲା ରେ ପ୍ରିୟଙ୍କା ବହୁତ ସୁନ୍ଦର ଅଟନ୍ତି କିନ୍ତୁ ବେଳେବେଳେ ଏପରି ପୋଷାକ ପିନ୍ଧିଥାନ୍ତି ଦର୍ଶକ ମାନେ ସେହି ସୁନ୍ଦରତା କୁ ଉପଭୋଗ କରି ପାରି ନ ଥାନ୍ତି।ଯାହା ଦ୍ୱାରା ପ୍ରିୟଙ୍କା ଙ୍କର ବହୁତ ଥଟ୍ଟା ପରିହାସ କରିଥାନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *