ଯେତେବେଳେ ଛୋଟ ଡ୍ରେସ ପିନ୍ଧିବା କାରଣରୁ ସ୍ଟେଜ ଉପରେ ହିଁ Disha Patani ଙ୍କ ସହ ଝଗଡା କରିବାକୁ ଲାଗିଲେ Tiger Shroff, ଆଉ ତା’ ପରେ …

ବନ୍ଧୁଗଣ ଆପଣ ମାନେ ବଲିଉଡର ବିଭିନ୍ନ କଳାକାର ମାନଙ୍କର ଯୋଡି ଦେଖିଥିବେ । ବଲିଉଡରେ ଏପରି କିଛି ଫେମସ ଯୋଡି ଅଛନ୍ତି ଯେଉଁ ମାନଙ୍କୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହିପରି ବର୍ତ୍ତମାନ ବଲିଉଡର ଏକ ଲଭର ଯୋଡି ବହୁତ ଚର୍ଚାରେ ଅଛନ୍ତି । ଏହି ଯୋଡି ହେଉଛନ୍ତି ବଲିଉଡର ଫେମସ ଅଭିନେତା ଟାଇଗର ଶ୍ରୋଫ ଓ ଅଭିନେତ୍ରୀ ଦିଶା ପଟନୀ । ବନ୍ଧୁଗଣ ଏହି ଦୁଇଜଣ ପ୍ରାୟ ଅଧିକାଂଶ ଇଭେଣ୍ଟ ଓ ଆୱାର୍ଡ ଫଙ୍କସନରେ ଏକା ସହ ନଜର ଆସିଛନ୍ତି ।

ହେଲେ ବର୍ତ୍ତମାନ ଏହା ଖବର ମିଳିଛି ଯେ, ଏହି ଦୁଇଜଣଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଛି । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ବିଷୟରେ କହିବାକୁ ଯାଉଛୁ । ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଦୁଇଜଣଙ୍କ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କୁ ବିଭିନ୍ନ ଇଭେଣ୍ଟରେ ଏକା ସହ ଦେଖିଥିବେ । ଟାଇଗର ଓ ଦିଶା ‘ବାଘି ୨’ରେ ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀ ରୂପେ ନଜର ଆସିଥିଲେ । ଏହି ଦୁଇଜଣ ପରସ୍ପରକୁ ପ୍ରେମ କରୁଥିଲେ । ଟାଇଗର ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ଫିଲ୍ମ କରିବା ପରେ ପ୍ରାୟ ଅଧିକାଂଶ ସମୟ ଅଭିନେତ୍ରୀ ତାରା ସିତାରିୟାଙ୍କ ସହ ବିତାଉ ଥିଲେ ।


ଏହି କିଛି ମାସ ପୂର୍ବରୁ ଫିଲ୍ମ ‘ମଲଙ୍ଗ’ରେ ଦିଶା ଆଦିତ୍ୟ ରୟ କପୁରଙ୍କ ସହ ବହୁତ ଇଣ୍ଟିମେଣ୍ଟ ସିନ୍ସ କରିଥିବାର ନଜର ଆସିଥିଲେ । ସେହି ସମୟରେ ଅଧିକାଂଶ ଫ୍ୟାନ୍ସ ଏମାନଙ୍କ ସମ୍ପର୍କକୁ ଖରାପ ଦିଗରେ ନେଇଥିଲେ । ହେଲେ ଦିଶା ଓ ଟାଇଗର ନିଜ ସମ୍ପର୍କ ବିଷୟରେ ପୁଣି ଥରେ ସମସ୍ତଙ୍କୁ କହିଥିଲେ । ଦିଶାଙ୍କ ସମ୍ପର୍କ ଟାଇଗରଙ୍କ ଭଉଣୀ ସହ ଭଲ ରହିଥିଲେ ମଧ୍ୟ ଟାଇଗରଙ୍କ ପିତା ଓ ମାତାଙ୍କ ସହ ଏତେ ଭଲ ସମ୍ପର୍କ ନାହିଁ ।


ଏହାର ମୁଖ୍ୟ କାରଣ ହେଉଛି ଦିଶା ନିଜର ଅଧିକାଂଶ ଫଟୋ ସୁଟରେ ବୋଲ୍ଟ ଲୁକରେ ନଜର ଆସିଛନ୍ତି । ଏହା ବ୍ଯତୀତ ସେ ଅଧିକାଂଶ ଆୱାର୍ଡ ଫଙ୍କସନରେ ଏପରି କିଛି ଡ୍ରେସ ପିନ୍ଧିଥାନ୍ତି ଯାହାଦ୍ୱାରା ତାଙ୍କର କ୍ଲିଭେଜ ଦେଖାଯାଇଥାଏ ଓ ଏହା ସବୁ ଟାଇଗରଙ୍କୁ ପସନ୍ଦ ନାହିଁ । ସେଥିପାଇଁ ଟାଇଗରଙ୍କ ପିତା ଜାକି ଶ୍ରୋଫ ସବୁବେଳେ ଦିଶା ଓ ଟାଇଗରଙ୍କୁ ଭଲ ବନ୍ଧୁ ହୋଇ ରହିବା ପାଇଁ ପରାମର୍ଶ ଦିଅନ୍ତି ।

ଟାଇଗର ମଧ୍ୟ ଦିଶାଙ୍କୁ ଏହି ପରିକା ବୋଲ୍ଟ ଓ ରିଭିଲିଙ୍ଗ ଡ୍ରେସ ପିନ୍ଧିବା ପାଇଁ ମନା କରିଦିଅନ୍ତି । ଏହି କିଛି ସମୟ ପୂର୍ବରୁ ଏହା ଖବର ମିଳିଛି ଯେ, ଟାଇଗର ନିଜ ପିତା ଓ ମାତାଙ୍କର କଥାକୁ ସ୍ଵୀକାର କରି ଦିଶାଙ୍କୁ ନିଜ ଜୀବନରୁ ଦୂର କରିଛନ୍ତି । ହେଲେ ଏହି ଖବରଟି କେତେ ମାତ୍ରାରେ ସତ ଅଛି ତାହା ବହୁତ ଶୀଘ୍ର ଜଣା ପଡିଯିବ । ଏହା ବ୍ଯତୀତ ଖବର ମିଳିଥିଲା ଯେ, ଟାଇଗରଙ୍କ ଆଗାମୀ ଫିଲ୍ମ ‘ବାଗୀ ୪’ରେ ଦିଶା ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିବେ । ହେଲେ ଏହି ଖବରଟି ଫେକ୍ ବାହାରିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *