ଆଇପିଏସ ସୋମ୍ୟା ସମ୍ବାଶିବମ ଭିଡ ଭିଡରେ ସମସ୍ତଙ୍କ ସାମ୍ନାରେ ବିଧାୟକକୁ ଯେତେବେଳେ ମାରିଥିଲେ ଚାପୁଡା, ଆଉ ତା’ ପରେ

ବନ୍ଧୁଗଣ ଭାରତରେ ଏମିତି କିଛି ଆଇପିଏସ ମହିଳା ଅଛନ୍ତି ଯେଉଁମାନେ ନିଜ କାମରେ ଲୋକମାନଙ୍କ ମନକୁ ଜିତି ଦିଅନ୍ତି । ଭାରତର ସବୁଠାରୁ କଷ୍ଟ ପରୀକ୍ଷା ମଧ୍ୟରେ ଆଇପିଏସ ପରୀକ୍ଷା ହେଉଛି ଅନ୍ଯତମ । ବନ୍ଧୁଗଣ ଆପଣ ମାନେ ଏମିତି ବହୁତ ମହିଳା ଆଇପିଏସ ମାନଙ୍କର ପ୍ରଶଂସା ବିଷୟରେ ଶୁଣିଥିବେ । ବନ୍ଧୁଗଣ ଆଜିଆମେ ଆପଣଙ୍କ ମାନଙ୍କୁ ଏହିପରି ଏକ ମହିଳା ଆଇପିଏସଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜ କାମ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ଆଇପିଏସଙ୍କ ବିଷୟରେ ।

ଏହି ମହିଳା ଆଇପିଏସଙ୍କ ନାମ ହେଉଛି ସୋମ୍ୟା ସମ୍ବସିଭନ । ସୋମ୍ୟାଙ୍କୁ ଦବଙ୍ଗ ଅଫିସର ରୂପରେ ସମସ୍ତେ ଜାଣିଛନ୍ତି । ହିମାଞ୍ଚଳରେ ସୋମ୍ୟା ଡ୍ରଗ୍ସ ତସକରି ପାଇଁ ଏକ ବଡ ରୋକ ଲଗାଇଛନ୍ତି । ବହୁତ କମ ସମୟରେ ତାଙ୍କର ନାମ ସମସ୍ତ ଭାରତ ଦେଶରେ ଚର୍ଚା ହେଉଛି । ଏହିପରି ଏକ ମାମଲା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଏହି ମାମଲାଟି ହୋଇଥିଲା ୨୦୦୬ରେ । ୨୦୦୬ରେ ଏକ ଏମଏଲଏ ରାସ୍ତା ଅବରୋଧ କରି ପଦର୍ଶନ କରୁଥିଲେ । ସେହି ସମୟରେ ସୋମ୍ୟା ସେହି ବିଧାୟକଙ୍କୁ ରାସ୍ତା ଫାଙ୍କା କରିବା ପାଇଁ କହିଥିଲେ, ହେଲେ ବିଧାୟକ ଜଣକ ନିଜର କାର୍ଯ୍ୟକର୍ତ୍ତା ମାନଙ୍କ ସହ ସେହି ସ୍ଥାନରେ ରହିଥିଲେ । ଏହା ଦ୍ଵାରା ସୋମ୍ୟା କ୍ରୋଧରେ ସମସ୍ତଙ୍କ ସାମ୍ନାରେ ବିଧାୟକଙ୍କୁ ଚାପୁଡା ମାରିଥିଲେ ।


ଏହି କେସ ପରଠାରୁ ସୋମ୍ୟାଙ୍କର ବହୁତ ଚର୍ଚା ହୋଇଥିଲା । ଏହି କେସ ପରଠାରୁ ଗୁଣ୍ଡା ସହ ନେତା ମାନେ ମଧ୍ୟ ସୋମ୍ୟାଙ୍କୁ ଭୟ କରିବାକୁ ଲାଗିଲେ । ସାଧାରଣ ଜନତାଙ୍କୁ ସୋମ୍ୟା ସହାୟତା କରନ୍ତି, ହେଲେ ଅନ୍ୟାୟର ବିରୋଧ କରିବାକୁ ସୋମ୍ୟା ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥିପାଇଁ ଲୋକମାନେ ସୋମ୍ୟାଙ୍କୁ ବହୁତ ପସନ୍ଦ କରନ୍ତି । ତାଙ୍କର ଚର୍ଚା ସମଗ୍ର ଭାରତ ବର୍ଷରେ ହେଉଛି ।

ସୋମ୍ୟା ୨୦୧୦ ବ୍ୟାଚର ଆଇପିଏସ ଅଧିକାରୀ ଅଟନ୍ତି । ସୋମ୍ୟା ବର୍ତ୍ତମାନ ୨ ବର୍ଷ ପର୍ଯ୍ୟନ୍ତ ହିମାଞ୍ଚଳ ପ୍ରଦେଶରେ ଅଛନ୍ତି । ସୋମ୍ୟା ବହୁତ ଗୁଡିଏ କେସକୁ ସମାଧାନ କରିଛନ୍ତି । କୌଣସି ଲୋକ ଅପରାଧ କରିବା ପୂର୍ବରୁ ୧୦୦ ଥର ଚିନ୍ତା କରିଥାଏ । ସୋମ୍ୟାଙ୍କର ଏହି ସବୁ ବାହାଦୁରିର ଚର୍ଚା ସୋସିଆଲ ମିଡିଆରେ ବହୁତ ହେଉଛି ମହିଳା ଦବଙ୍ଗ ପୋଲିସ ଅଫିସର ରୂପେ ସୋମ୍ୟାଙ୍କୁ ସମସ୍ତେ ଜାଣିଛନ୍ତି । ବହୁତ କମ ବୟସରେ ସୋମ୍ୟା ଏତେ ବଡ ନାମ ଅର୍ଜନ କରିବାରେ ସଫଳ ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *