ସୁଗାର 350 ହେଉ କି 450 ବା 30 ବର୍ଷ ପୁରୁଣା ହେଉ କି 35 ବର୍ଷ ପୁରୁଣା, କେବଳ ୧୦ ଦିନରେ ମୂଳରୁ ଶେଷ କରିଦେବ ଏହି କାଢା- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକଙ୍କର ଡାଇବେଟିସର ସମସ୍ଯା ରହୁଛି । ଏହି ରୋଗ ହେବା ଦ୍ଵାରା ମଣିଷକୁ ଆଜୀବନ ମେଡ଼ିସିନ୍ସର ସାହାରାରେ ବଞ୍ଚିବାକୁ ପଡିଥାଏ ଓ ଏହି ରୋଗ ହେବା ଦ୍ଵାରା ମଣିଷକୁ ଆଜୀବନ ସ୍ଵାଦହୀନ ଖାଦ୍ୟର ସେବନ କରିବାକୁ ପଡିଥାଏ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।  କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପଚାର ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜର ଏହି ଡାଇବେଟିସ ସମସ୍ଯାକୁ ଆଜୀବନ ଦୂର କରିପାରିବେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ହେଲେ ସର୍ବ ପ୍ରଥମେ ଆସନ୍ତୁ ଜାଣିବା ଡାଇବେଟିସ ହେବାର ମୁଖ୍ୟ କାରଣ କଣ । ବନ୍ଧୁଗଣ ଯେତେବେଳେ ଆମ ଶରୀରରେ ସୁଗାରର ମାତ୍ରା ବଢି ଯାଇଥାଏ ଓ ଇନସୁଲିନର ମାତ୍ରା କମି ଯାଇଥାଏ ସେତେବେଳେ ଆମକୁ ଡାଇବେଟିସ ହୋଇଥାଏ ।

ବନ୍ଧୁଗଣ ଇନସୁଲିନ ଏକ ପ୍ରକାରର ହରମୋନ ଅଟେ ଯାହା ଆମ ପଚନରେ ଥିବା ଖାଦ୍ୟକୁ ଊର୍ଜାରେ ପରିଣତ କରିଥାଏ । ହେଲେ ବନ୍ଧୁଗଣ ଏହି ଇନସୁଲିନର ମାତ୍ରା କମିବା ଦ୍ଵାରା ଆମେ ଖାଉଥିବା ସମସ୍ତ ଖାଦ୍ୟ ସୁଗାରରେ ପରିଣତ ହୋଇଥାଏ । ଯାହା ଫଳରେ ଆମକୁ ଡାଇବେଟିସର ସମସ୍ଯା ହୋଇଥାଏ । ବନ୍ଧୁଗଣ ଆମର ଏହି କାଢାକୁ ବନେଇବା ପାଇଁ ଆପଣ ପ୍ରଥମେ ନିଜର ଗ୍ଯାସ ଚୁଲାରେ ଏକ ପାତ୍ର ରଖନ୍ତୁ ଓ ଏଥିରେ ୧ ଗ୍ଳାସ ପାଣି ନିଅନ୍ତୁ ।

ଏହା ପରେ ବନ୍ଧୁଗଣ ଆପଣ ଏହି ପାଣିରେ ୫୦ ଗ୍ରାମ ଅର୍ଜୁନ ଗଛର ଛାଲକୁ ପକାଇ ଦିଅନ୍ତୁ । ବନ୍ଧୁଗଣ ଅର୍ଜୁନ ଗଛର ଛାଲ ଡାଇବେଟିସ, ମୋଟାପଣ, ହାର୍ଟ ସମସ୍ଯା ଓ ପେଟ ଜନିତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଏକ କପ୍ ଗୋଟା ଧନିଆ ପକାନ୍ତୁ । ଧନିଆ ପକାଇବା ପରେ ଆପଣ ଏଥିରେ ୧୦ ରୁ ୧୨ଟି କିସମିସ ପକାନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଅଧା ଚାମଚ ଡାଲଚିନି ଗୁଣ୍ଡ ପକାଇ ଦିଅନ୍ତୁ ।

ବନ୍ଧୁଗଣ ଡାଲଚିନିକୁ ଆପଣ ମାନେ ମସଲା ରୂପରେ ବ୍ୟବହାର କରୁଥିବେ ହେଲେ ବନ୍ଧୁଗଣ ଡାଲଚିନି ଆମ ଶରୀର ପାଇଁ ବହୁତ ଅଧିକ ଲାଭକାରୀ ହୋଇଥାଏ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ସେତିକି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ସମୟ ପର୍ଯ୍ୟନ୍ତ ଏହି ମିଶ୍ରଣ ଗୋଟେ ଗ୍ଳାସ ରୁ ଅଧ ଗ୍ଳାସ ନହୋଇଯାଇଛି । ଅଧ ଗ୍ଳାସ ହେବା ପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ଏକ ଛଣା ସାହାର୍ଯ୍ୟରେ ଛାଣି ଦିଅନ୍ତୁ ।

ବନ୍ଧୁଗଣ ଏହି କାଢାକୁ ଆପଣ ପ୍ରତିଦିନ ସଖାଳ ସମୟରେ ଖାଲି ପେଟରେ ସେବନ କରିବେ । ହେଲେ ଧ୍ୟାନ ରଖିବେ ଏହି କାଢାର ସେବନ କରିବାର ଅଧ ଘଣ୍ଟା ପରେ ଆପଣ ଖାଦ୍ୟର ସେବନ କରିବେ । ଯଦି ଆପଣ ଏହି ମିଶ୍ରଣକୁ ନିୟମିତ ରୂପରେ ସେବନ କରିବେ ତା ହେଲେ କେବଳ ୧୦ ଦିନ ମଧ୍ୟରେ ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ ଓ ୧ ମାସ ମଧ୍ୟରେ ଆପଣଙ୍କ ଡାଇବେଟିସ ସଂପୂର୍ଣ୍ଣ ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *