ଏମାନେ ହେଲେ Bollywood ର 4 ଜଣ ସବୁଠୁ ଗେଡା Actress, ନମ୍ବର 3 ତ ସମସ୍ତଙ୍କ ଫେବରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବଲିଉଡର କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଉଛତା ପାଇଁ ମଧ୍ୟ ବହୁତ ଲାଇମ ଲାଇଟରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ବହୁତ କମ ଉଛତା ରହିଛି ।

ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆଲିୟା ଭଟ୍ଟ । ଆପଣ ମାନେ ସମସ୍ତେ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଆଲିୟା ଭଟ୍ଟଙ୍କୁ ଦେଖିଥିବେ । ଆଲିୟା ନିଜ ସୁନ୍ଦରତା ଓ ନିଜ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ହେଲେ ବନ୍ଧୁଗଣ ବଲିଉଡ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିୟାଙ୍କ ଉଛତା ବହୁତ କମ ଅଛି । ତାଙ୍କ ଉଛତା ହେଉଛି ୫ ଫୁଟ ୩ ଇଞ୍ଚ ।


ବିଦ୍ୟା ବାଲନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ବିଦ୍ୟା ବାଲନ । ବିଦ୍ୟା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ବିଦ୍ୟା ମଧ୍ୟ ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅଛନ୍ତି ଯେଉଁ ମାନଙ୍କର କମ ଉଛତା ବା ହାଇଟ ରହିଛି । ବିଦ୍ୟା ବାଲନଙ୍କ ହାଇଟ ହେଉଛି ୫ ଫୁଟ ୩ ଇଞ୍ଚ ।


ରାନୀ ମୁଖାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ  । ରାନୀ ବଲିଉଡର ସମସ୍ତ ଦିଗଜ ଅଭିନେତାଙ୍କ ସହ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସୋସିଆଲ ମିଡିଆରେ ସେ ଏହି କିଛି ଦିନ ହେବ ବହୁତ ଚର୍ଚାରେ ମଧ୍ୟ ରହୁଛନ୍ତି । ବନ୍ଧୁଗଣ ରାନୀ ମଧ୍ୟ ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅଛନ୍ତି ଯେଉଁ ମାନଙ୍କର ଉଛତା କମ ଅଛି । ବନ୍ଧୁଗଣ ରାନୀଙ୍କର ଉଛତା ହେଉଛି ୫ ଫୁଟ ୩ ଇଞ୍ଚ ।

ମନୀଷା ଲାମ୍ବା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ମନୀଷା ଲାମ୍ବା । ମନୀଷା ମଧ୍ୟ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ମନୀଷା ସୁନ୍ଦରତା ମାମଲାରେ ସବୁବେଳେ ଲାଇମ ଲାଇଟରେ ରୁହନ୍ତି  । ହେଲେ ବନ୍ଧୁଗଣ ମନୀଷାଙ୍କର ଉଛତା ହେଉଛି 5 ଫୁଟ 2 ଇଞ୍ଚ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *