ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଓଡିଶା ର ପୁରୀ ଜଗନ୍ନାଥ ମନ୍ଦିର କୁ ସମଗ୍ର ବିଶ୍ୱରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ସେମାନେ ମନ୍ଦିର ରେ ନିଜର ଗୁ-ହା-ରି ଜଣାଇ ଥାଆନ୍ତି ଓ ପ୍ରସାଦ ସେବନ କରି ମନ୍ଦିର ର ସୌନ୍ଦର୍ଯ୍ୟ କୁ ଉ-ପ-ଭୋ-ଗ କରି ଚାଲି ଯାଇଥାନ୍ତି ।
କିନ୍ତୁ ଆଜି ପୁରୀ ରେ ଏପରି ଜଣେ ମା-ତା-ଲ ଭକ୍ତ ଦେଖିବାକୁ ମିଳିଥିଲେ ଯିଏ ମ-ଦ-ୟ-ପା-ନ କରି ମନ୍ଦିର ସମ୍ମୁଖରେ ବସିଥିଲେ ଓ ଲୋକ ମାନଙ୍କୁ ଖ-ରା-ପ ଭା-ଷା ରେ ଗା-ଳି ଗୁ-ଲ-ଜ କରିଥିଲେ । ତାଙ୍କର ଉ-ତ୍ପା-ତ ଧୀରେ ଧୀରେ ବଢିବାରୁ ସେଠାରେ ପୁ-ଲି-ସ କର୍ମୀ ମାନେ ମଧ୍ୟ ଆସି ପହଞ୍ଚିଥିଲେ । ତାଙ୍କୁ ପଚାରିବାରୁ ସେ ତାଙ୍କ ନାମ ଅଜିତ ପାଣିଗ୍ରାହୀ ବୋଲି କହିଥିଲେ । ଏହା ସହିତ ତାଙ୍କ ଘର ଗଞ୍ଜାମ ର ହିଂଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଙ୍କରଡା ଗ୍ରାମ ରେ ବୋଲି ସେ କହିଥିଲେ ।
ଅଜି ମଧ୍ୟାହ୍ନ ସମୟ ରେ ମ-ଦ-ୟ-ପା-ନ କରି ପୁରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବଡ଼ ଦାଣ୍ଡରେ ବସି ସେବକ ମାନଙ୍କୁ ବହୁତ ଖ-ରା-ପ ଭା-ଷା ରେ ଗା-ଳି ଗୁ-ଲ-ଜ କରୁଥିଲେ । ଏହା ସହିତ ସେ ନିଜର ପିନ୍ଧିଥିବା ପୋଷାକ ମଧ୍ୟ ଚି-ରି ଦେଇଥିଲେ । ମଧ୍ୟାହ୍ନ ସମୟ ରେ ଅଜିତ ମନ୍ଦିର ର ଜଣେ ସେ-ବା-ୟ-ତ ଙ୍କୁ ୩୦୦ ଟଙ୍କା ଦେଇଥିଲେ ଓ ପ୍ରସାଦ ଆଣିବାକୁ କହିଥିଲେ । ସେ-ବା-ୟ-ତ ଜଣଙ୍କ ଅଜିତ ଙ୍କ ଠାରୁ ଟଙ୍କା ନେଇ ପ୍ରସାଦ ଆଣିବାରେ ବି-ଳ-ମ୍ବ କଲେ । ଅଜିତ ବହୁବାର ପ୍ରସାଦ ଆଣିବାକୁ କହିଥିଲେ କିନ୍ତୁ ସେ-ବା-ୟ-ତ ମାନେ ତାଙ୍କ କଥା ଶୁଣି ନ ଥିଲେ ଓ ତାଙ୍କ ସହ ଖ-ରା-ପ ବ୍ୟ-ବ-ହା-ର କରିଥିଲେ ।
ଏହା ପରେ ମନ୍ଦିର ର କୌଣସି ଦ୍ୱାୟିତ୍ୱ ରେ ଥିବା ଜଣେ ଯୁ-ବ-ତୀ ଓ ଯୁ-ବ-କ ଆସି ତାଙ୍କ ଶା-ର୍ଟ ର କ-ଲ-ର କୁ ଧ-ରି ଭି-ଡି କରି ନେଇ ଯାଇଥିଲେ । ତାଙ୍କ ଫୋ-ନ କୁ ମଧ୍ୟ ତାଙ୍କ ଠାରୁ ନେ-ଇ ଯାଇଥିଲେ । ଏହା ପରେ ସେ ନି-ଶା-ରେ ଥିବାରୁ ତାଙ୍କୁ ଗା-ଳି ଦେଇଥିଲେ ।
ଏହି ସମୟ ରେ ଶ୍ରୀମନ୍ଦିର ପ୍ର-ଶା-ସ-ନି-କ ଅ-ଧି-କା-ରୀ ଓ ପୁ-ଲି-ସ ଅ-ଧି-କା-ରୀ ମାନେ ସେଠାରେ ଆସି ପହଞ୍ଚିଥିଲେ । ତାଙ୍କୁ ମ-ଦ ପ-ଈ କି ମନ୍ଦିରକୁ କାହିଁକି ଆସିଛ କହିବାରୁ ସେ ଏହା ଯୁକ୍ତି କରିଥିଲେ କି ସବୁ କିଛି ବ-ନ୍ଦ ଥିବା ବେଳେ ସ-ର-କା-ର ମ-ଦ ଦୋକାନ କାହିଁକି ଖୋଲା ରଖିଛନ୍ତି ।
ଯଦି ମୁଁ ମ-ଦ ପିଇ ମନ୍ଦିରକୁ ଆସି ପାରିବିନି ତ ମନ୍ଦିର ସାଇଡ ରେ ଥିବା ମ-ଦ ଦୋକାନୀ କୁଆଡେ ଯିବ । ସେ-ବା-ୟ-ତ ମାନେ ତାଙ୍କୁ ମା-ଡ଼ ମା-ରି-ଥି-ବା-ର ମଧ୍ୟ ସେ ଅ-ଭି-ଯୋ-ଗ କରିଥିଲେ । ପ୍ର-ଶା-ସ-ନି-କ ଅ-ଧି-କା-ରୀ ମାନେ ଓ ପୋ-ଲି-ସ ଅ-ଧି-କା-ରୀ ମାନେ କିଛି ସମୟ ପରେ ତାକୁ କା-ବୁ କରି ନେଇଥିଲେ ଓ ତାକୁ ଗି-ର-ଫ କରିଥିଲେ ।
ତେବେ ଏହି ଘ-ଟ-ଣା ଉପରେ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ । ବ୍ୟକ୍ତି ଜଣଙ୍କ ନି-ଶା-ରେ ଅଛନ୍ତି ସିନା କିନ୍ତୁ କିଛି ଭୁଲ କହୁ ନାହାଁନ୍ତି । ଆପଣଙ୍କ ମତ କଣ ନିଶ୍ଚୟ କ-ମେ-ନ୍ଟ କରନ୍ତୁ ଓ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ ।