ଯାତ୍ରା ସ୍ଟେଜରେ ନାଗିନ ଡାନ୍ସ କରି ଦର୍ଶକଙ୍କୁ ନଚେଇଲେ ହିରୋଇନ ଇତି, ଜଲ୍ଦି ଦେଖନ୍ତୁ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନ୍ଦରୀ ଇତି ନାଚିଲେ ନାଗିନ ଡାନ୍ସ ! ତେବେ ତରଂଗ ଟିଭିରେ ସନ୍ଧ୍ୟା ୮:୩୫ ସମୟରେ ପ୍ରସାରିତ ହେଉଥିବା ମେଗା ଧାରା ବାହୀକ ସିନ୍ଦୁରର ଅଧିକାରର ମୁଖ୍ୟ ନାୟିକା ହେଉଛନ୍ତି ସୀମରନ ଦାସ ବା ସମସ୍ତଙ୍କର ଅତି ପ୍ରିୟ ଇତି । ତେବେ ସୁନ୍ଦରୀ ନାୟିକା ଇତି ଅର୍ଥାତ ସିମରନଙ୍କୁ ସିରିଏଲ ସମେତ ବହୁ ଗୁଡିଏ ଆଲବମ କରିବାର ମଧ୍ୟ ନଜର ଆସିଛି । ଯେଉଁଥି ପାଇଁ ସେ ବହୁ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛନ୍ତି ।

ତେବେ ଇତିଙ୍କୁ ଏକ କାର୍ଯ୍ୟକ୍ରମରେ ନାଗିନ ଡାନ୍ସ ନମ୍ବର ବିନ ବାଲା ରେହ ବିନ ବଜାଇ ଦେ ସଙ୍ଗରେ ନାଚିବାର ଦେଖିବାକୁ ମିଳିଛି । ଯେଉଁଥିରେ ସୁନ୍ଦରୀ ସିମରମ ନିଜର ଲଟକ, ଝଟକ ସହ ବହୁ ସୁନ୍ଦର ଭାବରେ ନାଚିଛନ୍ତି । ଏହା ସହ ବହୁତ ଭଲ ଠୁମୁକା ମଧ୍ୟ ମାରୁଛନ୍ତି । ଯାହାର କି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିପଡିଛି । କାରଣ ସୁନ୍ଦରୀ ଇତି କାହାର ଅବା ପସନ୍ଦ ନୁହେଁ ।

ତେବେ ଅଭିନେତ୍ରୀ ସିମରନ ଦାସ ଅଭିନୟରେ ଯେପରି ନିଖୁଣତାର ସହ ଅଭିନୟ କରନ୍ତି । ସେହିପରି ଡାନ୍ସ କରିବାରେ ମଧ୍ୟ ସେହିପରି ମାହିର ଅଟନ୍ତି । ସେଥିପାଇଁ ଅଭିନେତ୍ରୀ ସିମରନ ଦାସଙ୍କୁ ବହୁ ସମୟରେ ଓଡିଆ ଆଲବାମ ମାନଙ୍କରେ ଡାନ୍ସ ନମ୍ବର ମାନଙ୍କରେ ଦେଖିବାକୁ ମିଳିଥାଏ । ତେବେ ସିମରନ ପ୍ରଥମେ ଆଲବମ ଜରିଆରେ ହିଁ ନିଜର ଅଭିନୟ ଜଗତରେ ପାଦ ଥାପିଥିଲେ । ପରେ ପରେ ସିରିଏଲ ଓ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିବାର ଦେଖିବାକୁ ମିଳିଥିଲା ।

ହେଲେ ଓଡିଆ ସିରିଏଲ ସିନ୍ଦୁରର ଅଧିକାରରେ ସୀମରନ ଦାସଙ୍କୁ ଇତିଶ୍ରୀ ଭୂମିକାରେ ଲୋକଙ୍କର ବହୁ ଲୋକପ୍ରିୟତା ସହ ପ୍ରଶଂଷା ମଧ୍ୟ ମିଳିପାରିଛି । ଯାହା ସୀମରନଙ୍କର ଅଭିନୟ ଦୁନିଆର ବହୁତ ବଡ ସଫଳତା ଅଟେ । ତେବେ ଆମେ ମଧ୍ୟ ଆଶା କରୁଛୁ । କି ଅଭିନେତ୍ରୀ ସିମରନ ଦାସ ନିଜର ଅଭିନୟ କ୍ଯାରିଅରରେ ବହୁତ ଆଗକୁ ଜାଆନ୍ତୁ ।

ଆଉ ନିଜର ସୁନ୍ଦର ଅଭିନୟ ଓ ଡାନ୍ସ ମାଧ୍ୟମରେ ଏହିପରି ଭାବରେ ଲୋକଙ୍କର ମନୋରଞ୍ଜନ କରାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏଥି ସହ ଓଡିଆ ସିରିଏଲ ଅଭିନେତ୍ରୀ ସିମରନ ଦାସ ଅର୍ଥାତ ଇତି ଆପଣଙ୍କୁ କିପରି ଲାଗନ୍ତି । ଆପଣଙ୍କର ମତ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *