Big Breaking: T20 WC ରୁ ପାକିସ୍ତାନ ବାହାରିବା ପରେ ଲୋକମାନେ ରାଗରେ ଭାଙ୍ଗିଲେ ଟିଭି, ଦେଖିଲେ ନିଜ ହସକୁ ଅଟକେଇ ପାରିବେନି

ବନ୍ଧୁଗଣ ଗତ କାଲି ଦୁବାଇର ଅନ୍ତଃ ରାଷ୍ଟ୍ରୀୟ ଷ୍ଟାଡିୟମରେ ଟି20 ବିଶ୍ଵ କପ୍ ର ସେମି ଫାଇନାଲ ମ୍ୟାଚ ହୋଇଥିଲା । ଏହି ମ୍ୟାଚଟି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଏହି ମ୍ୟାଚଟି ବହୁତ ରୋମାଞ୍ଚକ ଥିଲା ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚି ସାରିଛି । ନଭେମ୍ବର ୧୪ ତାରିଖରେ ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି୨୦ ବିଶ୍ଵ କପ୍ ର ଫାଇନାଲ ମ୍ୟାଚ ହେବାକୁ ଯାଉଛି ।

ହେଲେ ସେମି ଫାଇନାଲ ମ୍ୟାଚଟି ବହୁତ ରୋମାଞ୍ଚକ ଥିଲା ଏହି ମ୍ୟାଚ ଯିଏ ବି ଦେଖିଛି ଆଶ୍ଚର୍ଯ୍ୟ ହୋଇଯାଇଛି । ଅଷ୍ଟ୍ରେଲିଆ ଟିମ ଯେଉଁ ଭଳି ଭାବରେ ପାକିସ୍ତାନକୁ ହରାଇ ଫାଇନାଲ ଯାଇଛି ତାର କଳ୍ପନା କେବେବି ପାକିସ୍ତାନ କରିପାରିବ ନାହିଁ । ତେବେ ସେମି ଫାଇନାଲରୁ ପାକିସ୍ତାନ ଟିମ ବାହାରିବା ପରେ ପାକିସ୍ତାନୀ ପ୍ରଶଂସକ ମାନଙ୍କ ମନ ବହୁତ ଦୁଃଖ ଅଛି । ଏବେ ପାକିସ୍ତାନରେ କିଛି ପୁରୁଣା ସ୍ମୃତି ଦେଖିବାକୁ ମିଳୁଛି ।

ବନ୍ଧୁଗଣ ଭାରତ ଓ ପାକିସ୍ତାନରେ କ୍ରିକେଟକୁ ଏକ ଖେଳ ନୁହେଁ ଭାବନା ସହ ଯୋଡା ଯାଇଥାଏ । ତେବେ ପାକିସ୍ତାନ ହାରିବା ପରେ ଭାରତୀୟ ଫ୍ୟାନ୍ସ ମାନେ ବହୁତ ଖୁସି ଥିବା ବେଳେ ପାକିସ୍ତାନୀ ପ୍ରଶଂସକ ମାନେ ପୁଣି ଟିଭି ଭାଙ୍ଗୁ ଥିବାର ନଜର ଆସୁଛନ୍ତି । ଏହା ପ୍ରଥମ ଥର ପାଇଁ ହୋଇ ନାହିଁ । ଏହା ପୂର୍ବରୁ ଯେତେବେଳେ ପାକିସ୍ତାନ ଭାରତ ଠାରୁ ହାରି ଥିଲା ସେତେବେଳେ ପାକିସ୍ତାନୀ ପ୍ରଶଂସକ ମାନେ ଏହିପରି ଭାବରେ ଟିଭି ଭା-ଙ୍ଗି ନିଜ କ୍ରୋ-ଧ ଦେଖାଇ ଥିଲେ ।

ହେଲେ ଏହି ଟି ୨୦ ବିଶ୍ଵ କପ୍ ରେ ପାକିସ୍ତାନୀ ଟିମର ପଦର୍ଶନ ବହୁତ ଭଲ ଥିଲା । ପାକିସ୍ତାନୀ ପ୍ରଶଂସକ ମାନେ ନିଜ ଟିମକୁ ଟି୨୦ ବିଶ୍ଵ କପ୍ ରେ ଜିତେଇବାର ଆଶା ରଖିଥିଲେ ହେଲେ ସେମି ଫାଇନାଲରେ ପାକିସ୍ତାନ ଟିମ ବାହାରି ଯିବାରୁ ପାକିସ୍ତାନୀ ପ୍ରଶଂସକ ମାନେ କ୍ରୋଧରେ ଆସି ଏମିତି କାମ କରିଛନ୍ତି ଯାହାର ଫଟୋ ଏବେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ।

ବନ୍ଧୁଗଣ ଅଷ୍ଟ୍ରେଲିଆ ଟିମ ବହୁତ ବର୍ଷ ପରେ ନିଜ ପୁରୁଣା ଫର୍ମକୁ ଆସିଛି ଓ ଏହି ଟି୨୦ ମ୍ୟାଚରେ ବହୁତ ଦମଦାର ପଦର୍ଶନ କରି ସେ ଫାଇନାଲକୁ ଯାଇଛି । ତା ହେଲେ ବନ୍ଧୁଗଣ ଟି୨୦ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମଧ୍ୟରୁ କିଏ ଜିତିବ ଆପଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *