Breaking News- ଆଜି (May 25) ଭାରତ ବନ୍ଦ ! ଦେଖନ୍ତୁ କଣ ବନ୍ଦ ଓ କଣ ଖୋଲା ? କେଉଁ ଜିନିଷ ଉପରେ ପଡିବ ପ୍ରଭାବ…

ନମସ୍କାର ବନ୍ଧୁଗଣ ତେବେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶା ପକ୍ଷରୁ ଭାରତ ସରକାରଙ୍କର ଓବିସି ମାନଙ୍କ ର ଜାତି ଆଧାରିତ ଜନଗଣନା ନ କରାଯିବା ବିରୋଧରେ ଭାରତ ବନ୍ଦ ଡାକରା।  ଆସନ୍ତା ୨୫  ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା। ଦେଶ ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଓବିସି ମାନଙ୍କର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରାଯାଇ ନାହିଁ ।

ପଶୁ, ପକ୍ଷୀ ମାନଙ୍କର ଗଣନା କରାଯାଉଛି ଅଥଚ ଓବିସି ମାନଙ୍କର ଜନଗଣନା ନାହିଁ I ପ୍ରଧାନମନ୍ତ୍ରୀ ସୁପ୍ରିମ କୋର୍ଟରେ ଏକ ଶପଥ ପାଠ ଦେଇଛନ୍ତି ଯେ ଓବିସି ମାନଙ୍କର ଜାତିଭିତ୍ତିକ ଗଣନା ହେବ ନାହିଁ । ଆସନ୍ତା କାଲି ଅର୍ଥାତ ୨୫ ତାରିଖ ରେ ଭାରତ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଦେଶର ସ୍ୱାଧୀନତା ର ଦିର୍ଘ ୭୫ ବର୍ଷ ପରେ ମଧ୍ୟ ଓବିସି ମାନଙ୍କର ସ୍ୱତନ୍ତ୍ର ଜାତୀ ଭିତ୍ତିକ ଗଣନା ହୋଇ ନାହିଁ ।

ପଶୁ ପକ୍ଷୀ ମାନଙ୍କର ଗଣନା ହେଉଛି ହେଲେ ଓବିସି ମାନଙ୍କର ଜନଗଣନା ନାହିଁ । ତେବେ ପ୍ରଧାନ ମନ୍ତ୍ରୀ ସୁପ୍ରିମ କୋର୍ଟ ରେ ଏକ ସପଥ ପାଠ ଦେଇଛନ୍ତି ଯେଉଁଥିରେ ଓବିସି ମାନଙ୍କର ଜାତି ଭିତ୍ତିକ ଗଣନା ହେବ । ପ୍ରଧାନ ମନ୍ତ୍ରୀ ପ୍ରତିଦିନ ବିକାଶ ର କଥା କହୁଛନ୍ତି ହେଲେ ଓବିସି ମାନଙ୍କର ବିକାଶ ପାଇଁ ଓବିସି ମାନଙ୍କର ଜନସଂଖ୍ୟା ଜାଣିବା ଆବଶ୍ୟକ ଅଟେ । ଏହା ପରେ ମଧ୍ୟ ଓବିସି ଜନସଂଖ୍ୟା ର ତଥ୍ୟ ସଂଗ୍ରହ ହେଉ ନାହିଁ ।

ଜାହା ଫଳରେ ଓବିସି ମାନଙ୍କୁ ବିକାଶ ରୁ ବଞ୍ଚିତ କରିବା ପାଇଁ ଏକ ଷଢଯନ୍ତ୍ର ଅଟେ । ଏହି ଗଣନା ନହେବା ଦ୍ୱାରା ଓଡିଶା ର ପଞ୍ଚାୟତ ରାଜ ନିର୍ବାଚନ ଏବଂ ମୁନସିପାଲଟି ନିର୍ବାଚନ ରେ ଓବିସି ମାନଙ୍କର ସଂରକ୍ଷଣ ସମାପ୍ତ ହେଉଛି । ଏହିଥି ପାଇଁ ଏହାକୁ ବିରୋଧ କରି ମେ ୨୫.୨୦୨୨ ରେ ଭାରତ ବନ୍ଦ ଡାକରା ଦିଆଯାଇଛି ।

କୃଷକ ମାନଙ୍କୁ ଏମଏସଟି ଗ୍ୟାରେଣ୍ଟି ଆଇନ ଦାବିରେ ବେସରକାରୀ କ୍ଷେତ୍ର ରେ ଏସଟିଏସ , ଏସସି , ଓବିସି ମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବି ରେ ପୁରୁଣା ପେନସନ ସ୍କିମ୍ କାର୍ଯ୍ୟକାରୀ ପୂରଣ କରିବା ଦାବୀରେ ଏବଂ ଜଳ ,ଜଙ୍ଗଲ ଜମି ରୁ ଆଦିବାସୀ ମାନଙ୍କୁ ବିସ୍ତାପନ କରିବା ଆଦି ଦାବିରେ ଭାରତ ବନ୍ଦ ଡାକରା ଦିଆଜାଇ ଥିବା ଭୁବନେଶ୍ୱର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *