ଏହି ୪ ଟି ସଙ୍କେତ ରୁ ଜାଣନ୍ତୁ ଆପଣଙ୍କ ପାର୍ଟନର ଆପଣଙ୍କୁ ମନେ ପକାଉଛନ୍ତି ନା ନାହିଁ, ଭଲପାଉଛନ୍ତି ନା ନାହିଁ

ସାଧାରଣତଃ ସମସ୍ତ ଲୋକ କେବେ ନା କେବେ କାହାକୁ ଭଲ ନିଶ୍ଚିନ୍ତ ପାଇଥିବେ । କିଛି ଲୋକ ମାନଙ୍କ ପ୍ରେମ ସମ୍ପର୍କ ରହିଥାଏ ଓ କିଛି ଲୋକଙ୍କ ଭାଙ୍ଗିଯାଏ । ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ, ତାଙ୍କ ପାର୍ଟନର ତାଙ୍କୁ ମନେ ପକାଉଛି ନା ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏପରି କିଛିଟା ସଂକେତ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ବହୁତ ସହଜରେ ଜାଣିପାରିବେ ଆପଣଙ୍କ ପାର୍ଟନର ଆପଣଙ୍କୁ ମନେ ପକାଉଛନ୍ତି ନା ନାହିଁ । ତେବେ ଆସନ୍ତୁ ଜାଣିବା ଏହି ସଂକେତ ବିଷୟରେ ।

୧. କିଛି ଭଲ କାମ କରି ଦେଖାଅ

ଯଦି ଆପଣଙ୍କ ପ୍ରେମ ସଚ୍ଚୋଟ ଥାଏ ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ମନେ ପକାଇବେ କେବେହେଲେ ଭୁଲି ପାରିବେ । ଯଦି ଆପଣଙ୍କ ବ୍ରେକଅପ ହେଇଯାଇଛି ତେବେ ଆପଣଙ୍କର କିଛି ଭଲ କାମକୁ ଆପଣଙ୍କ ପାର୍ଟନର ଆପଣଙ୍କୁ କେବେ ବି ଭୁଲିପାରିବେ ନାହିଁ । ଆପଣଙ୍କ ସେହି ଭଲ କାର୍ଯ୍ୟ ବିଷୟରେ ଆପଣଙ୍କ ପାର୍ଟନର ନିଶ୍ଚିନ୍ତ ମନେ ପକାଇବେ । ଯଦି ଆପଣ ରିଲେସନ ରେ ଅଛନ୍ତି ବ୍ରେକପ ହୋଇ ନାହିଁ ତେବେ ଏମିତି କିଛି କାମ କର ଯାହା ଦ୍ଵାରା ଆପଣଙ୍କ ପାର୍ଟନର ଆପଣଙ୍କୁ ସାରା ଜୀବନ ଭୁଲି ପାରିବେ ନାହିଁ ।

୨. ସ୍ଵପ୍ନରେ ଆସିବା

ଯଦି ଆପଣଙ୍କ ସ୍ଵପ୍ନରେ କୌଣସି ମଣିଷ ଆସୁଛି ତେବେ ଜାଣି ନିଅନ୍ତୁ ଯେ, ସେ ମଧ୍ୟ ଆପଣଙ୍କୁ ମନେ ପକାଉଛି । କୌଣସି ସ୍ଵପ୍ନ ବିନା କାରଣରେ ଆସିନଥାଏ, ଏହା ଆମର ରିୟଲ ଲାଇଫ ସହ କନେକ୍ଟ ଥାଏ । ଯଦି ଆପଣଙ୍କ ପାର୍ଟନର ଦୂରକୁ ଯାଇଛନ୍ତି ବା ଆପଣଙ୍କ ପାର୍ଟନର ପାଖରେ ଅଛନ୍ତି ଏବଂ ଆପଣଙ୍କ ସ୍ଵପ୍ନରେ ଆସୁଛନ୍ତି, ତେବେ ଜାଣି ନିଅନ୍ତୁ ଆପଣଙ୍କୁ ଆପଣଙ୍କ ପାର୍ଟନର ମନେ ପକାଉଛନ୍ତି । ଯଦି ସେ ଆପଣଙ୍କ ସ୍ଵପ୍ନରେ ଆସୁଛନ୍ତି ତ ସେ ବି ଆପଣଙ୍କୁ ମନେ ପକାଉଛନ୍ତି ।


୩. ସମାନତା ବା ମେଳ ଖାଇବା

ବେଳେବେଳେ ଆମ ପାର୍ଟନରଙ୍କୁ କୌଣସି ଜିନିଷ ଭଲ ଲାଗିଥାଏ, ସେହି ଜିନିଷ ଯେତେବେଳେ ଆମ ଆଖି ସାମ୍ନାକୁ ଆସିଯାଏ ଆମକୁ ଆମ ପାର୍ଟନର କଥା ମନେ ପଡିଥାଏ । ଏହା ସ୍ଵାଭାବିକ ହୋଇଥାଏ ଯେ, ସେହି ସମୟରେ ଆପଣଙ୍କ ପାର୍ଟନର ମଧ୍ୟ ଆପଣଙ୍କୁ ମନେ ପକାଉଥିବେ ।

୪. ଯଦି ଆପଣଙ୍କର ନିଜ ପାର୍ଟନର ସହ ବ୍ରେକଅପ ହେଇ ଯାଇଛି, ତା ହେଲେ ସାଇଣ୍ଟିଫିକ ରିସର୍ଚ ଅନୁସାରେ ଜଣା ପଡିଛି ଆପଣ ନିଜ ପାର୍ଟନରକୁ ଯେତେ ମନେ ପକାନ୍ତୁ ନା କାହିଁକି ଆପଣଙ୍କ ପାର୍ଟନର ଆପଣଙ୍କୁ ମନେ ପକାଉ ନଥିବେ । କାରଣ ବ୍ରେକଅପ କରିବା ସମୟରେ ଆପଣଙ୍କ ପାର୍ଟନର ଆପଣଙ୍କ କଥା ନିଜ ମାଇଣ୍ଡରୁ ହଟେଇ ସାରିଛନ୍ତି ।


ହେଲେ ଯଦି ଆପଣ ଚାହୁଞ୍ଚନ୍ତି ଆପଣଙ୍କ ପାର୍ଟନର ଆପଣଙ୍କ ବିଷୟରେ ଭାବନ୍ତୁ, ତେବେ ଆପଣ ନିଜ ପାର୍ଟନରଙ୍କ ବିଷୟରେ କୌଣସି କଥା ଭାବନ୍ତୁ ନାହିଁ । ସାଇକୋଲୋଜି ଅନୁସାରେ ଆପଣଙ୍କ ପାର୍ଟନର ଆପଣଙ୍କୁ ନିଶ୍ଚିନ୍ତ ମନେ ପକାଇବେ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *