ରବିବାରର ରାଶିଫଳ 5 ଜୁଲାଇ 2020, ସୂର୍ଯ୍ୟଦେବ କରିବେ ଏହି 4ଟି ରାଶି ଉପରେ କୃପା ବର୍ଷା, ଏହି ରାଶି ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 5 ଜୁଲାଇ 2020 ରବିବାରର ରାଶିଫଳ ।

ମେଷ

ଆପଣଙ୍କୁ ବ୍ୟବସାୟରେ ହଠାତ ଧନ ଲାଭ ହୋଇ ପାରେ ଯାହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଜୀବନସାଥୀଙ୍କୁ ନେଇ ଆପଣଙ୍କ ଦାୟିତ୍ଵ ବଢିପାରେ । ନୂଆ ବ୍ୟକ୍ତିଙ୍କ ସହିତ ଭେଟ ହେବା ଦ୍ଵାରା ସଫଳତା ମିଳିପାରେ । ଆଜି ଆପଣ ଯାହା ପ୍ରଥମ କରିବେ କିମ୍ବା ନୂଆ ପଦକ୍ଷେପ ନେବେ ସମୟ ଆସିଲେ ତାର ଭଲ ଫଳ ମିଳିବ । ଆଜି ଆପଣଙ୍କୁ କିଛି ଖାସ ଜିନିଷ ମିଳିପାରେ । ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବକ ମାନଙ୍କୁ ଅଧିକ ପରିଶ୍ରମ କରିବା ଆବଶ୍ୟକତା ରହିବ ।

ବୃଷ

ସୂର୍ଯ୍ୟଦେବଙ୍କ କୃପାରୁ ଲମ୍ବା ସମୟ ଧରି ଚାଲି ଆସୁଥିବା ସମସ୍ୟାର ଶେଷ ହୋଇ ଯିବ ଏବଂ ଏବଂ ସବୁ ମନସ୍କାମନା ପୁରା ହେବ । ବ୍ୟବସାୟୀକ କାର୍ଯ୍ୟରେ ସରକାରୀ ହସ୍ତକ୍ଷେପ ବଢିବ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଭାଗ ନେବେ । ସାମାଜିକ ସ୍ତରରେ ଆପଣଙ୍କୁ ଅନେକ ମାନ ସଂମ୍ମାନ ମିଳିବ । ସନ୍ଧ୍ୟାରେ ବନ୍ଧୁ ମାନଙ୍କ ସହିତ ଭଲ ସମୟ ଅତିବାହିତ କରି ପାରନ୍ତି । ଅଧିକ କାମ କାରଣରୁ ଆପଣଙ୍କୁ ମାନସିକ ଅଶାନ୍ତି ଅନୁଭବ ହୋଇ ପାରେ ।

ମିଥୁନ

ଆଜି ଆପଣଙ୍କୁ କୌଣସି କଥାରେ ବୁଝାବଣା କରିବାକୁ ପଡିବ । କିନ୍ତୁ କିଛି ଲାଭକୁ ଦେଖି ଏଥିରେ କିଛି କ୍ଷତି ନାହିଁ । ଯଦି କୌଣସି ବ୍ୟକ୍ତିଗତ ସମସ୍ୟା ଅଛି ତାହେଲେ ତାହା ସବନ୍ଧିତ ଆବଶ୍ୟକ ସୂଚନା ମିଳିପାରେ । ଆପଣଙ୍କର ଗୁରୁତ୍ଵପୂର୍ଣ କାମର ତାଲିକା କରନ୍ତୁ ଏବଂ ତାହା ଉପରେ ଧ୍ୟାନ ଦିଅନ୍ତୁ । ନିଜକୁ କାହା ଠାରୁ କମ ବୋଲି ଭାବନ୍ତୁ ନାହିଁ । ଯାହା ଆପଣ ଭାବିବେ ତାହା ଆପଣଙ୍କୁ ସହଜରେ ମିଳିଯିବ । ସବୁ କିଛି ଆଶା ଅନିଶାରେ ସକାରାତ୍ମକ ରୂପରେ ଆଗକୁ ବଢିବ ।

କର୍କଟ

ଆଜି କାହା ଉପରେ ଆଖି ବନ୍ଦ କରି ବିଶ୍ଵାସ କରିବା ଆପଣଙ୍କ ପାଇଁ ଭୁଲ ହେବ ଏହାଦ୍ୱାରା ଆପଣ ଧୋକା ଖାଇ ପାରନ୍ତି । ମହିଳା ବନ୍ଧୁଙ୍କ ସାହାଯ୍ୟ ଆପଣଙ୍କୁ ଅଧିକ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଧାର୍ମିକ କାମରେ ମନ ଲାଗିବ । ବହୁତ ଶାନ୍ତିର ସହିତ କାମର ନିଷ୍ପତ୍ତି ନେବା ଶୁଭ ହେବ । କାର୍ଯ୍ୟ ବିସ୍ତାରର ଯୋଜନା କରିବେ । ସବୁବେଳେ କିଛି ଅଲଗା କରିବାର ଅଭ୍ୟାସ ଆପଣଙ୍କୁ ସଫଳତା ଦେବ । ଚାକିରିରେ ବ୍ୟସ୍ତତା ରହିବ । ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଲାଭ କରି ପାରନ୍ତି ।

ସିଂହ

ଆଜି ନୂଆ ଚାକିରି କିମ୍ବା ବ୍ୟବସାୟର ଅଫର ଆପଣଙ୍କୁ ମିଳିପାରେ । ଅନେକ ଗୁରୁତ୍ଵପୂର୍ଣ ମାମଲା ଆଜି ସ୍ଥଗିତ ରଖାଯାଇ ପାରେ କିନ୍ତୁ ଏହାଦ୍ୱାରା ଆପଣଙ୍କୁ ଲାଭ ହେବ । ଆପଣଙ୍କ ଜୀବନରୁ ସବୁ କଷ୍ଟ ଦୂର ହେବ । ଆଜିର ଦିନରେ ଆପଣଙ୍କ ଯୋଜନାରେ ଶେଷ ସମୟରେ ପରିବର୍ତ୍ତନ ହୋଇ ପାରେ । ମନୋରଞ୍ଜନର ସବୁ ଜିନିଷ ଆଜି ଆପଣଙ୍କୁ ମିଳିବ । ସୁନ୍ଦର ବସ୍ତୁ, ଉତ୍ତମ ଖାଦ୍ୟ ଏବଂ ଗାଡି ଭୌତିକ ଖୁସି ମିଳିବ । ବ୍ୟକ୍ତିତ୍ଵ ପ୍ରଭାବୀ ରହିବ । ଆଜି ଆପଣଙ୍କର ପ୍ରଶଂସା କରାଯିବ ।

କନ୍ୟା

ଆଜି ଆପଣଙ୍କୁ ଜୀବନରେ ନିଜର ପରିବର୍ତ୍ତନ ସ୍ଥିତି ବିଷୟରେ ସନ୍ଦେହ ହୋଇ ପାରେ । ଆପଣ ଏକ ଛୋଟ କାମ ଆରମ୍ଭ କରି ପାରନ୍ତି ଏବଂ ସେଠାରୁ ଆପଣଙ୍କ ରାସ୍ତା ମିଳିପାରେ । କୌଣସି ଧାର୍ମିକ ତଥା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ । ଆପଣଙ୍କ ପାଇଁ ଏହା ଭଲ ହେବ କି ଆପଣ ଭାବିଥିବା କାମ କରି ଚାଲନ୍ତୁ । କାର୍ଯ୍ୟକଳାପର ସମାଧାନ ପାଇଁ ଆପଣଙ୍କ ବୁଦ୍ଧି ଏବଂ ପ୍ରଭାବର ବ୍ୟବହାର କରନ୍ତୁ । କ୍ୟାରିୟର ମାମଲାରେ ଆପଣଙ୍କୁ ଭାଗ୍ୟର ସାଥ ମିଳିପାରେ ।

ତୁଳା

ଧାର୍ମିକ ଯାତ୍ରା ପାଇଁ ଭଲ ଦିନ ଅଟେ । ଆଜି ମନୋରଞ୍ଜନରେ ବାହାରର ଗତିବିଧି ଏବଂ ଖେଳ କୁଦକୁ ସାମିଲ କରାଯିବା ଦରକାର । ଚାକିରି କରିଥିବା ଲୋକଙ୍କ ଉପରେ କାମର ଅଧିକ ବୋଝ ରହିବ । ଶ୍ରେଷ୍ଠ ଅଧିକାରୀଙ୍କ ପ୍ରାଥମିକତା କାରଣରୁ ଆପଣଙ୍କୁ କାମକୁ ସମୟ ପୂର୍ବରୁ ପୁରା କରିବା ଦରକାର ଅଟେ । ଆଜି ଆପଣ ନିଜର କାମକୁ ଭଲ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ । ଆଜି ଆପଣ ଅନ୍ୟ ଦିନ ତୁଳନାରେ ନିଜର ଲକ୍ଷ୍ୟକୁ କିଛି ଅଧିକ ଉଚ୍ଚା ସ୍ତିର କରି ପାରନ୍ତି ।

ବିଛା

ଆଜି ଆପଣ କାମକୁ ବହୁତ ଶୀଘ୍ର ପୁରା କରି ପାରିବେ ଯାହାର ଲାଭ ଆଗାମୀ ଦିନରେ ହେବ । ଆପଣଙ୍କୁ ଖୁସି ଆଶୀର୍ବାଦ ଭାବରେ ମିଳିବ । ଅତିରିକ୍ତ ଆୟ ପାଇଁ ନିଜର ସୃଜନଶୀଳ ବିଚାରର ସାହାରା ନିଅନ୍ତୁ । ଦିନକୁ ଖାସ କରିବା ପାଇଁ ସ୍ନେହ ଏବଂ ଉଦାରତାର ଛୋଟ ଛୋଟ ଉପହାର ଲୋକଙ୍କୁ ଦିଅନ୍ତୁ । ସୁଖ ସୁବିଧାରେ ବୃଦ୍ଧି ହେବ କିନ୍ତୁ ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ରିୟଲ ଏଷ୍ଟେସ ସବନ୍ଧୀୟ ନିବେଶ ଆପଣଙ୍କୁ ଭଲ ଲାଭ ଦେବ ।

ଧନୁ

ଆଜି ସମାଜରେ ଆପଣଙ୍କ ସଂମ୍ମାନ ବଢିପାରେ । ଯାତ୍ରା ଆପଣଙ୍କୁ ଥକା ଏବଂ ଚାପ ଦେବ କିନ୍ତୁ ଆର୍ଥିକ ଦୃଷ୍ଟିରୁ ଲାଭକାରୀ ପ୍ରମାଣିତ ହେବ । ଭାଗ୍ୟର ସାଥ ମିଳିବ । କ୍ରୋଧ କରନ୍ତୁ ନାହିଁ । ପାର୍ଟନରଙ୍କ ଠାରୁ ସହଯୋଗ ମିଳିବ । ଘରର ବାହାର ମାମଲାରେ ଆପଣଙ୍କ ଅଭିଳାଷ ମଧ୍ୟ ବଢିପାରେ । ଆପଣଙ୍କ ଆତ୍ମବିଶ୍ଵାସ ମଧ୍ୟ ବଢିବ । ଧାର୍ମିକ କାର୍ଯ୍ୟରେ ସହଭାଗୀ ହେବେ । ଯଦି ଆପଣ ନିଜର ଜ୍ଞାନ ଏବଂ ଅନୁଭବ ଅନ୍ୟ ମାନଙ୍କ ସହିତ ବାଣ୍ଟିବେ ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସଂମ୍ମାନ ମିଳିବ ।

ମକର

ଆଜି ଏହି ରାଶିର ଲୋକଙ୍କ ପାଇଁ ଶେୟାର ବଜାରରେ ନିବେଶ କରିବା ଶୁଭ ବୋଲି ପ୍ରମାଣିତ ହେବ ପାରେ । ଆଜି ଆପଣ ଆପଣଙ୍କ ମନକୁ ଯୋଗୀ ମାନଙ୍କ ଭଳି ଶାନ୍ତ କରି ରଖିବେ । ବିବାହ ପାଇଁ ଭଲ ପ୍ରସ୍ତାବ ଆସିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ଅଟେ । ଦାନ ପୂଣ୍ୟର କାମ ଆପଣଙ୍କୁ ମାନସିକ ଶାନ୍ତି ଏବଂ ଆନନ୍ଦ ଦେବ ।

କୁମ୍ଭ

ଆଜି ମାନସିକ ଚିନ୍ତା ରହିପାରେ । କୋର୍ଟ କଚେରୀ କାମରେ ନିଷ୍ଫଳତାରୁ ବଞ୍ଚିବା ପାଇଁ ଚେଷ୍ଟା କରିବେ । କୌଣସି ପୁରୁଣା ରୋଗରୁ ମୁକ୍ତି ମିଳିବ ଯେଉଁଥି ପାଇଁ ଆପଣ ଶାନ୍ତି ଅନୁଭବ କରିବେ । ଆପଣଙ୍କ ନିବେଶ ଏବଂ ଭବିଷୟର ଯୋଜନା ବିଷୟରେ କାହାକୁ କିଛି କୁହନ୍ତୁ ନାହିଁ । ନିଜ କ୍ୟାରିୟର ଉପରେ ବିଶେଷ ଧ୍ୟାନ ଦେବା ଦରକାର ଅଟେ । ଘରର ବାତାବରଣ କାରଣରୁ ଆପଣ ଉଦାସ ହୋଇ ପାରନ୍ତି । କିଛି ଭଲ ନୂଆ ବିଚାର ଆପଣଙ୍କୁ ଆର୍ଥିକ ସ୍ତରରେ ଲାଭ ଦେବ ।

ମୀନ

ଆଜି ବ୍ୟବସାୟରେ ବିରୋଧୀ ମାନେ ଆପଣଙ୍କୁ ନିଚ୍ଚ ଦେଖାଇବା ପାଇଁ ଚେଷ୍ଟା କରି ପାରନ୍ତି ସେଥିପାଇଁ ସେମାନଙ୍କ ଠାରୁ ସାବଧାନ ରୁହନ୍ତୁ । ରାଜକୀୟ ବ୍ୟକ୍ତିଙ୍କ ସହିତ ସବନ୍ଧ ବଢିବ ଏବଂ ସହଯୋଗ ମଧ୍ୟ ମିଳିବ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏହାଦ୍ୱାରା ଆପଣଙ୍କ ଘରର ସବୁ ନକରାତ୍ମକ ଶକ୍ତି ଶେଷ ହୋଇ ଯିବ । ଆପଣଙ୍କୁ କିଛି ବଡ ଖୁସି ଖବର ମିଳିପାରେ । ଅଟକି ଥିବା ଟଙ୍କା ଆପଣଙ୍କୁ ହଠାତ ମିଳିପାରେ । ଗାଡି ଚଲାଇବା ସମୟରେ ସାବଧାନ ରୁହନ୍ତୁ । ଆପଣଙ୍କୁ ପ୍ରଥମ ଦେଖାରେ କାହା ସହିତ ପ୍ରେମ ହୋଇ ପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *