ସାଧାରଣତଃ ସମସ୍ତଙ୍କ ଜୀବନରେ ପ୍ରେମ ସମ୍ବନ୍ଧ ରହିଥାଏ । ଆମେ ନିଜ ପାର୍ଟନର ସହ ଭଲରେ ରହିବା ପାଇଁ ଚାହିଁଥାଉ । ହେଲେ ପ୍ରେମରେ ସବୁ ସମୟ ଏକା ପରି ନଥାଏ । କେତେବେଳେ ଭଲ ଚାଲିଥାଏ ତ କେତେବେଳେ ଖରାପ । ସେହି ପରି ପ୍ରେମରେ ବହୁତ ଝଗଡା ମଧ୍ୟ ହୋଇଥାଏ । ଅଧିକାଂଶ ପ୍ରେମରେ ଝଗଡା ହେଲେ ପାର୍ଟନରକୁ ଆପଣ ବହୁତ ମନେ ପକାଇ ଥାନ୍ତି, ହେଲେ ସେମାନେ ଆପଣଙ୍କୁ ମନେ ପକାନ୍ତି ନାହିଁ ଓ ଫୋନ ମଧ୍ୟ କରନ୍ତି ନାହିଁ ।
ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ୨ ଟି ଉପାୟ ଆଣିଛୁ ଯାହା ଦ୍ଵାରା ଆପଣଙ୍କ ପାର୍ଟନର ଆପଣଙ୍କୁ ଫୋନ ଉପରେ ଫୋନ କଲ କରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।
ଯେବେ ଆମ ପାର୍ଟନରର ଫୋନ କଲ ଆସି ନଥାଏ, ସେତେବେଳେ ଆମକୁ ବହୁତ ଦୁଃଖ ଆସିଥାଏ । ଅଧିକାଂଶ ଲୋକ ବହୁତ କିଛି କଥା ଭାବି କନ୍ଦିବାକୁ ଲାଗନ୍ତି । ତେଣୁ ସେଥିପାଇଁ ପ୍ରଥମେ ଆପଣ କନ୍ଦିବା ଓ ମନ ଦୁଃଖ କରିବା ବନ୍ଦ କରି ଦିଅନ୍ତୁ । ତେଣୁ ଆମେ ଆଜି ଆପଣ ମାନଙ୍କୁ କହିବୁ କଣ କରିଲେ ଆପଣଙ୍କ ପାର୍ଟନର ଆପଣଙ୍କୁ ଫୋନ କରିବେ । ହେଲେ ଏହା ପୂର୍ବରୁ ଆପଣଙ୍କୁ ନିହାତି ଜାଣିବା ଦରକାର ଫୋନ କଲ କଣ ପାଇଁ ଆସୁନାହିଁ ।
୧. ଇଣ୍ଟରେଷ୍ଟ
ଯଦି ଆପଣଙ୍କର ଇଛା ଅଛି ସାମ୍ନା ବାଲା ସହ କଥା ହେବା ପାଇଁ ତା ହେଲେ ପ୍ରଥମେ ସାମ୍ନା ବାଲାର ଇଛା ବିଷୟରେ ଜାଣିବାକୁ ହେବ । ସେମାନଙ୍କ ଇଣ୍ଟରେଷ୍ଟକୁ ବଢାଇବା ପାଇଁ ତୁମକୁ ନିଜ ଲୁକ କୁ ନୂଆ କରିବାକୁ ହେବ । ସେଥିପାଇଁ ଆପଣଙ୍କୁ ନିଜ ଡ୍ରେସିଙ୍ଗ, ହେୟାର ଷ୍ଟାଇଲ ଓ ଲାଇଫ ଷ୍ଟାଇଲକୁ ବଦଳାଇବାକୁ ହେବ । ସାମ୍ନା ବାଲା ଆପଣଙ୍କର ଏହି ଛୋଟ ଛୋଟ କଥାକୁ ମଧ୍ୟ ନୋଟିସ କରନ୍ତି । ଏହା ଦ୍ଵାରା ସେମାନଙ୍କ ଇଣ୍ଟରେଷ୍ଟ ଆପଣଙ୍କ ପ୍ରତି ବଢିବ, ଯାହାଫଳରେ ସେମାନେ ଆପଣଙ୍କୁ ବାରମ୍ବାର କଲ କରିବେ କଥା ହେବା ପାଇଁ ।
୨. ଫିଅର ଅଫ ଲଷ୍ଟ
ଯଦି ଆପଣଙ୍କୁ ହରେଇବାର ଡର ସାମ୍ନା ବାଲା ପାଖରେ ଥାଏ ତା ହେଲେ ସେ ଆପଣଙ୍କୁ ବାରମ୍ବାର କଲ କରିବ । ସେଥିପାଇଁ ଆପଣ ନିଜ ପାର୍ଟନର ପାଇଁ ଏମିତି କିଛି କରନ୍ତୁ ଯାହାଫଳରେ ସେ ଯେମିତି ଆପଣଙ୍କୁ ହରେଇବା ପାଇଁ ଚାହିଁବ ନାହିଁ । ତା ମନରେ ଆପଣଙ୍କୁ ହରେଇବାର ଡର ରହିବ ଓ ସେ ଆପଣଙ୍କୁ ସବୁବେଳେ ଫୋନ କରିବ । ତେବେ ବନ୍ଧୁଗଣ ଏହି ଦୁଇଟି ଉପାୟକୁ ଉପଯୋଗ କରି ଦେଖନ୍ତୁ, ଦେଖିବେ ଆପଣ ନିଶ୍ଚୟ ସଫଳ ହେବେ ।
ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ